ବିଲରେ ନୱାଜୁଦ୍ଦିନ
ନିଖୁଣ ଅଭିନୟ ଲାଗି ବଲିଉଡ୍ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି ଇଣ୍ଡଷ୍ଟ୍ରିରେ ବେଶ୍ ଲୋକପ୍ରିୟ। ତେବେ ସେ ଲକଡାଉନ୍ରେ କ୍ୟାମେରାଠାରୁ ମୁହଁ ଫେରାଇ ଗାଁମୁହାଁ ହୋଇଥିଲେ। ଉତ୍ତରପ୍ରଦେଶର ମୁଜାଫରନଗରର କସୱେ ବୁଢ଼ାନା ଗାଁରେ ତାଙ୍କ ଘର। ଗାଁରେ ତାଙ୍କର ଅଧକାଂଶ ସମୟ କୃଷିକାର୍ଯ୍ୟରେ ଅତିବାହିତ ହୋଇଥିଲା।…