ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

NEET

ଜାନୁଆରୀ ୮ ତାରିଖରୁ ଯୁକ୍ତଦୁଇ…

ଭୁବନେଶ୍ବର: ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଜାନୁଆରୀ ୮ ତାରିଖରୁ ୩୧ ତାରିଖ ଯାଏଁ ଯୁକ୍ତଦୁଇ ଛାତ୍ରଛାତ୍ରୀଙ୍କୁ ଦିଆଯିବ NEET ଓ JEE କୋଚିଂ । ଆଶାୟୀ ଛାତ୍ରଛାତ୍ରୀ ଅନଲାଇନରେ ପାଇ ପାରିବେ ରେଗୁଲାର କୋଚିଂ । ସକାଳ ୮ଟା ୩୦ରୁ ୧୦ଟା ଯାଏଁ ଦିଆଯିବ NEET କୋଚିଂ । ସେହିପରି…

ଆସନ୍ତାକାଲିଠୁ +2 କଲେଜରେ ଆରମ୍ଭ ହେବ…

ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ କଲେଜରେ NEET ଓ JEE କୋଚିଂ।  ଭର୍ଚୁଆଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାଇବେ କୋଚିଂ। ସବୁ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ କୋଚିଂ । ଏଥିଲାଗି କଲେଜରେ ସ୍ମାର୍ଟ ଟିଭି ଓ interactive panel install କରିବାକୁ ନିର୍ଦ୍ଦେଶ…

ନିଟ୍‌ ପାଇଁ ସର୍ବନିମ୍ନ ମାର୍କ…

ଭୁବନେଶ୍ୱର: ଦ୍ବାଦଶ ଶ୍ରେଣୀ ପରେ ମେଡିକାଲ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଲାଗି ନ୍ୟାସନାଲ ମେଡିକାଲ କମିଶନ (ଏନଏମ୍‌ସି) ନୂଆ ନିୟମ କାର୍ଯ୍ୟକାରୀ କରିଛନ୍ତି। ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ମାର୍କ ରଖିବା ବାଧ୍ୟତାମୂଳକ ହେବ ନାହିଁ। ସେମାନେ ଦ୍ବାଦଶ ଶ୍ରେଣୀର ପାସ୍‌ ହାର (ପାସିଂ…

ନିଟ୍‍ ୟୁଜି ପ୍ରବେଶିକା ଲାଗି ସର୍ବାଧିକ…

ଭୁବନେଶ୍ୱର : ଏଣିକି ମେଡିକାଲ୍‍ ଶିକ୍ଷା ପାଇଁ ବୟସ ବାଧକ ହେବନି। ନିଟ୍‍(ୟୁଜି) ପ୍ରବେଶିକା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ସର୍ବାଧିକ ବୟସ ସୀମାକୁ ଜାତୀୟ ମେଡିକାଲ୍‍ କମିଶନ(ଏନଏମସି) ପକ୍ଷରୁ ଉଚ୍ଛେଦ କରାଯାଇଛି। ଏନଏମସି ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମେଡିକାଲ୍‍…

ଅଗଷ୍ଟ ୧ରେ ନିଟ୍‌ ପ୍ରବେଶିକା ପରୀକ୍ଷା,…

ଭୁବନେଶ୍ବର : ନାସ୍‌ନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ବାରା ପରିଚାଳିତ ଡାକ୍ତରୀ ଏମ୍‌ବିବିଏସ୍‌ ଏବଂ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ଆସନ୍ତା ଅଗଷ୍ଟ ୧ରେ ସାରା ଦେଶରେ ନିଟ୍‌ ଅନୁଷ୍ଠିତ ହେବ। ଏନେଇ ଏନ୍‌ଟିଏ ପକ୍ଷରୁ ଶୁକ୍ରବାର ତାରିଖ ଘୋଷଣା ହୋଇଛି।ପ୍ରକାଶିତ ବିଜ୍ଞପ୍ତି…