ଆଜି ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ମୁକାବିଲା
ଅହମ୍ମଦାବାଦ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୨-୨ ସମାନ ସ୍ଥିତିରେ ରହିଛି। ଏଠାରେ ଆଜି ସିରିଜ୍ର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ଅନୁଷ୍ଠିତ ହେବ। ଏହି ମ୍ୟାଚ୍ରେ ଯେଉଁ ଦଳ ଜିତିବ ସେହି ଦଳ ସିରିଜ୍ କବ୍ଜା କରିବ। ଏହା ଛଡ଼ା ଚଳିତବର୍ଷ…