ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

MURDER

ସମ୍ପର୍କରେ ରକ୍ତର ଛିଟା: ବିଧବା ମାଆକୁ…

ଫୁଲବାଣୀ: ସମ୍ପର୍କରେ ରକ୍ତର ଛିଟା। ବିଧବା ମାଆକୁ ହତ୍ୟା କଲା ପୁଅ। ଏଭଳି ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ବିଡ଼ାଙ୍ଗୀସାହିରେ। ୬୦ ବର୍ଷର କସ୍ତୁରୀ କହଁରକୁ କାଠ ଫାଳିଆରେ ପିଟି ହତ୍ୟାକରିଛି ପୁଅ ଜିତେନ୍ଦ୍ର କହଁର( ୩୧)। ଏନେଇ ଥାନାରେ ୮୪/୨୦୨୨ ରେ ଏକ…

ଗୁଣି ଗାରେଡିକୁ କେନ୍ଦ୍ର କରି…

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରୁକୁଣ୍ଡା ଗାଁରେ ଗୁଣିଗାରେଡିକୁ କେନ୍ଦ୍ର କରି ଜଣକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି।।ସୂଚନା ଅନୁଯାୟୀ, ପଦୀଆ ପଡିଆମି ଗାଁରେ ଗୁଣି ଗାରେଡି କରୁଥିବା ଗ୍ରାମବାସୀ ମାନେ ସନ୍ଦେହ କରିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ…

ମଦ୍ଯପ ବାପାର ନୃଶଂସ କାଣ୍ଡ: ବାପାର…

ଦେବଗଡ଼: ଦେବଗଡ ଜିଲ୍ଲା ଗୁଣ୍ଡୁରିପୋଷି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ ବାପାର କଟୁରି ଚୋଟରେ ପୁଅର ମୃତ ଘଟିଛି। ମୃତକ ହେଲେ ଗୋଲବଦନ ପାତ୍ର । ତାଙ୍କ ବୟସ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି ।ସୂଚନା ଅନୁଯାୟୀ, ଗୁଣ୍ଡୁରିପୋଷି ଗ୍ରାମର ମୁଚି ପାତ୍ର ଓ ତାଙ୍କର ପୁଅ…

ଟଙ୍କା ଆଗରେ ତୁଚ୍ଛ ହେଲା ସମ୍ପର୍କ:…

ଛେଣ୍ଡିପଦା: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ଗାଁ ରେ ଘଟିଛି ଏକ ଅଭାବନୀୟ ଘଟଣା। ଟଙ୍କା ଆଗରେ ତୁଚ୍ଛ ହୋଇଛି ସମ୍ପର୍କ । ମା‘କୁ ପିଟି ପିଟି ହତ୍ୟା କରିଛି ପିଶାଚ ପୁଅ । ଏଭଳି ଅଭାବନୀୟ ଘଟଣା ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ବାଗଡିଆ ଦେହୁରୀସାହିରେ ଦେଖିବାକୁ ମିଳିଛି ।  ମୃତକ ଜଣଙ୍କ ହେଲେ …

ପ୍ରେମ ପାଇଁ କଲେଜ ଛାତ୍ରଙ୍କୁ ବିଭତ୍ସ…

କୁଆମରା : ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତର ଶ୍ରୀନାଥପୁର ଗ୍ରାମର ନବୀନ ଆଚାର୍ଯ୍ୟଙ୍କ ଘରବାଡି ରେ ସ୍ଥାନୀୟ ଏକ ଯୁବକଙ୍କୁ ଶନିବାର ରାତିରେ ବିଭତ୍ସ ହତ୍ଯା କରାଯାଇଛି। ତେବେ ଏହା ପ୍ରେମ ଜନୀତ ହତ୍ୟାକାଣ୍ଡ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଯାଇଛି। ମୃତକ ହେଉଛନ୍ତି ଜୟପୁର ଗ୍ରାମ ର…

ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଅଶୋକ ନଗରରରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁଦେହ ଉଦ୍ଧାର କରାଯାଇଛି। ମୃତବରଣ କରିଥିବା ସିକ୍ୟୁରିଟି ଗାର୍ଡଙ୍କ ନାଁ ହେଉଛି ସନ୍ତୋଷ ରାଉତ। ସନ୍ତୋଷ ରାଉତଙ୍କ ଘର ଯାଜପୁର ଜିଲ୍ଲା ଛଚିନାରେ । ସେ ଭୁବନେଶ୍ବରର ଅଶୋକ ନଗରରେ ଥିବା ବସୁଧା ଟ୍ରେଡ…

ସାମାନ୍ୟ ବଚସାରୁ ଡବଲ ମର୍ଡର

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଯାଇଛି। ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି। ସଂଘବଦ୍ଧ ଆକ୍ରମଣରେ ସିନ୍ଧିପାର ଗାଁର ୨ ଯୁବକ ମୃତ ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର  ହୋଛନ୍ତି। ମୃତକ ହେଲେ ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକ। ଗୁରୁତରଙ୍କୁ ଘଟଣା ସ୍ଥାନରୁ…

ମାଆକୁ କୁରାଢ଼ୀରେ ହାଣିଲା ପୁଅ

ରାସଗୋବିନ୍ଦପୁର: ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚକୁଳିଆ ଗ୍ରାମରେ ଅଭାବନୀୟ ଘଟଣା। ଜନ୍ମ କଲା ମାଆକୁ କୁରାଢ଼ୀରେ ହାଣିଲା ପୁଅ। ଅଭିଯୁକ୍ତ ପୁଅ ହେଲା ଲୋସ ହେମ୍ବ୍ରମ୍। ମୃତକ ମାଆ ହେଲେ ଗୁରୁବାରି ହେମ୍ବ୍ରମ୍। ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ ଘଟଣା…

ମୋବାଇଲ ଗେମ୍ ହେଲା କାଳ: ସାଙ୍ଗକୁ ପଥରରେ…

କୋରାପୁଟ: କାଳ ହେଲା ମୋବାଇଲ ଗେମ୍ । ମୋବାଇଲରେ ଗେମ ଖେଳିବାକୁ ନେଇ ଦୁଇ ସାଙ୍ଗ ମିଶି ଆଉ ଜଣେ ସାଙ୍ଗକୁ ପଥରରେ ଛେଚି ହତ୍ୟା କରିଛନ୍ତି । ଏପରି ଅଭାବନୀୟ ଘଟଣା ଦେଖିବାକୁ କରୋପୁଟ ଜିଲ୍ଲା ମସିପୁଟ ଗ୍ରାମରେ ।ସୂଚନା ଅନୁଯାୟୀ, ଗତକାଲି ୩ଜଣ ସାଙ୍ଗ କୋଲାବ ନଦୀ ନିକଟକୁ ଆସିଥିଲେ।  ମୋବାଇଲା ଫ୍ରି…

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ:…

ଭୁବନେଶ୍ୱର: ରାଜଧାନୀରେ ପିଏମଜି ଅଫିସ ସମ୍ମୁଖରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ୱାମୀ-ସ୍ତ୍ରୀ ଓ ପିଲା ଶୋଇଥିବା ବେଳେ କରାଯାଇଛି ମରଣାନ୍ତକ ଆକ୍ରମଣ । ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି ସ୍ବାମୀଙ୍କ ମୃତଦେହ । ଆହତ ଅବସ୍ଥାରେ ସ୍ତ୍ରୀ ଓ ଛୋଟ ପିଲାକୁ ଉଦ୍ଧାର କରାଯାଇ କ୍ୟାପିଟାଲ…