ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

New Zealand

ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡର…

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟକାରେ କେର୍ମାଡେକ୍‌ ଦ୍ବୀପ ଥରି ଉଠିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି ।ୟୁଏସ୍ ଭୂତତ୍ବ ସର୍ବେକ୍ଷଣ ସଂସ୍ଥା ବିଭାଗ ଅନୁଯାୟୀ, ଗୁରୁବାର ସକାଳୁ ନ୍ୟୁଜିଲାଣ୍ଡର କେର୍ମାଡେକ୍‌…

କ୍ରିସ ହିପକିନ୍ସ ହୋଇପାରନ୍ତି…

ୱେଲିଂଟନ : ନ୍ୟୁଜିଲାଣ୍ଡର ଶିକ୍ଷାମନ୍ତ୍ରୀ କ୍ରିସ ହିପକିନ୍ସ ଦେଶର ପରବର୍ତ୍ତି ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପ୍ରଧାନମନ୍ତ୍ରୀ ପଦ ପାଇଁ କ୍ରିସ ହିପକିନ୍ସ ଏକମାତ୍ର ପ୍ରାର୍ଥି । ଦୁଇ ଦିନ ପରେ ସେ ଇସ୍ତଫା ଦେଇଥିବା ଜେରିଣ୍ଡା ଅର୍ଡର୍ନଙ୍କ ସ୍ଥାନ ନେବେ । ଲେବର ପାର୍ଟି ଏକ ବୟାନରେ କହିଛି କି କ୍ରିସ…

ନୂଆବର୍ଷ ୨୦୨୩କୁ ସର୍ବ ପ୍ରଥମେ ସ୍ବାଗତ…

ନ୍ୟୁଜିଲ୍ୟାଣ୍ଡ: ନ୍ୟୁଜିଲ୍ୟାଣ୍ଡର ଅକଲ୍ୟାଣ୍ଡ ସହରରେ ନବବର୍ଷ ୨୦୨୩କୁ ସର୍ବ ପ୍ରଥମେ ସ୍ବାଗତ କରାଯାଇଛି। ଅକଲ୍ୟାଣ୍ଡର ପ୍ରସିଦ୍ଧ ସ୍କାଏ ଟାୱାରକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ଅକଲ୍ୟାଣ୍ଡ ନୂତନ ବର୍ଷର ଉତ୍ସବ ସମୟରେ ସ୍କାଏ ଟାୱାରରୁ ଆତସବାଜି ଏକ ମନୋରମ ଦୃଶ୍ୟ ସୃଷ୍ଟି…

୨୦୨୫ ସୁଦ୍ଧା ବିଶ୍ବର ପ୍ରଥମ…

ଅକଲାଣ୍ଡ: ବିଶ୍ବର ପ୍ରଥମ ଧୂମପାନମୁକ୍ତ ଦେଶରେ ପରିଣତ ହେବାକୁ ଯାଉଛି ନ୍ୟୁଜିଲାଣ୍ଡ । ଆସନ୍ତା ୨୦୨୫ ସୁଦ୍ଧା ଏହି ଲକ୍ଷ୍ୟ ହାସଲ କରିବାକୁ ଯୋଜନା ପ୍ରସ୍ତୁତ କରିଛି ଏହି ଦେଶ । ନ୍ୟୁଜିଲାଣ୍ଡ ସରକାର ନିକଟରେ ଏକ ଆଇନ ପ୍ରଣୟନ କରିଛନ୍ତି ।ଏହି ନୂଆ ଆଇନ ଅନୁଯାୟୀ, ୧ ଜାନୁଆରି, ୨୦୦୯ ପରେ ଜନ୍ମଗ୍ରହଣ…

୨୪ ଘଣ୍ଟା ମଧ୍ୟରେ ୧୦ ଡୋଜ୍ କରୋନା ଟିକା…

ମହାମାରୀ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଦିନକୁ ଦିନ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଟିକାକରଣ ମଧ୍ୟ ବୃଦ୍ଧି ପାଇଛି । କିଏ ପ୍ରଥମ ଡୋଜ ନେଉଛି ତ ଆଉ କିଏ ଦ୍ୱିତୀୟ, ସେହିପରି ଆଉ କେହି କେହି ଟିକାର ବୁଷ୍ଟର ଡୋଜ୍‌ ବି ନେଉଛନ୍ତି। କିନ୍ତୁ ଏହାରି ଭିତରେ ନ୍ୟୁଜିଲ୍ୟାଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଖବର…

୬ ମାସ ପରେ ଆଇସିସି ଟେଷ୍ଟ…

ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚକୁ ୩୭୨ ରନରେ ଐତିହାସିକ ବିଜୟ ହାସଲ କରିବା ସହ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜକୁ ଭାରତ ୧-୦ରେ କବ୍ଜା କରିଛି । ବିଶ୍ୱ ଟେଷ୍ଟ ଚାମ୍ପିୟନ ଦଳ ବିପକ୍ଷ ଏହି ବୃହତ୍ ବିଜୟ ପରେ ଭାରତୀୟ ଦଳ ଟେଷ୍ଟ ର଼୍ୟାଙ୍କିଙ୍ଗରେ…

ପାକିସ୍ତାନ କ୍ରିକେଟ୍ କୁ ଲଜ୍ଜା:…

କରାଚି: ସୁରକ୍ଷା କାରଣରୁ ନ୍ୟୁଜିଲ୍ୟାଣ୍ଡ ଟିମ୍ ପାକିସ୍ତାନ ସହିତ ଥିବା ସିରିଜରୁ ଓହରି ଯାଇଛି । ଆଜିଠାରୁ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବାର ଥିଲା। ଟସ୍‌ର ମାତ୍ର କିଛି ମିନିଟ୍‌ ପୂର୍ବରୁ ହିଁ ପାକିସ୍ତାନରେ ଖେଳାଳିଙ୍କ…