ଏମାନେ ହେଉଛନ୍ତି ଆମ ଦେଶର ୫ ସବୁଠୁ ଧନୀ…
ନୂଆଦିଲ୍ଲୀ : ଡିଜିଟାଲ ଯୁଗରେ ୟୁଟ୍ୟୁବରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଯଦି ଆପଣ କୌଣସି ବିଷୟରେ ଜାଣିବାକୁ ଚାହାଁନ୍ତି, ତେବେ ସବୁକିଛି ୟୁଟ୍ୟୁବରେ ଉପଲବ୍ଧ । ଏହି କାରଣରୁ ୟୁଟ୍ୟୁବରେ ଚ୍ୟାନେଲ ଏବଂ ଭିଡିଓ ବିଷୟବସ୍ତୁ ଦିନକୁ ଦିନ ବଢିବାରେ ଲାଗିଛି । ଅନେକ ଲୋକ ୟୁଟ୍ୟୁବରେ ପୂର୍ଣ୍ଣ…