ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

mo cycle

ପ୍ରକୃତ ହିତାଧିକାରୀଙ୍କ ନିକଟରେ ରହିବ…

ଭୁବନେଶ୍ବର: ଖୁବଶୀଘ୍ର 'ମୋ ସାଇକେଲ'ର ହେବ ସଦୁପଯୋଗ। ଏଣିକି ରାସ୍ତାକଡରେ ନୁହେଁ ବରଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ରହିବ ମୋ ସାଇକେଲ। ମୋ ସାଇକେଲର ମାଲିକ ହେବେ ବସ୍ତିର ପାଠପଢା ପିଲା ଓ ଏସଏଚଜିର ମହିଳା। ଏନେଇ ବିଏମସିର କର୍ପୋରେସନ ବୈଠକରେ ଆସିଥିବା ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବାସହ…

ଆଜି ବିଶ୍ୱ ସାଇକଲ ଦିବସ: ରାସ୍ତାକୁ…

ଭୁବନେଶ୍ୱର: ଆଜି ବିଶ୍ବ ସାଇକଲ ଦିବସ । ସାଇକେଲର ବ୍ୟବହାରକୁ ବହୁଳ ଭାବେ ବଢାଇବା ପାଇଁ ଜୁନ ୩ ତାରିଖକୁ ବିଶ୍ୱ ସାଇକଲ ଦିବସ ଭାବରେ ଘୋଷଣା କରିଛି “ମିଳିତ ଜାତିସଂଘ” । କୁନି କୁନି ପିଲା ଓ ଯୁବଗୋଷ୍ଠୀଙ୍କୁ ସାଇକେଲ୍ ଚାଳନା ପାଇଁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।…

ପୁଣି ରାସ୍ତାକୁ ଫେରିଲା ‘ହେକ୍ସି’,…

ଭୁବନେଶ୍ୱର: ଦୀର୍ଘ ଦିନର ବିବାଦ ପରେ ପୁଣି ଥରେ ରାସ୍ତାକୁ ‘ହେକ୍ସି’ କମ୍ପାନୀର ‘ମୋ ସାଇକଲ’ ଟ୍ରାକ୍‍କୁ ଫେରିଛି। ଏବେ ଏହି ସାଇକଲର ପରିଚାଳନା ଭାର ‘ୟାନା’ କମ୍ପାନୀକୁ ଦିଆଯାଇଛି। ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ଓ ହେକ୍ସି ମଧ୍ୟରେ ହୋଇଥିବା ବିବାଦ ପରେ ହେକ୍ସି କମ୍ପାନୀ ସାଇକଲ ପରିଚାଳନା…

ବିଏମ୍‌ସି ଓ ହାକ୍ସି ମଧ୍ୟରେ ଛକାପଞ୍ଝା;…

ଭୁବନେଶ୍ୱର: କବାଡ଼ିଖାନାରୁ ‘ମୋ ସାଇକଲ’ ମିିଳିବା ପରେ ବିଏମ୍‌ସି ଓ ହାକ୍ସି ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ଏଗ୍ରିମେଣ୍ଟ ଅନୁଯାୟୀ ଯଦି ୧ ହଜାର ସାଇକଲରୁ ହେକ୍ସିର କମ୍‍ ସାଇକଲ ରହେ ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସ୍ମାର୍ଟସିଟିର ଏତଲା ଆଧାରରେ ସହିଦନଗର ଥାନା…

ଇଏ କାହା ସାଇକଲ୍‍

‘ମୋ ସାଇକଲ୍‍ ମୋ ସାଇକଲ୍‍’ କହୁଛନ୍ତି। କିନ୍ତୁ କାହା ସାଇକଲ୍‍ ଓ କିଏ ଦାୟିତ୍ୱ ନେବ ତାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। କାରଣ ସାଇକଲ ଯେବେଠାରୁ ଷ୍ଟାଣ୍ଡକୁ ଆସିଛି, ସେବେଠାରୁ ଅବହେଳା ଆରମ୍ଭ ହୋଇଯାଇଛି। ପ୍ରତିଦିନ ରାସ୍ତା ପାର୍ଶ୍ବରେ ମୋ ସାଇକଲ୍‍ ଅବ୍ୟବସ୍ଥିତ ଓ ଅବହେଳିତ…