ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Monsoon

ଚଳିତ ବର୍ଷ ମୌସୁମୀରେ ସ୍ବାଭାବିକ ଠାରୁ…

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମୀ ନେଇ ଆଇଏମଡ଼ି ଆକଳନ। ୨୦୨୪ ପାଇଁ ଦୀର୍ଘମିଆଦି ଆକଳନ ଜାରି। ଦେଶରେ ସ୍ବାଭାବିକ ବର୍ଷା, ଓଡ଼ିଶାରେ ନିଅଁଣ୍ଟିଆ ବର୍ଷା ନେଇ ଆକଳନ କରିଛି ଆଇଏମଡ଼ି।ଚଳତି ବର୍ଷ ଦେଶରେ ସ୍ବାଭାବିକ ଠାରୁ ଅଧିକ ବର୍ଷା ସମ୍ଭାବନା ରହିଛି।  ୨୦୨୪ ମନସୁନ୍ ସିଜିନରେ ୧୦୬ ପ୍ରତିଶତ…

ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ…

ଭୁବନେଶ୍ବର: ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ଫେରିଯିବ ମୌସୁମୀ । ୮ ଦିନ ବିଳମ୍ବରେ ଆସିଲା, ୫ ଦିନ ପୂର୍ବରୁ ଫେରିଯିବ ମୌସୁମୀ । ମୌସୁମୀ ପ୍ରତ୍ୟାବର୍ତ୍ତନ ନେଇ ପାଗ ଅନୁକୂଳ ରହିଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରୁ ମୌସୁମୀ ଫେରିଯିବା ନେଇ ଆକଳନ କରାଯାଇଛି । ଉତ୍ତର ପଶ୍ଚିମ ଦିଗରୁ ବହୁଛି ଶୁଷ୍କ…

ମୌସୁମୀ ଯୋଗୁଁ ସାରାଦେଶରେ ଲଗାଣ ବର୍ଷା…

ନୂଆଦିଲ୍ଲୀ: ସାରା ଦେଶରେ ଜାରି ରହିଛି ମୌସୁମୀ ବର୍ଷା । ଦିଲ୍ଲୀ, ମୁମ୍ବାଇ ସମେତ ହରିଆଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଦିଲ୍ଲୀରେ ଶନିବାର ରାତିରୁ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ଓ୍ବାଟର…

ମୌସୁମୀବର୍ଷା ଯୋଗୁଁ ତେଲକୋଇ ଅଞ୍ଚଳର…

ତେଲକୋଇ/କେନ୍ଦୁଝର: ତେଲକୋଇ ଅଞ୍ଚଳରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଏହାର ପ୍ରଭାବରେ କରଦାଙ୍ଗି ପଞ୍ଚାୟତର ଘୁରୁଡିଆ ନାଳ ପୋଲ ଉପରେ ଦୁଇଫୁଟ ଉଚ୍ଚର ବର୍ଷାଜଳ ପ୍ରଭାହିତ ହେଉଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି। ଗୋଟିଏ ପଞ୍ଚାୟତର ଛଅ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି।…

ମୌସୁମୀକୁ ସକ୍ରିୟ କରିବ ଲଘୁଚାପ, ୨ ଦିନ…

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜି ସୁଦ୍ଧା ଏକ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହିତ ଦୁଇ ଦିନ ପ୍ରବଳରୁ ଅତି…

ତାତିରୁ ମିଳିଲା ଆଶ୍ବସ୍ତି, ଭୁବନେଶ୍ୱର…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ସମେତ କଟକ, ପୁରୀ, ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି । ପ୍ରବଳ ବର୍ଷାରେ ବେହାଲ ହୋଇଛି ରାଜଧାନୀ । ଦିନ ୨ଟା୩୦ ସୁଦ୍ଧା ଭୁବନେଶ୍ୱରରେ ୯୦.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । କିଛି ଘଣ୍ଟା ଧରି ବର୍ଷା ଲାଗି ରହିବା ଯୋଗୁ ଜନଜୀବନ ପ୍ରଭାବିତ…

ଆଜି ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ପ୍ରାକ୍‌‌ ମୌସୁମୀ ବର୍ଷା ଜାରିରହିଛି। ମଙ୍ଗଳବାରଠାରୁ ଏହି ବର୍ଷା ଆରମ୍ଭ ହୋଇଥିବା ବେଳେ ବୁଧବାର ବର୍ଷାର ବିସ୍ତୃତି ବୃଦ୍ଧି ପାଇଛି। ବର୍ଷାର ପରିମାଣ, ତାପମାତ୍ରାରେ ହ୍ରାସ ଏବଂ ପବନର ଦିଗ ଆଦି ମୌସୁମୀ ଓଡ଼ିଶା ପ୍ରବେଶ ସମ୍ଭାବନାକୁ ବୃଦ୍ଧି କରିଛନ୍ତି। ତେଣୁ…

ରଜ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଜୁନ୍‌‌ ୧୪ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢ଼଼ିବା ନେଇ ପାଗ ଅନୁକୂଳ ରହିଛି। ଏହା ଦ୍ୱାରା ଆସନ୍ତା ୨୦ ତାରିଖ ସୁଦ୍ଧା ମୌସୁମୀ ଆଣ୍ଡାମାନ ଛୁଇଁବାର ସମ୍ଭାବନା ଥିବା ବେଳେ ୨୨ ସୁଦ୍ଧା…

କାଳବୈଶାଖୀ ଯୋଗୁଁ ଆଜିଠୁ ତିନିଦିନ ବର୍ଷା

ଭୁବନେଶ୍ୱର: ଶୁକ୍ରବାର ପରି ଶନିବାର ରାଜ୍ୟରେ କାଳବୈଶାଖୀ ପ୍ରଭାବରୁ ରାଜ୍ୟବ୍ୟାପୀ ଦିନ ତାପମାତ୍ରା କମ୍‌ ରହିଛି। ଶନିବାର ରାଜ୍ୟର ଏକମାତ୍ର ସହର ଭାବେ ନୂଆପଡ଼ାରେ ତାପମାତ୍ରା ୪୦ ଡିଗ୍ରୀ ରହିଥିଲା। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସହ କୁଆପଥର ବର୍ଷା ହୋଇଥିଲା। ରବିବାର ଏବଂ ସୋମବାର ଦୁଇଟି…

ଓଡ଼ିଶା ଛାଡ଼ିଲା ବଙ୍ଗୋପସାଗର ଅବପାତ:…

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଥିବାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସ୍ୱାଭାବିକଠାରୁ ୨୭୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି। ଗତ ୩୬ ଘଣ୍ଟା…