ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

naba das

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା :…

ଝାରସୁଗୁଡା : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା JMFC କୋର୍ଟରେ ଚାର୍ଜସିଟ ଦାଖଲ କରିଛି କ୍ରାଇମ୍ ବ୍ରାଞ୍ଚ। ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ମାମଲାକୁ କ୍ରାଇମ୍ ବ୍ରାଞ୍ଚ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଚାର୍ଜସିଟ ପ୍ରସ୍ତୁତ କରିସାରିଥିଲା। ଆଜି ଘଟଣାର ତଦନ୍ତକାରୀ ଅଫିସର…

ଗାନ୍ଧିନଗରରେ ଫିଟିବ ଗାନ୍ଧିଛକ…

ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଠାରୁ ହତ୍ୟାର କାରଣ ଜାଣିବା ପାଇଁ ତଦନ୍ତକୁ ଜୋରଦାର କରିଛି କ୍ରାଇମ୍‌‌ବ୍ରାଞ୍ଚ। ରିମାଣ୍ଡ ସମୟରେ କ୍ରାଇମ୍‌‌ବ୍ରାଞ୍ଚ ଯେତେ ପଚରାଉଚରା କରିଥିଲେ ମଧ୍ୟ ଅଭିଯୁକ୍ତ ଗୋପାଳ କାରଣ କହିନାହିଁ। ଅଭିଯୁକ୍ତ ଗୋପାଳ ଦାସ ଠାରୁ ସତ ବାହାର କରିବା ପାଇଁ…

ନବ ଦାସଙ୍କ ହତ୍ୟା ପଛରେ ବିଜେପିର ଦୁଇ…

ଭୁବନେଶ୍ୱର: ନବଙ୍କ ହତ୍ୟା ପଛରେ ରହିଛି ବିଜେପି ନେତାଙ୍କ ଷଡ଼ଯନ୍ତ୍ର। ତାଙ୍କୁ ରାସ୍ତାରୁ ନ ହଟାଇବା ପର୍ଯ୍ୟନ୍ତ ବିଜେପି କେବେ ବି ପଶ୍ଚିମ ଓଡ଼ିଶାରେ ଆଗକୁ ଯାଇ ପାରିବ ନାହିଁ, ତେଣୁ ତାଙ୍କୁ ଆରପାରିକୁ ପଠାଇବା ପଛରେ ବିଜେପିର ଦୁଇ ଶୀର୍ଷ ନେତୃତ୍ୱଙ୍କ ହାତ ରହିଛି। ଏନେଇ ଗତକାଲି ବଲାଙ୍ଗୀର ବିଜେଡିର…

ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି…

ଝାରସୁଗୁଡା : ମନ୍ତ୍ରୀ ନବ କିଶୋର ଦାସଙ୍କୁ କେମିତି ଗୁଳି କରିଥିଲା ଅଭିଯୁକ୍ତ ଗୋପାଳ ଦାସ? କେମିତି ଲୋକମାନଙ୍କ ଗହଳି ଭିତରେ ସିଏ ମନ୍ତ୍ରୀଙ୍କ ଛାତିକୁ ଗୁଳିମାରି ପାରିଲା? ଗୁଳି କରିବା ସୟମରେ କଣ ଘଟିଥିଲା? ସେହିତ ସେହି କ୍ରାଇମସ୍ପଟରେ ଆଉ କଣ କଣ ସବୁ ଘଟିଥିଲ? ଏସବୁ ବିଷୟରେ ସବୁ ଘଟଣା ଜାଣିବା ପାଇଁ…

ଚାକିରିରୁ ବିଦା ହେଲେ ଗୋପାଳ : ମନ୍ତ୍ରୀ…

ଝାରସୁଗୁଡା : ମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳି କରିଥିବା ପୁଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସଙ୍କୁ ଚାକରିରିରୁ ବରଖାସ୍ତ କରାଯାଇଛି। ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ମାମଲାରେ ଆଜି ତାଙ୍କୁ କ୍ରାଇମବ୍ରାଞ୍ଚ ଗରିଫ କରିବା ପରେ ଝାରସୁଗୁଡ଼ା ଏସ୍‌ପି ବ୍ରଜରାଜନଗର ଥାନା ଅଧିନରେ ଥିବା ଗାନ୍ଧୀଛକ ଆଉଟପୋଷ୍ଟର…

