ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

NASA

ଭାରତକୁ ଚନ୍ଦ୍ରଯାନ-୩ର ଜ୍ଞାନକୌଶଳ…

ରାମେଶ୍ବରମ: ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩କୁ ସହଜରେ ଅବତରଣ କରି ଭାରତ ଇତିହାସ ସୃଷ୍ଟି କରିଛି। ଭାରତର ଏହି ସଫଳତାକୁ ବିଶ୍ବର ଅନେକ ମହାକାଶ ଏଜେନ୍ସି ସହିତ ଆମେରିକାର ନାସା ମଧ୍ୟ ଭୂୟସୀ ପ୍ରଶଂସା କରିଛି। ଏହି ଏଜେନ୍ସି ଭାରତୀୟ ଜ୍ଞାନକୌଶଳର ପ୍ରଶଂସାରେ ସତମୁଖ ହୋଇପଡ଼ିଛି। ଦିନେ ଯେଉଁ ଦେଶ…

୭ ବର୍ଷ ପରେ ଗ୍ରହାଣୁପୁଞ୍ଜର ନମୁନା ଧରି…

ୱାଶିଂଟନ: ଆମେରିକା ମହାକାଶ ଏଜେନ୍ସି ନାସାର ଏକ କ୍ୟାପ୍‌ସୁଲ ୭ ବର୍ଷ ପରେ ପୃଥିବୀକୁ ଫେରିଛି। ଏହି ଯାନ ଗ୍ରହାଣୁପୁଞ୍ଜ ବେଣୁରୁ ନମୁନା ସଂଗ୍ରହ କରି ଆଣିଛି। ଏହି ନମୁନା ଦ୍ବାରା ପୃଥିବୀର ରହସ୍ୟ ଉନ୍ମୋଚନ ହୋଇପାରେ। ୪.୫ ଅରବ ବର୍ଷ ତଳେ ସୂର୍ଯ୍ୟ ଏବଂ ଗ୍ରହଗୁଡିକର ସୃଷ୍ଟି, ଜୀବନ କେମିତି ଆରମ୍ଭ…

‘ଏଲିୟନ’ଙ୍କ ଉପସ୍ଥିତିକୁ ନେଇ ନାସା ଜାରି…

ନୂଆଦିଲ୍ଲୀ: ଏଲିୟନ ମାନଙ୍କୁ ନେଇ ଆସିଲା ବଡ଼ ଖବର।  ଅଜଣା ଉଡ଼ନ୍ତା ବସ୍ତୁ (UFOs)କୁ ନେଇ ନାସା ପକ୍ଷରୁ ଗୁରୁବାର ବଡ଼ ସୂଚନା ପ୍ରଦାନ କରାଯାଇଛି।  ୩୩ ପୃଷ୍ଠାର ବିସ୍ତୃତ ରିପୋର୍ଟ ପ୍ରକାଶ କରିଛି ନାସା । ବିଶ୍ୱ ବ୍ରହ୍ମାଣ୍ଡରେ ‘ଏଲିୟନ’ ଥିବା ନାସା ବୈଜ୍ଞାନିକଙ୍କ ସୂଚନା । ପୃଥିବୀ ବ୍ୟତୀତ ଅନ୍ୟ…

ନାସା’ର ଚେତାବନୀ, ଆସନ୍ତା ବର୍ଷ ଆହୁରି…

ୱାଶିଂଟନ:  ଚଳିତ ବର୍ଷ ବିଶ୍ବ ତାପମାତ୍ରା ସବୁ ରେକର୍ଡ ଅତିକ୍ରମ କରିଛି। ଉତ୍ତର ଆମେରିକା ଠାରୁ ଆରମ୍ଭ କରି ୟୁରୋପର ବିଭିନ୍ନ ରାଷ୍ଟ୍ର ଏବଂ ଚୀନରେ ଦେଖାଯାଇଥିବା ଗରମକୁ ନେଇ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଜୁଲାଇ ମାସ ବିଶ୍ବ ଇତିହାସରେ ସବୁଠୁ ଉତ୍ତପ୍ତ ମାସ ରହିଥିଲା ବେଳେ ବନାଗ୍ନି…

