Browsing Tag

NABARANGPUR

ମର୍ମଦୁନ୍ତ ସଡ଼କ ଦୁର୍ଘଟଣାରେ ୩ ବାଇକ୍…

ଉମରକୋଟ: ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଚାଲିଗଲା ୩ ବାଇକ ଆରୋହୀଙ୍କ ଜୀବନ । ନବରଙ୍ଗପୁର ଠାରୁ ଉମରକୋଟକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବକଡାବେଡା ନିକଟରେ ପିକଅପ ଭ୍ୟାନ ଓ ବାଇକ ମୁହାଁମୁହିଁ ଧକ୍କା ହେବ ଯୋଗୁଁ ଘଟଣାସ୍ଥଳରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ, ୨ ଜଣ ପୁରୁଷ…

ମାଓବାଦୀଙ୍କ ବର୍ବରକାଣ୍ଡ; ଜଙ୍ଗଲ କାଟିବା…

ନବରଙ୍ଗପୁର: ନବରଙ୍ଗପୁରରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ଜିଲ୍ଲାର ରାଇଘର ଥାନା ଅନ୍ତର୍ଗତ ନାକଟିସିମୋଡ଼ା ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ୩୭ ବର୍ଷୀୟ ନାରାୟଣ ନାଗେଶଙ୍କୁ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ଜଙ୍ଗଲ କାଟି ଗ୍ରାମ ବସାଇବା ଅଭିଯୋଗରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି…

5T ସଚିବ ଭି.କେ ପାଣ୍ଡିଆନଙ୍କ ନବରଙ୍ଗପୁର…

ନବରଙ୍ଗପୁର: ଗ୍ରାଉଣ୍ଡ ଜିରୋରେ 5T ସଚିବ ଭି.କେ ପାଣ୍ଡିଆନ । ଦୁଇଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତର ଦ୍ବିତୀୟ ଦିନରେ ମଧ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବେ 5T ସଚିବ । ମାଣ୍ଡାଡୋଙ୍ଗରୀ ମନ୍ଦିର ପରିଦର୍ଶନ ପରେ ଜଟାବାଲରେ ସ୍କୁଲ ପରିଦର୍ଶନ କରିବେ ପାଣ୍ଡିଆନ୍‌ । ପରେ ପୋଡାଗଡା,…

‘ସକାଳ’ ପ୍ରଭାବ: ଖବର…

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକସଦର ମେଣ୍ଟ୍ରି ପଞ୍ଚାୟତରେ ଆଧାର କାର୍ଡ ନଥିବାରୁ ତିନି ଜଣଙ୍କ ପେନସନ ବନ୍ଦ ହୋଇଯାଇଥିବା ନେଇ ଖବର ‘ସକାଳ’ ଖବରକାଗଜରେ ପ୍ରକାଶ ପରେ ହିତାଧିକାରୀଙ୍କ ନିକଟରେ ରବିବାର ପହଞ୍ଚିଛନ୍ତି ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) କ୍ଷୀରୋଦ…

ଉପାନ୍ତରେ ସମସ୍ତେ ପାଇବେ ଉତ୍ତମ…

ଭୁବନେଶ୍ୱର: ଉପାନ୍ତରେ ସମସ୍ତେ ପାଇବେ ଉତ୍ତମ ସ୍ବାସ୍ଥ୍ୟସେବା । ନବରଙ୍ଗପୁର ଜିଲ୍ଲାରେ ତୃତୀୟ ପର୍ଯ୍ଯାୟରେ ଆରମ୍ଭ ହୋଇଛି ବାୟୁ ସ୍ବାସ୍ଥ୍ୟସେବା । ଆଜି ଦ୍ୱିତୀୟ ଦିନରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବେ ୬ଜଣିଆ ସୁପର ସ୍ପେଶାଲିଷ୍ଟ୍ ଡାକ୍ତର ଦଳ । ଜୟପୁର ଏୟାରପୋର୍ଟରେ ବିମାନ…

ବିନାଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ…

ନବରଙ୍ଗପୁର: ବିନା ଛୁଟିରେ ବହୁ ବର୍ଷ ଧରି କାର୍ଯ୍ୟରେ ଅନୁପସ୍ଥିତ ରହିବା ପଡ଼ିଲା ମହଙ୍ଗା । ନବରଙ୍ଗପୁର ଜିଲ୍ଲାରେ ୨୦୧୦ ମସିହାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ ଦୀର୍ଘ ୧୨ ବର୍ଷ ମଧ୍ୟରେ କାର୍ଯ୍ୟରେ ଅନୁପସ୍ଥିତ ରହିଥିବା ୨୪ ଜଣ ଶିକ୍ଷକଙ୍କୁ ଚାକିରିରୁ ବିଦା କରିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ । ବିନା…

ମାଟି ଅତଡା ଖସି ଜଣେ ନାବାଳିକାର ମୃତ୍ଯୁ,…

ଉମରକୋଟ: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ନାକଟିସିମୋଡା ଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ମାଟି ଅତଡା ଖସି ଜଣେ ନାବାଳିକାର ମୃତ୍ଯୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳିକା ଗୁରୁତର ହୋଇଛନ୍ତି। ଘର ଲିପିବା ପାଇଁ ମାଟି ଆଣିବା ପାଇଁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡ଼ିଛି। ସୂଚନା…

ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ…

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପାଲିଆ ପଂଚାୟତରେ ଘଟିଛି ଏକ ଦୁଃଖଦ ଘଟଣା । ସୂଚନା ମୁତାବକ ପାଲିଆ ପଂଚାୟତ ସଦର ମହକୁମାର ଭଦର ଭତରା (୪୦)ନାମକ ଜଣେ ବ୍ୟକ୍ତି ଆଜି ବାସୁଦେବଗୁଡା ଗ୍ରାମରେ ଥିବା ଏକ ଆମ୍ବ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ଭଦରଙ୍କ ସ୍ତ୍ରୀ ଉର୍ବଶୀ ଭତରାଙ୍କ…

ମ୍ୟାଲେରିଆ ନିରାକରଣରେ ସଫଳ କାର୍ଯ୍ୟ…

ନବରଙ୍ଗପୁର: ମ୍ୟାଲେରିଆ ନିରାକରଣରେ ସଫଳ କାର୍ଯ୍ୟ ପାଇଁ ୧୨ କର୍ମଚାରୀଙ୍କୁ ସମ୍ମାନିତ। ନବରଙ୍ଗପୁର ଜିଲ୍ଲାପାଳ କୋମଳ ଲୋଚନ ମିଶ୍ର ସିନେମା ହଲରେ କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି । ଆଜି ନବରଙ୍ଗପୁରରେ ଥିବା ସିନେମା ହଲରେ ଦମନ ଚଳଚ୍ଚିତ୍ରକୁ ସ୍ପେସିଆଲ ସ୍କ୍ରିନିଙ୍ଗରେ ଜିଲ୍ଲା ପ୍ରଶାସନ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର; ୪…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସରାଗୁଡା ନିକଟରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର ଗଛରେ ପିଟିହେବାରୁ ଘଟଣାସ୍ଥଳରେ ୩ ଜଣ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ…