ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mohana

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା…

ମୋହନା: ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଖସିଲା ବସ୍, ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ । ଶୁକ୍ରବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ଥାନା ଏକ୍ରିକୂପା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । RB କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଥିଲା ।…

ଗୁଣି ଗାରେଡି ସନ୍ଦେହରେ ସ୍ୱାମୀ…

ମୋହନା: ଗୁଣି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା । ଗଜପତି ଜିଲ୍ଲା ଅଡବା ଥାନା ଘୋଡ଼ାପଙ୍କା ଗ୍ରାମରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ଘୋଡାପଙ୍କା ଗ୍ରାମର ସ୍ୱାମୀ କପିଳେନ୍ଦ୍ର ମଳିକ ଏବଂ ସ୍ତ୍ରୀ ଶଶୀତା ମଳିକ । ସ୍ୱାମୀକୁ ଘରେ ହତ୍ୟା କରିଥିବା ବେଳେ ସ୍ତ୍ରୀକୁ ଗୋଡେଇ ଗୋଡେଇ ହତ୍ୟା…

ପାହାଡ ବ୍ଲାଷ୍ଟିଂବେଳେ ପଥର ତଳେ ଚାପି…

ମୋହନା: ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ୨ ଶ୍ରମିକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ସ୍ଥିତ ବନ୍ଧlଗୁଡା କ୍ରସର ନିକଟରେ । ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ, ମଧୁରଛୁଆ ଗାଁର ବିଷ୍ଣୁ ପ୍ରସାଦ ନାହକ। ଦୁହେଁ ସମ୍ପର୍କରେ…

ନଦୀ ପଠାରେ ଖେଳୁଥିବାବେଳେ ବାଲି ଅତଡ଼ା…

ମୋହନା: ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ପାଟପାଣୀ ଗାଁରେ ଅଘଟଣ । ନଦୀରେ ଖେଳୁଥିବା ବେଳେ ଧସିଲା ବାଲି । ପୋତି ହୋଇଗଲେ ତିନି ଶିଶୁ । ସ୍ଥାନୀୟ ଲୋକେ ଶିଶୁଙ୍କୁ ଉଦ୍ଧାର କରି ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କଲେ ଭର୍ତ୍ତି । ଶ୍ବାସରୁଦ୍ଧ ଯୋଗୁଁ ଜଣେ ଶିଶୁକୁ ମୃତ ଘୋଷଣା କରିଛନ୍ତି…

ଜେନେରେଟର୍‌ ଧୂଆଁ ହେଲା କାଳ; ଘରେ…

ମୋହନା: ଜେନେରେଟର୍‌ ଧୂଆଁ ହେଲା କାଳ । ଘରେ ଶୋଇଥିବା ବେଳେ ଜେନେରେଟର୍‌ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଧୂଆଁ ଯୋଗୁଁ ଅନ୍ୟ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ଗଜପତି ଜିଲ୍ଲା ମୋହନାର ଆର୍ ଉଦୟଗିରି ଥାନା ଅନ୍ତର୍ଗତ ବେତେରସିଂ ଗାଁରେ ଘଟିଛି ଏହି ଅଘଟଣ । ମୃତକଙ୍କ ମଧ୍ୟରେ ଗଣେଷ…

ନୃଶଂସ ସ୍ବାମୀର ବିଭତ୍ସ କାଣ୍ଡ;…

ମୋହନା: ନୃଶଂସ ସ୍ବାମୀର ବିଭତ୍ସ ହତ୍ୟାକାଣ୍ଡ। ସ୍ତ୍ରୀକୁ ଅମାନବୀୟ ଭାବେ ହତ୍ୟା କଲା ସ୍ବାମୀ । ଅତି ବୀଭତ୍ସ ଭାବେ ପଥରରେ ଛେଚି ପତ୍ନୀକୁ ହତ୍ୟା କରିଛି ସ୍ୱାମୀ । ଏପରି ହୃଦୟବିଦାରକ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଭାଲିଆଗଣି ଗାଁରେ । ପାରିବାରିକ କଳହରୁ ଏହି ହତ୍ୟା କାଣ୍ଡ…