ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

municipal elections odisha

ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି…

ଭୁବନେଶ୍ୱର: ଭଦ୍ରକ ଜିଲ୍ଲା ଧାମନଗର ଏନ୍‌ଏସିର ୬ଟି ବୁଥ୍‌ରେ ପୁନଃ ନିର୍ବାଚନ ପାଇଁ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ତାରିଖ ଘୋଷଣା କରାଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏହି ଏନ୍‌ଏସିର ବୁଥ୍‌ ନମ୍ବର ୩ (ୱାର୍ଡ ନମ୍ବର ୨), ବୁଥ୍‌ ନମ୍ବର ୮,୯ (ୱାର୍ଡ ନମ୍ବର ୫), ବୁଥ୍ ନମ୍ବର ୧୬ (ୱାର୍ଡ ନମ୍ବର…

ବିଏମ୍‍ସିର ୮ ମେୟର ପ୍ରାର୍ଥୀଙ୍କଠାରୁ…

ଭୁବନେଶ୍ବର : ୮ ମେୟର ପ୍ରାର୍ଥୀଙ୍କଠାରୁ ‘ନୋଟା’ରେ ଅଧିକ ଭୋଟ୍‍ ପଡ଼ିଛି। ବିଏମ୍‍ସି ନିର୍ବାଚନରେ ୧୨ ଜଣ ମେୟର ପ୍ରାର୍ଥୀ ରହିଥିଲେ। ହେଲେ ଏହି ୧୨ ଜଣଙ୍କୁ ନାପସନ୍ଦ କରି ରାଜଧାନୀର ୨୩୫୧ ଜଣ ଭୋଟର ‘ନୋଟା’ରେ ଭୋଟ୍‍ ଦେଇଛନ୍ତି। ବଡ଼କଥା ହେଉଛି ଯେ ଏହି ୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣ ପ୍ରାର୍ଥୀ…

ପୌରରେ ବିଜେଡିର ସର୍ବକାଳୀନ ରେକର୍ଡ଼,…

ଭୁବନେଶ୍ୱର : ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ପରେ ପୌରାଞ୍ଚଳ ନିର୍ବାଚନରେ ବି ବାଜିମାତ କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଲୋକାଭିମୁଖୀ କାର୍ଯ୍ୟକ୍ରମ ଉପରେ ସହରୀ ଭୋଟର ଆସ୍ଥା ସ୍ଥାପନ କରିଛନ୍ତି ଓ ବିଜେଡି ମଥାରେ ବିଜୟ ତିଳକ ଲଗାଇଛନ୍ତି। ୩…

ତିନି ମହାନଗରରେ ବିଜେଡି ମେୟର :…

ଭୁବନେଶ୍ବର : ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ । ପ୍ରଥମ ଥର ପାଇଁ ୩ ମହାନଗର ନିଗମରେ ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୟୀ ହୋଇଛନ୍ତି ବିଜେଡି ମେୟର ପ୍ରାର୍ଥୀ ।ଭୁବନେଶ୍ବର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ, କଟକରେ ବିଜେଡି ମେୟର ପ୍ରାର୍ଥୀ ସୁବାଷ ସିଂହ,…

ପୁଣି ବିଜେଡ଼ି ଦଖଲରେ ବିନିକା ପୌର…

ବିନିକା:  ଦୀର୍ଘ ୧୫ବର୍ଷ ଧରି ବିଜୁ ଜନତା ଦଳ କବଜାରେ ଥିବା ବିନିକା ପୌର ପରିଷଦ ପୁଣି ଥରେ ୫ବର୍ଷ ପାଇଁ ବିଜେଡ଼ି ଦଖଲ କରିବାରେ ସଫଳ ହୋଇଛି ।୧୨ଗୋଟି ୱାର୍ଡ ବିଶିଷ୍ଟ ବିନିକା ଏନଏସିର ୧ନଂ ରେ ବିଜେଡ଼ି ପ୍ରାର୍ଥୀନୀ କଳ୍ପନା ଦୀପ,୩ନଂ ରେ କୁନି ଚିରଗୁଣ,୧୦ନଂ ରେ ଆଶାରାଣୀ ପଣ୍ଡା ପ୍ରମୁଖ ନିର୍ବାଚନ…