ଇସ୍ରୋ ଓ ନାସା ଅନ୍ତର୍ଜାତୀୟ ମହାକାଶ…

ୱାସିଂଟନ: ଭାରତ ଏବଂ ଆମେରିକା ୨୦୨୪ ପାଇଁ ମିଳିତ ମହାକାଶ ଯାତ୍ରୀ ମିଶନର ଘୋଷଣା କରିଛନ୍ତି । ହ୍ୱାଇଟ ହାଉସ ଗୁରୁବାର କହିଛି ଯେ ଭାରତ ଆର୍ଟେମିସ ସନ୍ଧିରେ ସାମିଲ ହେବା ନେଇ ନିଷ୍ପତ୍ତି କରିଛି । ଆମେରିକୀୟ ମହାକାଶ ଏଜେନ୍ସି  (ନାସା )ଏବଂ ଭାରତୀୟ ମାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ୨୦୨୪ରେ…

୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବେ…

ନୂଆଦିଲ୍ଲୀ: ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବେ ମଣିଷ। ଏ ନେଇ  ନାସା ପକ୍ଷରୁ ୨୦୨୪ ମସିହାରେ ଆର୍ଟେମିସ୍- ୨ ଚନ୍ଦ୍ରକୁ ପଠାଯିବ । ଏଥିପାଇଁ ନାସା ଚାରି ଜଣ ମହାକାଶଚାରୀଙ୍କ ନାମ ଘୋଷଣା କରିଛି । ଏଥିରେ ଜଣେ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି । ନାସା ପକ୍ଷରୁ ଚୟନ କରାଯାଇଥିବା ମହାକାଶଚାରୀଙ୍କ…

ମହାକାଶରେ ମୁତୟନ ହେଲା ବିଶ୍ୱର…

ନ୍ୟୁୟର୍କ: ବିଶ୍ୱର ଶକ୍ତିଶାଳୀ ଜେମ୍ସ ୱେବ ସ୍ପେସ ଟେଲିସ୍କୋପ ସମ୍ପୂର୍ଣ ଭାବେ ମହାକାଶରେ ମୁତୟନ ହୋଇସାରିଛି । ଆମେରିକା ମହାକାଶ ଏଜେନ୍ସି ନାସାପକ୍ଷରୁ ଏହି ସୂଚନା ଦିଆଯାଇଛି । ଡିସେମ୍ବର ୨୫ରେ ଫ୍ରାନ୍ସର ଗୁଏନା ସ୍ଥିତ କୋରୋଉ ଲଞ୍ଚ ଷ୍ଟେସନରୁ ଏରିୟନ-୫ ଇସିଏ ରକେଟ ସାହାଯ୍ୟରେ ଏହି ଟେଲିସ୍କୋପକୁ…

ଇତିହାସ ରଚିଲା ନାସା, ମଙ୍ଗଳ ଗ୍ରହରେ…

ନୂଆଦିଲ୍ଲୀ: ଆମେରିକାର ଜାତୀୟ ମହାକାଶ ଗବେଷଣା ସଂସ୍ଥା ନାସା ସୋମବାର ଇତିହାସ ସୃଷ୍ଟି କରିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ ମଙ୍ଗଳ ଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡାଇ ନାସା ମହାକାଶ ଗବେଷଣା କ୍ଷେତ୍ରରେ ଏହି ନୂତନ ରେକର୍ଡ ସ୍ଥାପନ କରିଛି। ନାସା ପକ୍ଷରୁ ମଙ୍ଗଳ ଅଭିଯାନରେ…

୨୧ରେ ପୃଥିବୀର ନିକଟବର୍ତ୍ତୀ ହୋଇପାରେ…

ନୂଆଦିଲ୍ଲୀ: ଚଳିତ ମାସ ୨୧ ତାରିଖରେ ଏକ ବୃହତ ଉଲକାପିଣ୍ଡ ପୃଥିବୀର ଅତି ନିକଟତର ହୋଇପାରେ ବୋଲି ଆମେରିକାର ମହାକାଶ ଗବେଷଣାକାରୀ ସଂସ୍ଥା ନାସା ପକ୍ଷରୁ ସୂଚନା ଦିଆଯାଇଛି। ୨୧ ତାରିଖ ସକାଳ ୪ଟାରେ ଏହା ପୃଥିବୀର ନିକଟତର ହୋଇ ଅତିକ୍ରମ କରିବ। ବର୍ତ୍ତମାନ ସୁଦ୍ଧା ପୃଥିବୀ ନିକଟତର ହୋଇଥÒବା ସମସ୍ତ…