ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

new delhi

‘କୁଲି’ ବେଶରେ କଂଗ୍ରେସ…

ନୂଆଦିଲ୍ଲୀ: କୁଲି ଡ୍ରେସ ପିନ୍ଧି ନଜରକୁ ଆସିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ଲାଲ୍ ରଙ୍ଗର ୟୁନିଫର୍ମ ପିନ୍ଧିବା ସହ ରାହୁଲଙ୍କ କାନ୍ଧରେ କୁଲି ବ୍ୟାଜ୍ ଥିଲା । ଷ୍ଟେସନରେ ଯାତ୍ରୀଙ୍କ ଆଟାଜି ବୋହୁଥିବାର ଫଟୋ ମଧ୍ୟ ଭାଇରାଲ ହେଉଛି । ସୂଚନା ଅନୁସାରେ, ସାଂସଦ ରାହୁଲ ଗାନ୍ଧି ଗୁରୁବାର ହଠାତ୍…

ଆଜି ଦିଲ୍ଲୀରେ ହେବ ଗୀତା ମେହେଟ୍ଟାଙ୍କ…

ଭୁବନେଶ୍ୱର: ଆଜି ଦିଲ୍ଲୀରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ସୂଚନା ଅନୁସାରେ ଆମେରିକାରୁ ଗୀତାଙ୍କ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଆସି ଦିଲ୍ଲୀରେ ପହଂଚିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କର ଗତ…

ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ…

ନୂଆଦିଲ୍ଲୀ: ଆଜି ସକାଳୁ ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିରରେ ପହଞ୍ଚି ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଅକ୍ଷରଧାମ ମନ୍ଦିରରେ ପୂଜା ଓ ଆଳତି କରିବା ସହ ମନ୍ଦିରରେ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ସେ ଉପଭୋଗ କରିଥିଲେ । ସୁନକଙ୍କ ପତ୍ନୀ ଅକ୍ଷତା ମଧ୍ୟ…

ଆଜି G20 ସମ୍ମିଳନୀର ଦ୍ବିତୀୟ ଦିନ:…

ନୂଆଦିଲ୍ଲୀ: ରାଜଘାଟରେ ରାଷ୍ଟ୍ରମୁଖ୍ୟ । ଆଜି G20 ସମ୍ମିଳନୀର ଦ୍ବିତୀୟ ଦିନରେ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବିଶ୍ୱ ନେତା । ରାଜଘାଟରେ ପହଁଚୁଥିବା ବିଶ୍ୱ ନେତାଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖଦୀରେ ପ୍ରସ୍ତୁତ ଉପଢୌକନ…

ଜି-୨୦ ସମ୍ମିଳନୀ: ‘ଭାରତ…

ନୂଆଦିଲ୍ଲୀ: ଆଜିଠାରୁ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ଡପମରେ ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚିଥିବାବେଳେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି । ଜଣଙ୍କ ପରେ ଜଣେ ନେତା ଆସି ଭାରତ ମଣ୍ଡପମରେ ପହଞ୍ଚୁଛନ୍ତି । ସେମାନଙ୍କୁ ସ୍ୱାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆସନ୍ତାକାଲିଠୁ ଜି-୨୦ ଶିଖର ସମ୍ମିଳନୀ,…

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି। ଭାରତ ଅଧ୍ୟକ୍ଷତାରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିଶ୍ବର ପ୍ରମୁଖ ୨୦ଟି ରାଷ୍ଟ୍ର ନେତା ଯୋଗ ଦେବେ। ଏହିକ୍ରମରେ ଦିଲ୍ଲୀକୁ ବିଶ୍ବ ନେତୃବନ୍ଦଙ୍କ ସୁଅ ଛୁଟିବାରେ ଲାଗିଛି। ଆଜି ଆମେରିକା…

ନୂଆପଡାର ଭୁଞ୍ଜିଆ ଆଦିବାସୀ ଦମ୍ପତିଙ୍କୁ…

ନୂଆପଡ଼ା: ନୂଆପଡାର ଚକୋଟିଆ ଭୁଞ୍ଜିଆ ଦମ୍ପତିଙ୍କୁ ଦିଲ୍ଲୀରୁ ଆସିଛି ଡାକରା । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ହେବେ ସ୍ୱତନ୍ତ୍ର ଅତିଥି । କୋମନା ବ୍ଲକ ସୁନାବେଡ଼ା ଅଭୟରଣ୍ୟର ଚକୋଟିଆ ଭୁଞ୍ଜିଆ ଜନଜାତି ସମ୍ପ୍ରଦାୟର ଯୁବଚାଷୀ ଯୁବରାଜ ଛତ୍ରିଆ ଏବଂ ତାଙ୍କ ସ୍ତ୍ରୀ ଆସମତିଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ…

ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ…

ଭୁବନେଶ୍ୱର: ଓଡ଼ିଶାରେ ଐତିହ୍ୟ ସୁରକ୍ଷା ନେଇ ସଂସଦରେ ୩ ବିଜେଡି ସାଂସଦଙ୍କ ପ୍ରଶ୍ନ । କେନ୍ଦ୍ରୀୟ ସୁରକ୍ଷା ତାଲିକାରେ ଓଡ଼ିଶାର କେତେ ଐତିହ୍ୟ ରହିଛି ? ଏହି ଐତିହ୍ୟସ୍ଥଳରୁ ବାର୍ଷିକ କେତେ ରାଜସ୍ବ ସଂଗ୍ରହ ହେଉଛି ? ଐତିହ୍ୟ ସୁରକ୍ଷା ବାବଦରେ କେତେ ରାଜସ୍ବ ବିନିଯୋଗ ହୋଇଛି ? ଏଭଳି ପ୍ରଶ୍ନ…

ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ…

ନୂଆଦିଲ୍ଲୀ: ଯୌନ ନିର୍ଯାତନା ମାମଲାରେ ବ୍ରିଜଭୂଷଣ ସିଂହଙ୍କୁ ବଡ ଆଶ୍ବସ୍ତି । ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପୀଡନ ମାମଲାରେ ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପିର ହେଭିୱେଟ ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ…

କେନ୍ଦ୍ରକୁ ସୁପ୍ରିମ୍ ଝଟକା: ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି । ଦିଲ୍ଲୀରେ ପ୍ରସାଶନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଛନ୍ତି। ଏବେ ସାମ୍ବିଧାନିକ ପୀଠ ଏହି…