କଟକ ମେୟର ବାଜି ଜିତିଲେ ବିଜେଡି…

କଟକ : କଟକ ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ବିପୁଳ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି।  ସୁବାସ ସିଂ ୪୫୨୦୬ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ହରାଇଛନ୍ତି । ସୁବାସ ସିଂ ୧, ୧୩,…

ସୁଲୋଚନାଙ୍କ ମୁଣ୍ଡରେ ବିଜୟ ମୁକୁଟ, ୬୧…

ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମ ମେୟର ପଦ ପୁଣି ଥରେ ବିଜେଡି ଦଖଲକୁ ଆସିଛି । ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ବିପୁଳ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟର ବୃହତ୍ ବ୍ୟବଧାନରେ ନିଜ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସୁନୀତି ମୁଣ୍ଡଙ୍କୁ ହରାଇଛନ୍ତି ।…

ବିଜେଡିର ବିପୁଳ ବିଜୟ ଓଡ଼ିଶାବାସୀଙ୍କ…

ଭୁବନେଶ୍ବର : ସାଧାରଣଜନତାଙ୍କ ସହ ଯୋଡ଼ିହୋଇ ରହିବା ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାର ନିରନ୍ତର ପ୍ରୟାସର ପ୍ରତିଫଳନ ଭାବେ ସଦ୍ୟ ସମାପ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଅଭୂତପୂର୍ବ ସଫଳତା ମିଳିଥିବା ବେଳେ ଆଜି ପୌର ନିର୍ବାଚନ ଫଳାଫଳରେ ମଧ୍ୟ…

ପ୍ରତି ନିର୍ବାଚନରେ ବୃଦ୍ଧି ପାଉଛି…

ଭୁବନେଶ୍ୱର : ସାରା ରାଜ୍ୟର ୧୦୬ଟି ପୌରସଂସ୍ଥା ଏବଂ ୩ ମହାନଗର ନିଗମରେ ଭୋଟ ଗଣତି ଚାଲିଛି। ପ୍ରାୟ ସମସ୍ତ ପୌରସଂସ୍ଥାର ଗଣନା ସରିଥିବା ବେଳେ ଆଉ ମାତ୍ର କିଛି ପୌରସଂସ୍ଥା ଏବଂ ଦୁଇ ମହାନଗର ନିଗମରେ ରେଜଲ୍ଟ ଆସିବାରେ ବାକିଅଛି। ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ପୌର ନିର୍ବାଚନରେ ଐତିହାସିକ ବିଜୟ…

କେନ୍ଦୁଝର ଜିଲ୍ଲାର ୩ ପୌରପାଳିକା ଏବଂ…

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ପୌର ଫଳାଫଳ ଆସିଛି। ଶନିବାର ସକାଳ ୮ଟାରୁ ବିଭିନ୍ନ ସ୍ଥାନରେ ଗଣତି ପ୍ରକ୍ରୀୟା ଆରମ୍ଭ ହୋଇଛି। ମଧ୍ୟାହ୍ନ ବେଳକୁ ସ୍ଥିତି ଷ୍ପଷ୍ଟ ହୋଇସାରିଥିଲା। ଗଣତିରେ ଆନନ୍ଦପୁର,ଯୋଡା,ବଡବିଲ ପୌରାଧ୍ୟକ୍ଷ ପଦବୀ ସମେତ ଚମ୍ପୁଆ ଏନଏସିର ପୌରାଧ୍ୟକ୍ଷ ପଦବୀରେ ବିଜୁ ଜନତାଦଳର…