ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Naba Kishore Das

ଚୌଦ୍ୱାର ଜେଲରେ ଗୋପାଳ, ତାକୁ ଦେଖିବା ଓ…

କଟକ: ଚୈଦ୍ୱାର ଜେଲରେ ଗୋପାଳ କାଟିଲା ଦୁଇ ଦିନ । ଆଜି ସକାଳ ୬:୩୦ରେ ଉଠିଥିଲା ଗୋପାଳ । ନିଜର ନିତ୍ୟକର୍ମ ସାରି ସ୍ୱତନ୍ତ୍ର ସେଲରୁ ବାହାରକୁ ବାହାରିଥିଲା ଗୋପାଳ । ଜେଲ ମାନୁଆଲ ହିସାବରେ ଗୋପାଳକୁ ଦିଆଯାଇଥିଲା ଚୁଡା ସନ୍ତୁଳା । ସକାଳ ଜାଳିଖିଆ ଖାଇ ଜେଲ କତୃପକ୍ଷଙ୍କୁ ଦୁଇଟି ଖବର କାଗଜ ମାଗିଥିଲା…

ଝାରସୁଗୁଡାରେ ନବ ଦାସଙ୍କ ପାର୍ଥିବ ଶରୀର:…

ଭୁବନେଶ୍ବର: ଝାରସୁଗୁଡାରେ ପହଞ୍ଚିଲା ନବ ଦାସଙ୍କ ପାର୍ଥିବ ଶରୀର। ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ଝାରସୁଗୁଡ଼ା ବିମାନବନ୍ଦରରେ ନବ ଦାସଙ୍କ ପାର୍ଥିବ ଶରୀର ପହଞ୍ଚିଛି। ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ତାଙ୍କ ପାର୍ଥିବ ଶରୀରକୁ ସରବାହାଲ ବାସଭବନକୁ ନିଆଯାଇଥିଲା । ତାଙ୍କ ପ୍ରିୟ ନେତାଙ୍କୁ ଶେଷ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିବଗଂତ…

ଭୁବନେଶ୍ୱର: ଦିବଗଂତ ମନ୍ତ୍ରୀ ନବ କିଶୋର ଦାସଙ୍କର ଆଜି ହେବ ଶେଷକୃତ୍ୟ । ଭୁବନେଶ୍ୱର ସରକାରୀ ବାସଭବନରେ ଶେଷ ଦର୍ଶନ ସହିତ ବିଜେଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ନେତା । ପରେ ଝାରସୁଗୁଡ଼ା ଅଭିମୁଖେ ଯିବ ମରଶରୀର । ହେଲିକପ୍ଟରରେ ପାର୍ଥୀବ ଶରୀରକୁ ଝାରସୁଗୁଡ଼ା ନିଆଯାଇ ଅନ୍ତିମ…

ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ…

ନୂଆଦିଲ୍ଲୀ : ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶା ମନ୍ତ୍ରୀଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ସେ ମର୍ମାହତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଦୁଃଖଦ ସମୟରେ ଦିବଂଗତ ପରିବାରକୁ ସମବେଦନା ଜଣାଇଛନ୍ତି…

ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା:…

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣା । ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମନ୍ତ୍ରୀ ନବ ଦାସ। ପହଞ୍ଚିବା ପରେ ଗ୍ରୀନ କରିଡରରେ ଜରିଆରେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏପଟେ ଆପୋଲୋରେ…

ଏୟାରଲିଫ୍ଟ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ଭୁବନେଶ୍ବର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇଛି। ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବାରୁ ଅଧିକ ଚିକିତ୍ସା ପାଇଁ  ଝାରସୁଗୁଡା ହସ୍ପିଟାଲରୁ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରକୁ ଅଣାଯାଉଛି। ଭୁବନେଶ୍ବର ବିମାନ ବନ୍ଦରରରୁ…

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି…

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା। ତେବେ ଏହି ଗୁଳିମାଡ ପୁଲିସ କରିଛି। ତେବେ କାହିଁକି ପୁଲିସ ଜଣଙ୍କ ଏମିତି କାଣ୍ଡ ଭିଆଇଲେ ସେ ନେଇ ତଥ୍ୟ ମିଳିପାରି ନାହିଁ। ଏନେଇ ବ୍ରଜରାଜନଗର ଏସଡିପିଓ କହିଛନ୍ତି ଯେ, ଗାନ୍ଧୀଛକ ଫାଣ୍ଡିରେ ପୁଲିସ କର୍ମୀ ଗୋପାଳ ଦାସ…

ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ…

ଭୁବନେଶ୍ବର: ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼। ନବ ଦାସଙ୍କ ଦେହରେ ବାଜିଛି ଗୁଳି।  ସାଧାରଣ ସଭାରେ ଯୋଗଦେବାକୁ ଯାଇଥିବା ବେଳେ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ବ୍ରଜରାଜନଗର ଗାନ୍ଧି ଛକରେ ଏହି ଗୁଳିମାଡ ହୋଇଥିବା ସୂଚନା । ୩ ଜଣ ଦୁର୍ବୃତ୍ତ ଅତର୍କିକ ଗୁଳିମାଡ କରିଥିଲେ। ତାଙ୍କ…