ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Murder case

ସଇତାନ ସ୍ୱାମୀର ନାରକୀୟ କାଣ୍ଡ;…

ନୂଆଦିଲ୍ଲୀ: ସଇତାନ ସ୍ୱାମୀର ନାରକୀୟ କାଣ୍ଡ। ହାତଧରି ବିବାହ କରିଥିବା ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା ପରେ କଲା ୨୨୪ ଖଣ୍ଡ। ଆଉ ଇଂଟରନେଟରେ ସର୍ଚ୍ଚ କଲା ସ୍ତ୍ରୀର ମୃତ୍ୟୁ ପରେ କଣ ଫାଇଦା ମିଳେ, ମୃତ୍ୟୁ ପରେ ଡରାଇଥାଏ କି ପତ୍ନୀ। ହଁ, ଆଜ୍ଞା ବ୍ରିଟେନରୁ ଆସିଛି ଘରୋଇ ହିଂସାର ଏଭଳି ଛାତିଥରା ଖବର।…

କୋଇଡ଼ାରେ ଡବଲ ମର୍ଡର, ଆତ୍ମସମର୍ପଣ କଲା…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ କୋଇଡ଼ା ଅଞ୍ଚଳର ଆମରୁଢ଼ି ଗାଁରେ ଡବଲ୍ ମର୍ଡର ଘଟିଛି। ଗାଁ ନାଳ ନିକଟରୁ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨ ଜଣଙ୍କୁ ମାରି ପୁଲିସ ନିକଟରେ ଦୁର୍ବୃତ୍ତ ଆତ୍ମସମର୍ପଣ କରିଛି। ଶନିବାର ହତ୍ୟାକାଣ୍ଡଟି ଘଟିଥିବା ବେଳେ ମୃତଦେହ…

ବିବାହ ପାଇଁ ଜିଦ୍‌ ଧରିବାରୁ ପ୍ରେମିକାକୁ…

ରାଇଘର: ବିବାହ ପାଇଁ ଜିଦ୍‌ କରିବାରୁ ପତ୍ନୀ ସହ ମିଶି ପ୍ରେମିକାକୁ ୩୧ ଖଣ୍ଡ ହାଣି ପୋତି ଦେଇଥିଲା ପ୍ରେମିକ। ଏଭଳି ଏକ ବୀଭତ୍ସ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ଅନ୍ତର୍ଗତ ଗୋନା ପଞ୍ଚାୟତର ମୁରୁମଡିହ ଗ୍ରାମରେ। ଶନିବାର କିଛି ଗ୍ରାମବାସୀ ସ୍ଥାନୀୟ ମୁରମଡ଼ିହି ଜଙ୍ଗଲ‌ରେ ମାଟି ତଳୁ…

ରାଜଧାନୀ ଦିଲ୍ଲୀରେ ଛାତିଥରା…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଛାତିଥରା ହତ୍ୟାକାଣ୍ଡ । ଥରେ କି ଦୁଇ ଥର ନୁହେଁ, ଅଭିଯୁକ୍ତ ଭୁସିଲା ୬୦ ଥର ଛୁରୀ । କେବଳ ଏତିକି ନୁହେଁ ଛୁରୀ ଭୁସିବା ପରେ ଶବ ନିକଟରେ ଉନ୍ମତ୍ତ ଭାବେ ନାଚିଥିଲା ଅଭିଯୁକ୍ତ । ଲୋମହର୍ଷକ ଘଟଣାର ସବିଶେଷ ଦୃଶ୍ୟ କଏଦ ହୋଇଛି ସିସିଟିଭିରେ । ଉତ୍ତରପୂର୍ବ ଦିଲ୍ଲୀର…

ଗୈାରି ମିଶ୍ର ହତ୍ୟାକାଣ୍ଡ ଘଟଣା: ଜମି…

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌। ପର୍ଦ୍ଦାଫାସ କଲା ପୋଲିସ। ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼। ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି…

ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ…

ଭୁବନେଶ୍ୱର: ପତ୍ନୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗୋ । ୧୯୯୫ ମସିହାରେ ଭୁବନେଶ୍ୱର ବାସଭବନରୁ ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଭୁବନେଶ୍ବର ବିଧାୟକ କ୍ବାର୍ଟର୍ସରେ ପତ୍ନୀ ଶଶୀରେଖା ଗମାଙ୍ଗୋଙ୍କୁ ପୋଡ଼ି ମାରିଥିଲେ ଗୁଣୁପୁରର…

ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ:…

ଗଞ୍ଜାମ: ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ବାପାକୁ ହାଣିଲେ ଦୁଇ ପୁଅ ଏବଂ ମା'। ସ୍ତ୍ରୀ ସାଜିଲା ସ୍ବାମୀର ହତ୍ୟାକାରି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୋଟାଗାଁରେ। ମୃତ ବ୍ୟକ୍ତିଙ୍କ ନାମ ସୂର୍ଯ୍ଯ ପାହାନ ବୋଲି ଜଣାପଡ଼ିଛି ।ସୂଚନା…

ଛାଡିଦେଲା ପିସିଆର୍‌, ଗ୍ୟାସ ସିଲିଣ୍ଡରରେ…

ଭୁବନେଶ୍ବପର: ସ୍ତ୍ରୀକୁ ପୋଡିଦେଲା ମଦ୍ୟପ ସ୍ବାମୀ। ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡର ଖୋଲି ନିଆଁ ଲଗେଇ ଦେଲା ଅଭିଯୁକ୍ତ। ବରମୁଣ୍ଡା ଜଗନ୍ନାଥ ନଗରରେ ଘଟିଛି ଏମିତି ଲୋମଟାଙ୍କୁରା ଘଟଣା। ଅଭିଯୁକ୍ତ ସ୍ବାମୀ ଅଟୋ ଡ୍ରାଇଭର ଜଗନ୍ନାଥ ପ୍ରଧାନ। ପୀଡିତା ସ୍ତ୍ରୀ ପ୍ରଭାତୀ ପ୍ରଧାନ ଗୁରୁତର ଅବସ୍ଥାରେ…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ…

ବାରିପଦା/ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ପଞ୍ଚାୟତର ଛେରାଟାଙ୍ଗର ଗାଁରେ ବୁଧବାର ସକାଳେ ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ହତ୍ୟା ପରେ ହତ୍ଯାକାରୀ ଠାକୁରମୁଣ୍ଡା ଥାନାକୁ ଆସି ନିଜେ ଆତ୍ମ ସମର୍ପଣ କରିଛି। ପୁଲିସ ଏକ ନରହତ୍ୟା…

ରାଜଧାନୀରେ ଡବଲ ମର୍ଡର: ସ୍ତ୍ରୀ ଓ…

ଭୁବନେଶ୍ୱର: ରାଜଧାନୀରେ ଡବଲ ମର୍ଡର। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀ ଓ ଶାଳୀକୁ ହତ୍ୟା କରିଛି ସ୍ୱାମୀ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ…