ଛୁଟି ଦିନରେ ସେବା ଦେଇ ମହାନିୟତା…
ବ୍ରହ୍ମପୁର: ସେବା ହିଁ ପରମ ଧର୍ମ । କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ସେବା ପାଇଁ ହିଁ ପ୍ରତିଜ୍ଞା ନେଇଥାନ୍ତି ଡାକ୍ତର । ଏହା ଆଜି ପ୍ରମାଣିତ କରିଛନ୍ତି ଏମକେସିଜି ମେଡିକାଲ କଲେଜର ଡାଏଲେସିସ୍ ବିଭାଗର ନସିଂ ଇନ୍ଚାର୍ଜ ଗୀତାଞ୍ଜଳି ଗନ୍ତାୟତ । ସମସ୍ତଙ୍କ ପାଇଁ ପର୍ବ ଏବଂ ଛୁଟିଦିନ ଥିବା ବେଳେ…