ଛଳଛଳ ଆଖିରେ ପ୍ରିୟ ନେତାଙ୍କୁ ବିଦାୟ…

ଝାରସୁଗୁଡା : ଝାରସୁଗୁଡା ଖେରୁଆଳରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମୀ ଦିଆଯିବା ସମୟରେ ନବ ଦାସ ଅମର ରହେ ଶବ୍ଦରେ ପ୍ରକମ୍ପିତ ହେଉଥିଲା ଖେରୁଆଳ ଅଞ୍ଚଳ । ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରଶଂସକଙ୍କ ସମେତ ସମସ୍ତ ଦଳର ନେତା ଓ ପ୍ରିୟଜନ…

ମେଡିକାଲରେ ପହଞ୍ଚି ନବ ଦାସଙ୍କ ଶେଷ…

ଭୁବନେଶ୍ବର : ମୃତ୍ୟୁ ସହ ସଂଗ୍ରାମ କରି କରି ଶେଷରେ ଆଖି ବୁଜିଲେ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ। ଆଜି ମଧ୍ୟାହ୍ନରେ ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଜଣେ ପୁଲିସ କର୍ମୀ ତାଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରିଥଲେ। ସେଠାରୁ ଗୁରୁତର ଅବସ୍ଥାରେ…

ସୁଦୃଢ ହେବ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ…

ଭୁବନେଶ୍ବର: ରଜ୍ୟରେ ନୂତନ ଡାକ୍ତର ନିଯୁକ୍ତି ସଂକ୍ରାନ୍ତରେ ସ୍ବାସ୍ଥ୍ଯ ମନ୍ତ୍ରୀ ଗୃହରେ ବିବୃତ୍ତି ରଖିଛନ୍ତି। ରାଜ୍ଯସରକାର ସ୍ବାସ୍ଥ୍ଯ ସେବାକୁ ଗୁରୁତ୍ବ ଦେବା ସହିତ ଏହାକୁ ଲୋକାଭିମୁଖି କରିବା ଦିଗରେ ଉଦ୍ଯମ ଜାରି ରଖିଛନ୍ତି। ଉନ୍ନତ ସ୍ବାସ୍ଥ୍ଯ  ସେବା ଯୋଗାଇ ଦେବା ଲକ୍ଷ୍ଯରେ ଡାକ୍ତରମାନଙ୍କ…

୧୦ ଜିଲ୍ଲାରେ ଖୋଲିବ ୬୦ ନର୍ସିଂ କଲେଜ୍

ଝାରସୁଗୁଡ଼ା: ରାଜ୍ୟର ୧୦ ଗୋଟି ଜିଲ୍ଲାରେ ନର୍ସିଂ କଲେଜ୍ ଖୋଲିବ । ରାଜ୍ୟରେ ସୁଦୃଢ଼ ହେବ ସ୍ୱାସ୍ଥ୍ୟସେବା । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ । ଏଥିସହ ପରବର୍ତ୍ତୀ ସମୟରେ ଏହି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର…

ରାଜ୍ୟରେ ନିୟନ୍ତ୍ରଣରେ ଅଛି କୋଭିଡ…

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣରେ ରହିଛି କରୋନା ସଂକ୍ରମଣ। ତଥାପି ଲୋକମାନେ କରୋନା ଗାଇଡଲାଇନ୍‌କୁ ପାଳନ କରନ୍ତୁ। ଆମ ରାଜ୍ୟରେ ମହାରାଷ୍ଟ୍ର ଭଳି ସ୍ଥିତି ନାହିଁ । ଏହା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ। ଆଜି ସାରା ଦେଶରେ ୨୩ ହଜାର ୨୮୫ କରୋନା ଆକ୍ରାନ୍ତ ଚିହ୍ନଟ…