ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Nandankanan Zoological Park

ଆଜି ନନ୍ଦନକାନନ ପ୍ରତିଷ୍ଠା ଦିବସ:…

ଭୁବନେଶ୍ୱର/ବାରଙ୍ଗ: ଶୁକ୍ରବାର ନନ୍ଦନକାନନ ପ୍ରତିଷ୍ଠା ଦିବସ ପାଳନ କରାଯିବ। ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରାଣୀ ଉଦ୍ୟାନର ନବକଳେବର ପାଇଁ ରାଜ୍ୟ ସରକାର ଯୋଜନା ହାତକୁ ନେଇଛନ୍ତି। ‘୫-ଟି’ ଉପକ୍ରମରେ ଏହାକୁ ବିଶ୍ୱସ୍ତରୀୟ ପ୍ରାଣୀଉଦ୍ୟାନ କରିବା ପାଇଁ ଯୋଜନା ରହିଛି। ଏଥିପାଇଁ…

ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ…

ଭୁବନେଶ୍ବର: ନୂଆବର୍ଷରେ ନନ୍ଦନକାନନ ଚିଡ଼ିଆଖାନା ପାଇବ ନୂଆ ଅତିଥି। ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ। ଦୁବାଇ ଚିଡ଼ିଆଖାନା ସହ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ। ସେହିପରି ଆଲିପୁର ଜୁ ସହ ଏକ୍ସଚେଞ୍ଜ କାର୍ଯ୍ୟ କ୍ରମ ଅଧୀନରେ…

୧୩ ବର୍ଷ ପରେ ନନ୍ଦନକାନନରେ ଚାଲିବ…

ବାରଙ୍ଗ: ନନ୍ଦନକାନନରେ ରୋପ୍‌‌-ୱେ ଚାଲିବା ନେଇ ପଥ ପରିଷ୍କାର କରିଛନ୍ତି କର୍ତ୍ତୃପକ୍ଷ। ଶୁକ୍ରବାର ଅପରାହ୍ଣ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌‌ଘାଟନ କରିବେ ବୋଲି ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି। ଶନିବାରଠାରୁ ପର୍ଯ୍ୟଟକ ଏଥିରେ ବସିବାର…

ଇଟାନଗରରୁ ନନ୍ଦନକାନନ ଆସିଥିବା ଚିତା…

ବାରଙ୍ଗ:ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଇଟାନଗର ଚିଡିଆଖାନାରୁ ଆସିଥିବା ଏକ ମାଈ ଚିତା ବିରାଡିର ବୁଧବାର ମୃତ୍ୟୁ ଘଟିଛି । ଅରୁଣାଚଳ ପ୍ରଦେଶର ଇଟାନଗରର ଚିଡିଆଖାନାରୁ ହଳେ (ମାଈ ଓ ଅଣ୍ଡିରା) ଚିତା ବିରାଡିକୁ ଅଣାଯାଇଥିଲା । ସେମାନେ ଗତ ମଙ୍ଗଳବାର ଦିନ ଆସି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲାପରେ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର:…

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଆସିବ ହୁଲକ୍ ଗିବନ। ଏ ନେଇ ଆସନ୍ତାକାଲି ଏକ ୬ ଜଣିଆ ଟିମ୍ ଅରୁଣାଚଳ ପ୍ରଦେଶର ଇଟାନଗର ଚିଡ଼ିଆଖାନା ଗସ୍ତ କରିବେ । ସେଠାରୁ ଏକ ଯୋଡା ହୁଲକ ଗିବନ ଏବଂ ଏକ ଯୋଡା ଚିତ୍ରା ବିରାଡ଼ି ଅଣାଯିବ। ପ୍ରତି ବଦଳରେ ଆସନ୍ତାକାଲି…

5T ଉପକ୍ରମରେ ନନ୍ଦନକାନନକୁ ଏକ…

ଭୁବନେଶ୍ୱର: ନନ୍ଦନକାନନର ହେବ ରୂପାନ୍ତର । ୫-ଟି ଉପକ୍ରମରେ ଏହାକୁ ଏକ ବିଶ୍ବସ୍ତରୀୟ ପ୍ରାଣୀ ଉଦ୍ୟାନ ଭାବେ ଏହାର ରୂପାନ୍ତର କରାଯିବ। ଚୂଡଙ୍ଗ ଜଙ୍ଗଲ ଅଞ୍ଚଳକୁ ଏଥିରେ ସାମିଲ କରାଯିବ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ରାଜ୍ୟ ବନ ବିଭାଗ ପକ୍ଷରୁ ନନ୍ଦନକାନନର ରୂପାନ୍ତର ପାଇଁ ଏକ…

ନନ୍ଦନକାନନକୁ ଆସିଲା ନୂଆ ଅତିଥୀ: ଧଳା…

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଉତ୍ସାହ।  ବଢିଲା ବାଘଙ୍କ ସଂଖ୍ୟା । ଧଳା ବାଘୁଣୀ ରୂପା ୩ ଶାବକଙ୍କୁ ଜନ୍ମ ଦେଇଛି । ଜନ୍ମିତ ଛୁଆଙ୍କୁ ମଧ୍ୟରେ ଦୁଇଟି କଳା ଶାବକ ଓ ଗୋଟିଏ ଧଳା ଶାବକ ଅଛନ୍ତି । ମହାବଳ ବାଘ ରାଜେଶ ଓ ବାଘୁଣୀ ରୂପା ମିଳନରୁ ଏହି ଶାବକମାନେ ଜନ୍ମ ନେଇଛନ୍ତି। ଉଭୟ ମା’ ଓ ଶାବକ…

ସଂପ୍ରସାରିତ ହେବ ନନ୍ଦନକାନନ, ଗସ୍ତରେ…

ଭୁବନେଶ୍ବର : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନନ୍ଦନକାନନ ଗସ୍ତ କରି ସେଠାରେ ଯାରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଉନ୍ନତି ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଅଧିକାରୀ ମାନଙ୍କୁ ଶ୍ରୀ ମହାପାତ୍ର…

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ…

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ 'ବିଜୟା'ର ମୃତ୍ୟୁ ହୋଇଯାଇଛି। ରୋଗାକ୍ରାନ୍ତ ଥିବା ବାଘୁଣୀ 'ବିଜୟା'ର ଚିକିତ୍ସା ଚାଲିଥିଲା। ନନ୍ଦନକାନନ ଓ ଓୟୁଏଟିର ସ୍ଵତନ୍ତ୍ର ୪ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ, ହେଲେ ଡାକ୍ତରୀ ଦଳ ତା’ ଜୀବନ ରକ୍ଷା କରିବାରେ ବିଫଳ ହୋଇଛନ୍ତି।…

ସାପ କାମୁଡାରେ ନନ୍ଦନକାନନର ଏକ ସିଂହୀର…

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ସିଂହୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ମୃତ୍ଯୁ ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୧୬କୁ ହ୍ରାସ ପାଇଛି।ସୂଚନା ଅନୁଯାୟୀ, କାଲି ସନ୍ଧ୍ଯାରେ ଉକ୍ତ ସିଂହୀକୁ ସାପ କାମୁଡ଼ିଥିଲା। ହେଲେ ଆଜି…