Browsing Tag

NandanKanan

୬୩ତମ ପ୍ରତିଷ୍ଠା ଦିବସ ପାଳୁଛି…

ଭୁବନେଶ୍ବର: ଆଜି ୬୩ତମ ପ୍ରତିଷ୍ଠା ଦିବସ ପାଳୁଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ବ୍ୟାପକ କାର୍ଯ୍ୟକ୍ରମ । ଏହି ଅବସରରେ ଚିଲଡ୍ରେନ ପାର୍କ ଓ ପ୍ରାଣୀ ଚିକିତ୍ସାଳୟର ନୂତନ ଅପରେସନ ଥିଏଟର, ଶିଶୁ ପଶୁପାଳନ କେନ୍ଦ୍ର ଉଦଘାଟନ କରାଯିବ । ଆଜିଠୁ ନୂଆ ପଶୁପକ୍ଷୀଙ୍କୁ…

ବାରଙ୍ଗ ଥାନା ଏଏସଆଇ ଅଶୋକ ପ୍ରଧାନଙ୍କ…

କଟକ: ବାରଙ୍ଗ ଥାନା ଏଏସଆଇ ଅଶୋକ ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ନନ୍ଦନକାନନର ପଦାସାହିରେ ଥିବା ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଖବରପାଇ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ସେ…

ସଂପ୍ରସାରିତ ହେବ ନନ୍ଦନକାନନ, ଗସ୍ତରେ…

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନନ୍ଦନକାନନ ଗସ୍ତ କରି ସେଠାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର…

ଆଖି ବୁଜିଲା ନନ୍ଦନକାନନର ବୟସ୍କା ହାତୀ…

ଭୁବନେଶ୍ୱର: ନନ୍ଦନକାନନରେ ଆଉ ପ୍ରେମାକୁ ଦେଖିବାକୁ ପାଇବେନି ପର୍ଯ୍ୟଟକ । ମୃତ୍ୟୁବରଣ କରିଛି ନନ୍ଦନକାନନର ବୟସ୍କା ହାତୀ ପ୍ରେମା। ବର୍ଷ ବର୍ଷ ଧରି ପର୍ଯ୍ୟଟକଙ୍କୁ ଖୁସି କରି ଆସୁଥିବା ପ୍ରେମା ୬୭ ବର୍ଷ ବୟସରେ ଆଜି ଆଖି ବୁଜିଛି । ଏନେଇ ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି । ନନ୍ଦନକାନନ…

ନନ୍ଦନକାନନରେ ବଦଳୁଛି ବାଘବାଘୁଣୀଙ୍କ…

ନନ୍ଦନକାନନ: ନନ୍ଦନକାନନରେ ବଦଳୁଛି ବାଘବାଘୁଣୀଙ୍କ ପ୍ରେମର ସମୀକରଣ। ବାଘୁଣୀ ରୂପା ପ୍ରେମ ମିଳନର ଆକର୍ଷଣରେ ବଦଳି ଚାଲିଛି ପ୍ରେମିକ। ତା’ ପ୍ରେମରେ ପଡ଼ିବାକୁ ବି ନନ୍ଦନକାନନ ବାଘଙ୍କ ଆଗ୍ରହ ରହିଛି। ଏଇ କିଛି ଦିନ ତଳେ ବାଘ ସେଫ୍‍ ଆଉ ରୂପା ମିଳନ ପାଇଁ ବ୍ୟାକୁଳ ହେଉଥିବା ଦେଖିବାକୁ ମିଳିଥିଲା। ଆଉ ଆଜି…

ବାଘବାଘୁଣୀଙ୍କ ମଧ୍ୟରେ ଗଢ଼ି ଉଠିଛି…

ନନ୍ଦନକାନନ: ନନ୍ଦନକାନନର ପ୍ରାକୃତିକ ଶୋଭାରାଜିରେ ରହୁଥିବା ବାଘବାଘୁଣୀଙ୍କ ମଧ୍ୟରେ ଗଢ଼ି ଉଠିଛି ପ୍ରେମସମ୍ପର୍କ। ଯାହାକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଏମିତି ପ୍ରେମରେ ପଡ଼ି ବାଘ ହେଣ୍ଟାଳି ହଉଛି, ଆଉ ହେଣ୍ଟାଳ ଶୁଣି ବାଉଳି ହଉଛି ବାଘୁଣୀ। ଯାହା ଏବେ ନନ୍ଦନକାନନରେ ଦେଖିବାକୁ ମିଳିଛି। ବାଘ ‘ପ୍ରଦୀପ’…

ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ…

ନନ୍ଦନକାନନ : ନନ୍ଦନକାନନ ଆଜି ପ୍ରାଣୀ ସଂରକ୍ଷଣ ଓ ବଂଶବୃଦ୍ଧିରେ ପୁଣି ଏକ ସଫଳତାର ପାହାଚ ଅତିକ୍ରମ କରିଛି। ଆଜି ପୁଣି ୯ଟି ଆନାକୋଣ୍ଡା ଛୁଆ ଜନ୍ମ ହୋଇଛନ୍ତି। ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଏବଂ ଓୟୁଏଟି ପ୍ରାଣୀ ପ୍ରସୂତି ବିଶେଷଜ୍ଞ ଡା. ବିଜୟ ସାହୁ ଏବଂ ଶୈଲ୍ୟ ବିଶେଷଜ୍ଞ ଡା. ଇନ୍ଦ୍ରମଣି ନାଥଙ୍କ…

ଖୁବ୍‍ଶୀଘ୍ର ନନ୍ଦନକାନନକୁ ଆସିବେ ଦୁଇଟି…

ନନ୍ଦନକାନନ : ଦୁଇଦିନିଆ ଗସ୍ତରେ ଆସିଥିବା କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷର ସଦସ୍ୟ ସଚିବ ଡ. ସଞ୍ଜୟ ଶୁକ୍ଲା ଆଜି ନନ୍ଦନକାନନ ନିରୀକ୍ଷଣ କରି ଫେରିଛନ୍ତି। ଏହି ଦୁଇ ଦିନ ଭିତରେ ଶ୍ରୀ ଶୁକ୍ଲା ନନ୍ଦନକାନନର ସମସ୍ତ ବିଭାଗ ଉପରେ ଟିକିନିଖି ନଜର କରିଛନ୍ତି। ନନ୍ଦନକାନନର ବିକାଶ ଲାଗି…

ନନ୍ଦନକାନନ ରାସ୍ତାରେ କମିବ ଭିଡ଼ :…

ଭୁବନେଶ୍ବର : ନନ୍ଦନକାନନ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଗାଡି ପାର୍କିଂ କରିବାକୁ ଆଉ ଚିନ୍ତାରେ ରହିବେନି। କାରଣ ଆଜି ନନ୍ଦନକାନନ ପରିସରରେ ଉଦଘାଟିତ ହୋଇଛି ରାଜ୍ୟର ପ୍ରଥମ ମଲ୍ଟି ଲେବଲ ପାର୍କିଂ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ୩୫କୋଟିରୁ ଅଧିକ ବଜେଟରେ ନିର୍ମିତ…

ନନ୍ଦନକାନନରେ ପର୍ଯ୍ଯଟକଙ୍କୁ ମାଡ଼ ଘଟଣା:…

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ଯଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି ପୁଲିସ। ଏହି ମାମଲାରେ ୩ ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ପୁଲିସ । ଗିରଫ ୩ ଜଣ ହେଉଛନ୍ତି ସନ୍ତୋଷ ସାହୁ, କାହ୍ନା ମହାପାତ୍ର ଓ ଅମନ ପାଟ୍ଟଶାଣୀ । ଗିରଫ ୩ ଯୁବକ ଦାରୁଠେଙ୍ଗ ଗ୍ରାମର…