ୱେଟର୍ ସାଜିଛନ୍ତି ମାଙ୍କଡ଼
କୌଣସି ହୋଟେଲ୍ର ପରିଚୟ ତା’ର ସାଜସଜ୍ଜା ଓ କର୍ମଚାରୀଙ୍କ ବ୍ୟବହାର ଉପରେ ନିର୍ଭର କରିଥାଏ। ଏବେ ଅନେକଗୁଡ଼ିଏ ବଡ଼ ବଡ଼ ହୋଟେଲରେ ମଣିଷଙ୍କ ବଦଳରେ ରୋବଟ୍ ଖାଦ୍ୟ ପରଷିବାର ଦେଖୀବାକୁ ମିଳିଛି। କିନ୍ତୁ ବିଶ୍ବରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି ବ୍ୟକ୍ତି ନୁହେଁ କି ରୋବଟ୍ ନୁହେଁ, ମାଙ୍କଡ଼ମାନେ…