ଆଜି ରାଷ୍ଟ୍ରୀୟ ମତଦାତା ଦିବସ
ପ୍ରତ୍ୟେକ ବର୍ଷ ଜାନୁଆରୀ ୨୫ ତାରିଖକୁ ରାଷ୍ଟ୍ରୀୟ ମତଦାତା ଦିବସ ରୂପେ ପାଳନ କରାଯାଏ। ନିର୍ବାଚନରେ ଯେପରି କୌଣସି ଭୋଟର ମତଦାନରୁ ବାଦ୍ ଯିବେ ନାହିଁ, ସେ ଦିଗରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଜାତୀୟ ମତଦାତା ଦିବସ ପାଳନ କରାଯାଏ । ଏହାବାଦ୍ ସୁଦୃଢ ଗଣତନ୍ତ୍ର ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ…