ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mumbai

ସେଲ୍ଫି ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ…

ମୁମ୍ବାଇ: ସୋମବାର ଦିନ ମୁମ୍ବାଇର ଚେମ୍ବୁରଠାରେ ଏକ କନସର୍ଟ ଚାଲିଥିବାବେଳେ ସେଲ୍ଫି ନେବା ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ସୋନୁଙ୍କ ଟିମ୍‌ ସହ ମଧ୍ୟ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚିଛନ୍ତି…

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ…

ନୂଆଦିଲ୍ଲୀ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ । ଏନ୍‌ଆଇଏକୁ ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି। ଇ-ମେଲ ପଠାଇଥିବା ବ୍ୟକ୍ତି ନିଜକୁ ତାଲିବାନୀ ବୋଲି କହିଛି ଏବଂ ଦାବି କରିଛି ଯେ ତାଲିବାନ ସଙ୍ଗଠନର ପ୍ରମୁଖ ନେତା ସିରାଜୁଦ୍ଦୀନ ହକ୍କାନୀଙ୍କ ଆଦେଶରେ…

ଅମ୍ବାନୀ ପରିବାରର ସାନବୋହୂ ହେବେ ରାଧିକା…

ମୁମ୍ବାଇ: ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଅନନ୍ତ ଅମ୍ବାନୀ । ବିଶିଷ୍ଟ ଉଦ୍ୟୋଗପତି ତଥା ରିଲାଏନ୍ସ ମୁଖ୍ୟ ମୁକେଶ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ସହ ରାଧିକା ମାର୍ଚେଣ୍ଟଙ୍କ ସହ ର୍ନିବନ୍ଧ ହୋଇଛି । ଅନନ୍ତ ଅମ୍ବାନୀ ଖୁବଶୀଘ୍ର ରାଧିକା ମାର୍ଚେଣ୍ଟଙ୍କୁ ବିବାହ କରିବାକୁ…

ସୁଟିଂ ସେଟରେ ଆତ୍ମହତ୍ୟା କଲେ ଲୋକପ୍ରିୟ…

ମୁମ୍ବାଇ: ପୁଣି ଜଣେ ଅଭିନେତ୍ରୀ କଲେ ଆତ୍ମହତ୍ୟା । ଲୋକପ୍ରିୟ ମରାଠି ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଛନ୍ତି । ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି ଲୋକପ୍ରିୟ ମରାଠି ଟିଭି ଅଭିନେତ୍ରୀ ତୁନିଶା ଶର୍ମା । ସୁଟିଂ ସେଟରେ ମେକଅପ ରୁମରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା…

ଜଣାଶୁଣା ଟିଭି ଅଭିନେତ୍ରୀ ତଥା ଇମଲି…

ମୁମ୍ଵାଇ: ଜଣାଶୁଣା ଟିଭି ଅଭିନେତ୍ରୀ ତଥା ଟେଲିଭିଜନର ମୋଷ୍ଟ ଫେମସ ଶୋ ‘ଇମଲି’ର ଫେମ୍‌ ହେତଲ ଯାଦବଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ବିଳମ୍ବିତ ରାତିରେ ସୁଟିଂ ସାରି ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଘରକୁ ଫେରୁଥିବା ବେଳେ ତାଙ୍କ ଗାଡିକୁ ଏକ ଟ୍ରକ ଧକ୍କା ମାରିଥିଲା। କିନ୍ତୁ…

ମୁମ୍ବାଇର ମଲାଡରେ ଥିବା ଏକ ୨୧ ମହଲା…

ମୁମ୍ବାଇ: ମୁମ୍ବାଇର ମଲାଡରେ ଥିବା ଏକ ୨୧ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ଭୀଷଣ ନିଆଁରେ ହୁତହୁତ ହୋଇ ଜଳୁଛି ବିଲିଡିଂର ତୃତୀୟ ମହଲା । ମୁମ୍ବାଇ ମଲାଡରେ ଥିବା ଜନକଲ୍ୟାଣ ନଗରର ଏକ ବହୁତଳ କୋଠାରେ ଲାଗିଛି ଭୟଙ୍କର ନିଆଁ । ଖବର ପାଇଁ ଅଗ୍ନିଶମ ବାହିନୀର ୪ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ହୋଇ…

ରେଲୱେ ଷ୍ଟେସନରେ ଫୁଟ୍‌ ଓଭର ବ୍ରିଜ୍‌…

ମୁମ୍ବାଇ: ମହାରାଷ୍ଟ୍ରରେ ରବିବାର ଅପରାହ୍ନରେ ଏକ ରେଲୱେ ଷ୍ଟେସନରେ ଫୁଟ ଓଭର ବ୍ରିଜ୍‌ ସ୍ଲାବ୍‌ ଖସିପଡ଼ିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି।ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର…

୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୪ ବର୍ଷ,…

ମୁମ୍ବାଇ: ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୂରିଲା ୧୪ ବର୍ଷ । ତଥାପି ସେଦିନର ଆତଙ୍କବାଦୀଙ୍କ ବର୍ବରକାଣ୍ଡ ଆଜି ବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି । ମୁମ୍ବାଇ ତାଜ୍‌ ହୋଟେଲ୍‌ରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଚାରିଆଡେ ଆତଙ୍କର ଭୟ ଆଉ ଭୂଇଁରେ ମରି ପଡିଥିଲା ଶହ ଶହ ଲୋକଙ୍କ ମୃତଦେହ…

ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବନ୍ଦେ ଭାରତ…

ମୁମ୍ବାଇ: ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାଗ୍ରସ୍ତ । ଗାଈକୁ ଧକ୍କା ଦେବା ଯୋଗୁ ଟ୍ରେନର ସମ୍ମୁଖଭାଗ ଭାଙ୍ଗିଯାଇଛି। ଦୁର୍ଘଟଣାରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି। ଗୁଜରାଟ ବଲସାଡର ଅତୁଲ ଷ୍ଟେସନ ନିକଟରେ ଘଟିଛି ଏହି ଦୁର୍ଘଟଣା । ମାସକ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ…

ଲୋକପ୍ରିୟ ଟେଲି ଅଭିନେତ୍ରୀ ବୈଶାଳୀ…

ମୁୁମ୍ବାଇ: ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ । ଲୋକପ୍ରିୟ ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଛନ୍ତି । ଇନ୍ଦୋର ସ୍ଥିତ ତାଙ୍କ ବାସଭବନରୁ ବୈଶାଳୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ ନୋଟ୍ ମିଳିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ଖବର ମିଳିବା…