ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

NCB

ନୌସେନା ଓ ଏନ୍‌ସିବି ଟିମ୍‌କୁ ବଡ଼…

କୋଚି(ଏଜେନ୍ସି): ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏବଂ ଭାରତୀୟ ନୌସେନାକୁ ବଡ଼ ସଫଳତା ମିଳିଛି। ଉଭୟେ ‘ସମୁଦ୍ରଗୁପ୍ତ’ ଅଭିଯାନ ଚଳାଇ ଶନିବାର କୋଚି ଉପକୂଳରୁ ପ୍ରାୟ ୨୫୦୦ କେଜିର ଡ୍ରଗ୍ସ ଜବତ କରିଛନ୍ତି। ଅନ୍ତର୍ଜାତୀୟ ବଜାରରେ ଏହି ମେଥାଫେଟାମାଇନର ମୂଲ୍ୟ ପ୍ରାୟ ୧୫ ହଜାର କୋଟି ଟଙ୍କା…

କେରଳର କୋଚି ଉପକୂଳରୁ ୧୨୦୦ କୋଟି ଟଙ୍କାର…

କୋଚି: କେରଳର କୋଚି ସମୁଦ୍ର କୂଳରୁ ପ୍ରାୟ ୨୦୦ କିଲୋଗ୍ରାମ ହେରୋଇନ ଜବତ ହୋଇଛି । ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ୬ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି । ଜବତ ହୋଇଥିବା ହେରୋଇନର ଆନୁମାନିକ ଦାମ ୧୨,୦୦ କୋଟି ଟଙ୍କା ହେବା ନେଇ ଆକଳନ କରାଯାଇଛି। ଏକ ଇରାନୀୟ ବୋଟରେ ଏହି ହେରୋଇନ୍ ଚାଳାଣ ହେଉଥିବା…

ଏନ୍‌ସିବିର ଚାଞ୍ଚଲ୍ୟକର ଖୁଲାସା :…

ମୁମ୍ବାଇ : ପୁଣି ଥରେ ଅଡୁଆରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବଡ଼ ଖୁଲାସା କରିଛି। ଏନସିବି ଦାବି କରିଛି ଯେ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟ…

ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ରୋଚକ ମୋଡ଼ :…

ମୁମ୍ବଇ : ବଲିଉଡ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ବିରୋଧରେ ଚାଲିଥିବା ଡ୍ରଗ୍ସ ମାମଲା ରବିବାର ଏକ ନୂଆ ମୋଡ଼ ନେଇଛି। ଏହି ମାମଲାରେ ସାକ୍ଷୀ ରହିଥÒବା ପ୍ରଭାକର ସେଲ୍‌ ସମସ୍ତଙ୍କୁ ଚକିତ କଲା ଭଲି ଖୁଲାସା କରିଛନ୍ତି। ପ୍ରଭାକର ଏନସିବି ଜୋନାଲ ମୁଖ୍ୟ ସମୀର ୱାଙ୍ଖଡେ ଏବଂ ଅନ୍ୟ ସାକ୍ଷୀ…

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଓ…

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ଫସିଥିବା ଆର୍ୟନ ଖାନଙ୍କ ପରେ ଏବେ ଆଉ ଜଣେ ଷ୍ଟାର କିଡ୍ ଏନସିବି ରାଡାର ଭିତରକୁ ଆସିଛନ୍ତି। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗୁରୁବାର ଦିନ ଚଙ୍କି ପାଣ୍ଡେଙ୍କ ଝିଅ ତଥା ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ପହଂଚି ଯାଂଚ୍ କରିଛି। କୁହାଯାଉଛି ଯେ, ଦୁଇଟି ଗାଡିରେ…

ଏନସିବି ପାଖରେ ଆର୍ଯ୍ଯନ୍‌ ଖାନଙ୍କ…

ମୁମ୍ବାଇ:  କ୍ରୁଜ ଡ୍ରଗ୍ସ ମାମଲାରେ ବଲିଉଡର କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ଯ୍ଯନ୍‌ ଖାନ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆର୍ଯ୍ୟନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ହେପାଜତରେ ଥିବାବେଳେ ସେ ଏନ୍‌ସିବିକୁ ପ୍ରତିଶ୍ରୁତି…

ଜାହଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି:…

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା ଜାହାଜରେ ରେଭ ପାର୍ଟିରୁ ୧୩ ଜଣଙ୍କୁ ଅଟକ ରଖିଛି ଏନସିବ (ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ )। ଏଥିରେ ତିନିଜଣ ମହିଳା ମଧ୍ୟ ଅଛନ୍ତି। ସୂଚନାନୁସାରେ, ଏନସିବି ଚଢାଉରେ ବଲିଉଡର ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ନାଁ ମଧ୍ଯ ସାମ୍ନାକୁ ଆସୁଛି। ତାଙ୍କୁ ଅଟକ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା:…

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଗୁରୁବାର ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)  ମୁମ୍ବାଇର ଖର ଅଞ୍ଚଳରୁ ହୋଟେଲ ବ୍ଯବସାୟୀ କୁନାଲ ଜାନୀଙ୍କୁ ଗିରଫ କରିଛି। ସେ ସୁଶାନ୍ତଙ୍କ ଘନିଷ୍ଠ ବନ୍ଧୁମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଦୀର୍ଘ ସମୟ ଧରି ଫେରାରଥିଲେ।Drugs cases…