ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

naveen pattnaik

ପ୍ରକାଶ ପାଇଲା ଠିକା ନିଯୁକ୍ତି ଉଚ୍ଛେଦ…

ଭୁବନେଶ୍ବର : ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ଆଜି ମୁଖ୍ୟମନ୍ତ୍ରୀ ୭୭ ବର୍ଷରେ ପାଦ ଦେଇଛନ୍ତି। ତେବେ ନିଜ ଜନ୍ମ ଦିନ ପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀ ଏକ ଐତିହାସିକ ନିଷ୍ପତ୍ତି ନେଇ ରାଜ୍ୟରୁ ଠିକା ନିୟୁକ୍ତି ପ୍ରଥା ହଟାଯିବା ନେଇ ଘୋଷଣା କରିଥିଲେ। କାଲି ରାଜ୍ୟବାସୀଙ୍କୁ…

ଆସନ୍ତାକାଲିଠୁ ନବୀନ ନିବାସରେ ଚାଲିବ…

ଭୁବନେଶ୍ବର: ଆସନ୍ତାକାଲିଠୁ ୩ଦିନ ଧରି ଚାଲିବ ବିଜେଡି ପର୍ଯ୍ଯବେକ୍ଷକଙ୍କ ବୈଠକ । ଜିଲ୍ଲା ପର୍ଯ୍ଯବେକ୍ଷଙ୍କ ବୈଠକ ଡାକିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩ଦି ଧରି ଏହି ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ । ଜିଲ୍ଲାୱାରୀ ପର୍ଯ୍ଯବେକ୍ଷକଙ୍କ ବୈଠକ ନବେ ନବୀନ ପଟ୍ଟନାୟକ। ପୌର, ପଞ୍ଚାୟତ…

ବଲାଙ୍ଗିରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ବଲାଙ୍ଗିର : ବିକାଶର ନକ୍ସାରେ ଯୋଡି ହୋଇଛି ବଲାଙ୍ଗିର ଜିଲ୍ଲା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ କରିବା ସହ ବଲାଙ୍ଗିର ଜିଲ୍ଲା ପାଇଁ  ୮୨୮ କୋଟି ଟଙ୍କାର ୧୨୮ଟି  ପ୍ରକଳ୍ପ ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବୁଧବାର…

ମୁଖ୍ଯମନ୍ତ୍ରୀଙ୍କ ନର୍ଦ୍ଦେଶ: ୧୫ ଦିନ…

ଭୁବନେଶ୍ବର: ମୁଖ୍ଯମନ୍ତ୍ରୀଙ୍କ ବଡ଼ ଘୋଷଣା । କରୋନା ମହାମାରୀ ଯୋଗୁ ବିଧବା ଓ ଅନାଥ ହୋଇଥିବା ହିତାଧିକାରୀଙ୍କୁ ମିଳିବ ମଧୁବାବୁ ପେନସନ୍। ବିଧବା ଓ ଅନାଥ ହିତାଧିକାରୀଙ୍କୁ  ଚିହ୍ନଟ କରି ୧୫ ଦିନ ମଧ୍ଯରେ ମଧୁବାବୁ ପେନ୍‌ସନ ଯୋଜନାରେ ସହାୟତା ଦେବାକୁ ନିର୍ଦେଶ  ଦେଇଛନ୍ତି ମୁଖ୍ଯମନ୍ତ୍ରୀ। ଏଥିସହିତ…

ମହିଳାମାନେ ପାଣି ପାଇଁ ମାଇଲ୍‌ ମାଇଲ୍‌…

ନୂଆପଡ଼ା: ନୂଆପଡ଼ା ଥିଲା ଚିର ମରୁଡି ଅଞ୍ଚଳ। ଆଜି ଏଠାରେ ନୂଆ ସବୁଜିମା ସୃଷ୍ଟି ହେଉଛି। ଆଜି ନୂଆପଡା ବିକାଶର ନୂଆ ଇତିହାସ ଲେଖୁଛି। ଓଡ଼ିଶା ପାଇଁ ନୂଆପଡ଼ା ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏଠାକାର ମହିଳାମାନେ ପାଣି ପାଇଁ ମାଇଲ୍‌ ମାଇଲ୍‌ ବାଟ ଚାଲୁଥିଲେ । ଏହା ମୋତେ ଦୁଃଖିତ କରେ,…

ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର…

ଭୁବନେଶ୍ବର : ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ବନ ବିଦ୍ୟାଳୟ ପରିସରରେ ଏହି ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଏହାର ମର୍ଯ୍ୟାଦାକୁ ବହୁଗୁଣିତ କରିବ । ଏହି ନୂତନ…