ବ୍ରିଟେନରେ ଆତଙ୍କ ସୃଷ୍ଟିକାରୀ ଭୂତାଣୁ…
ଇନ୍ଦୋର : ଇନ୍ଦୋରରେ କରୋନା ଡେଲଟା ଭାରିଆଣ୍ଟର ନୂଆ ରୂପ ଏୱାଇ-୪ ସାମ୍ନାକୁ ଆସିଛି। ପୁରୁଣା ଡେଲ୍ଟା ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ୭ଜଣ କରୋନା ସଂକ୍ରମିତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଚିହ୍ନଟ କରାଯାଇଛି। ସମସ୍ତ ସଂକ୍ରମିତ ସୁସ୍ଥ ଅଛନ୍ତି।…