ମେ’ ୨୦୨୧ ନିଟ୍- ପିଜିରେ…
ନୂଆଦିଲ୍ଲୀ: ମେ ୨୦୨୧ ର ନିଟ୍ - ପିଜିରେ ୧୪୫୬ଟି ସିଟ୍ ଖାଲି ରହିଛି। ଯାହା ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ । ସିଟ୍ ଖାଲିପଡ଼ିବକୁ ନେଇ ୭ଜଣ ଡାକ୍ତର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଯାହାର ଶୁଣାଣି ବୁଧବାର ସୁପ୍ରିମକୋର୍ଟ କରିଛନ୍ତି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଓ ମେଡିକାଲ…