Browsing Tag

new delhi

କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ପତାକା…

ନୂଆଦିଲ୍ଲୀ: ଆଜି ଭାରତ ପାଳନ କରୁଛି ୭୪ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟପଥରେ ସୃଷ୍ଟି ହୋଇଛି ନୂଆ ଇତିହାସ। ପ୍ରଥମ ଥର ଆଦିବାସୀ ମହିଳା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପତାକା ଉତ୍ତୋଳନ କରିଛନ୍ତି । ପରମ୍ପରା ଅନୁସାରେ, ଜାତୀୟ ପତାକା ଉତ୍ତୋଳନା ସହ ୨୧ ତୋପର ସଲାମୀ ଓ…

ଦିଲ୍ଲୀ ଅଞ୍ଜଳୀ ମୃତ୍ୟୁ ମାମଲା:…

ନୂଆଦିଲ୍ଲୀ: ନୂଆବର୍ଷ ରାତିରେ ରାଜଧାନୀ ଦିଲ୍ଲୀରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କ ସହ ଘଟିଥିବା ହିଟ୍‌ ଆଣ୍ଡ ରନ୍‌ ମାମଲାରେ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଯେଉଁ ରୁଟରେ ଏହି ଘଟଣା ଘଟିଥିଲା ସେହି ସ୍ଥାନରେ ମୁତୟନ ପୋଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା…

ନୂଆଦିଲ୍ଲୀ: ମଝି ଆକାଶରେ ବିମାନରେ ତ୍ରୁଟି । ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣିବା ପରେ ଦିଲ୍ଲୀରେ ଜରୁରୀ ଅବତରଣ କରିଥିବା ନେଇ ସୂଚନା ମିଳିଛି । ହାଇଡ୍ରୋଲିକ୍ ସିଷ୍ଟମ ଫେଲ୍ ହେବା କାରଣରୁ ଉଡାଣ ଭରିବାର କିଛି ସମୟ ପରେ ବିମାନଟି ବିମାନ ବନ୍ଦରକୁ…

ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା:…

ନୂଆଦିଲ୍ଲୀ: ଦୁର୍ଘଟଣା ପରେ କାରତଳେ ଅଞ୍ଜଳି ଫଶିରହିଥିବା ଜାଣି ମଧ୍ୟ ଗାଡ଼ିକୁ ଅଟକାଇ ନଥିଲେ ଅଭିଯୁକ୍ତମାନେ । ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲାରେ କିଛି ଏପରି ବଡ଼ ଖୁଲ୍ଲାସା କରିଛନ୍ତି ଖୋଦ ଅଭିଯୁକ୍ତମାନେ । ଅଭିଯୁକ୍ତମାନଙ୍କୁ ଜଣାଥିଲା କି ଦୁର୍ଘଟଣା ପରେ ଅଞ୍ଜଳି ଗାଡିତଳେ ଫସି ଯାଇଛନ୍ତି ବୋଲି ।…

ଦୁର୍ଘଟଣା ପରେ ଯୁବତୀଙ୍କୁ କାରରେ ୪…

ନୂଆଦିଲ୍ଲୀ: ନୂଆବର୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଛାତିଥରା ଘଟଣା । ନୃସଂଶସତାର ସବୁ ସୀମା ଅତିକ୍ରମ କରିଛନ୍ତି ୫ ଯୁବକ । ଦୁର୍ଘଟଣା କରିବା ପରେ ଯୁବତୀଙ୍କୁ କାରରେ ୪ କି.ମି ଘୋଷାଡ଼ି ଘୋଷାଡ଼ି ନେଲେ ନୃଶଂସ ୫ ଯୁବକ । ଏତେବାଟ ଘୋଷାଡି ନେବା କାରଣରୁ ଘଟଣାସ୍ଥଳରେ ଯୁବତୀଙ୍କର ମୃତ୍ୟୁ ହୋଇଛି ।…

ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିବ ବାର୍ ଓ…

ନୂଆଦିଲ୍ଲୀ:  ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିପାରିବ ବାର୍ ଓ ରେଷ୍ଟୁରାଣ୍ଟ। ଏୟାରପୋର୍ଟ, ରେଳ ଷ୍ଟେସନ ଓ ଅନ୍ତଃରାଜ୍ୟ ବସ ଟର୍ମିନାଲରେ ବି ବାର ଓ ରେଷ୍ଟୁରାଣ୍ଟ ୨୪ ଘଣ୍ଟା ଖୋଲା ରହିବ । ଦିଲ୍ଲୀବାସୀଙ୍କୁ ଦିଲ୍ଲୀ ସରକାର ଏମିତି ଏକ ନୂଆବର୍ଷ ଭେଟି ଦେବାକୁ ଯାଉଛନ୍ତି । ଆସନ୍ତା ଜାନୁଆରୀ ମାସରୁ…

ଯେଉଁ ଭଲପାଇବା ମା’ଙ୍କ ଠାରୁ ମିଳିଛି,…

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରବେଶ କରିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା । ରାହୁଲ ଗାନ୍ଧୀ ଦିଲ୍ଲୀରେ ପହଞ୍ଚିବା ପରେ ନିଜ ମା’ ସୋନିଆ ଗାନ୍ଧୀଙ୍କ ସହ ଫଟୋ ଟ୍ଵିଟ୍‌ କରି ଇମୋସନାଲ ପୋଷ୍ଟ ଲେଖିଛନ୍ତି। ରାହୁଲଙ୍କ ନେତୃତ୍ୱରେ ତାମିଲନାଡ଼ୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା…

ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ମର୍ଡର ମାମଲାରେ…

ନୂଆଦିଲ୍ଲୀ: ଦିଲ୍ଲୀ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ପୁଲିସକୁ ବଡ ସଫଳତା । ମେହେରୁଲି ଜଙ୍ଗଲରୁ ମିଳିଥିବା ହାଡ଼ ଶ୍ରଦ୍ଧାଙ୍କର ବୋଲି ଡିଏନଏ ଟେଷ୍ଟରୁ ଏହା ସ୍ପଷ୍ଟ ହୋଇଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଜବତ ହାଡ଼ ଶ୍ରଦ୍ଧାଙ୍କର ବୋଲି ପୋଲିସ କହିଛି । ଜଙ୍ଗଲରୁ ମିଳିଥିବା ହାଡ଼ ଓ ଶ୍ରଦ୍ଧା…

ସଂସଦର ଶୀତ ଅଧିବେଶନ ପୂର୍ବରୁ ଆଜି…

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ବୈଠକରେ ସଂସଦ କାର୍ଯ୍ୟ ସୁରୁଖୁରରେ ଚଲାଇବା ସବୁ ଦଳର ସହ ଯୋଗ ଲୋଡିବେ ସରକାର । ଏଥିସହ ଶୀତ ଅଧିବେଶନରେ ଆଗତ ହେବାକୁ ଥିବା ବିଧେୟକ ସଂପର୍କିତ…

ଶ୍ରଦ୍ଧା ଷ୍ଟାଇଲରେ ଦିଲ୍ଲୀରେ ପୁଣି ଏକ…

ନୂଆଦିଲ୍ଲୀ: ପୁଣି ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ୱାଲକର ହତ୍ୟା ଘଟଣାର ପୁନରାବୃତ୍ତି। ଏଠାରେ ଜଣେ ମହିଳା ତାଙ୍କ ପୁଅ ସହ ମିଶି ସ୍ୱାମୀଙ୍କୁ ଜଘନ୍ୟ ଭାବେ ହତ୍ୟା କରିଛନ୍ତି । ସ୍ୱାମୀଙ୍କୁ ନିଶା ବଟିକା ଦେଇ ଅଚେତ କରିବା ପରେ ପୁଅ ସହ ମିଶି ୨୨ ଖଣ୍ଡ କରି କାଟି ଦେଇଛନ୍ତି। ମା’, ପୁଅ ମିଶି ମୃତକଙ୍କ…