ପାଇକରାପୁର ପାହାଡ ନିକଟରେ ହତ୍ୟାକାଣ୍ଡ:…
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ପାହାଡ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପଥରରେ ଛେଚି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରଯାଉଛି। ମୃତ ବ୍ୟକ୍ତି ଜଣଙ୍କ ନାଁ ବଂଶୀଧର ବୋଲି ଜଣାପଡ଼ିଛି। ସେ ପାଇକରାୟ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ଯ…