ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mission Shakti

ଦୁବାଇ ଯିବେ ମୟୂରଭଞ୍ଜ ମହିଳା ସ୍ୱୟଂ…

ବାରିପଦା: ମୟୂରଭଞ୍ଜର ବୁଢ଼ୀ ଅପା ଯିବ ଦୁବାଇ । ମୟୂରଭଞ୍ଜ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହାସଂଘର ସଭାନେତ୍ରୀ ବିଷ୍ଣୁପ୍ରୀୟା ଦାସଙ୍କ ପ୍ରୀୟ ନାମ ବୁଢୀ ଅପା । ବାର୍ଦ୍ଧକ୍ୟ ଛୁଇଁ ନଥିଲେ ହେଁ ନିଜର ଦକ୍ଷତା ଓ ସଙ୍ଗଠନର ନେତୃତ୍ୱ ନେଇ ସଫଳତାର ସିଡି ଛୁଇଁ ଥିବା ବିଷ୍ଣୁପ୍ରୀୟା ତାଙ୍କ…

କର୍କଟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ…

ଭୁବନେଶ୍ୱର: ମହିଳା ସଶକ୍ତିକରଣ ଦିଗରେ ଉଦାହରଣ ସାଜିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌‌ଏଚ୍‌‌ଜି)ଙ୍କୁ ସରକାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଯାଉଛନ୍ତି। ମହିଳା ଏଚ୍‌‌ଏସ୍‌‌ଜି ସଦସ୍ୟାମାନଙ୍କୁ କର୍କଟ ଚିକିତ୍ସା କ୍ଷେତ୍ରରେ ନିୟୋଜିତ କରାଯିବ। ଏଥିପାଇଁ ଏନ୍‌ଏଚ୍‌ଏମ୍‌ ପକ୍ଷରୁ…

ବେତ କାରିଗରୀ ଦେଲା ଉଦ୍ୟୋଗୀର ପରିଚୟ;…

ଭୁବନେଶ୍ୱର (ଐଶ୍ୱର୍ଯ୍ୟା ପରିଜା): ସୃଜନଶୀଳତା ସେମାନଙ୍କ ରକ୍ତରେ। ମନରେ କିଛି କରିବାର ଆକାଂକ୍ଷା ଆଜି ସେମାନଙ୍କୁ ସ୍ୱାବଲମ୍ବୀ କରିଛି। ବେତ କାରିଗରୀକୁ ସରକାରଙ୍କ ପ୍ରୋତ୍ସାହନ ସହ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ପାଇଁ କଟକ ଡମପଡ଼ାର ମହିଳାମାନେ ଆଜି ଉଦ୍ୟୋଗୀର ପରିଚୟ ପାଇଛନ୍ତି। ସ୍ୱାବଲମ୍ବୀ ତ…

ନିଜର ପରିଶ୍ରମ ଓ ସରକାରୀ ପ୍ରୋତ୍ସାହନ…

ଭୁବନେଶ୍ୱର(ଐଶ୍ୱର୍ଯ୍ୟା ପରିଜା): ଉଦ୍‌‌ଯୋଗ ନ ଥିଲେ କିଛି ସମ୍ଭବ ନୁହେଁ। ନିଜର ପରିଶ୍ରମ ଓ ସରକାରୀ ପ୍ରୋତ୍ସାହନ ପାଇଁ କଟକ ତାଳବସ୍ତା ଡମପଡ଼ାର ଓମ୍‌‌ସାଇ ଟେରାକୋଟା ଉତ୍ପାଦକ ଗୋଷ୍ଠୀର ମହିଳାମାନେ ଆଜି ଉଦ୍ୟୋଗୀର ପରିଚୟ ଓ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। କୌଳିକ ବୃତ୍ତି ସେମାନଙ୍କୁ ରୋଜଗାରର…

ମିଶନ ଶକ୍ତି ସଚିବଙ୍କୁ ଭେଟିଲେ ଅଲ…

ଭୁବନେଶ୍ୱର: ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନଙ୍କୁ ଭେଟିଲେ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି କର୍ମୀ ସାମୁଖ୍ୟର ମହିଳା । ମିଶନ ଶକ୍ତି ଦେଶରେ ଉଦାହରଣ ସୃଷ୍ଟି କରିଛି । ମିଶନ ଶକ୍ତିର ମହିଳାମାନେ ସମାଜର ବିକାଶ ଦିଗରେ ପ୍ରମୁଖ ଭୂମିକା ନେଉଛନ୍ତି । ମିଶନ ଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ…

ମିଶନ ଶକ୍ତି ଜରିଆରେ ଜାତୀୟ ଏବଂ…

ବୌଦ୍ଧ(ଦିବ୍ୟରଞ୍ଜନ ପଟ୍ଟନାୟକ): ମହିଳା ସଶକ୍ତିକରଣ ଓ ମହିଳାଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ପାଇଁ ବିଭିନ୍ନ ଯୋଜନା ହୋଇଛି। ବୌଦ୍ଧ ଜିଲ୍ଲାର ଦୁର୍ଗମ ଅଞ୍ଚଳର ମହିଳାମାନେ ଆଉ ପାଦେ ଆଗକୁ ଯାଇ ସେମାନଙ୍କ ଦ୍ୱାରା…

ପ୍ରତିଷ୍ଠା ହେବ ୫୦୦ଟି ମିଶନ ଶକ୍ତି…

ଭୁବନେଶ୍ବର : ମିଶନ ଶକ୍ତି ଓଡ଼ିଶାର ୭୦ ଲକ୍ଷରୁ ଅଧିକ ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଏଥି ନିମନ୍ତେ ମହିଳାମାନଙ୍କୁ ୬ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀରେ ସଂଗଠିତ କରି ରୋଜଗାରଭିତ୍ତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନ ସରକାରୀ ଯୋଜନାରେ ସଂପୃକ୍ତ କରାଇ ସଶକ୍ତ କରାଯାଉଛି । ନିରନ୍ତର ଆର୍ଥିର୍କ…

SHG ମା’ ମାନଙ୍କୁ ଦିଆଯାଉଥିବା ଋଣ ୨ଟି…

ଭୁବନେଶ୍ବର: ୨୦୨୩-୨୪ ପାଇଁ ମିଶନ ଶକ୍ତି ବିଭାଗକୁ ୨୫୫୪ କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ ହୋଇଛି। ଗତବର୍ଷ ତୁଳନାରେ ୨୭ପ୍ରତିଶତ ଅଧିକ ଅର୍ଥ ବ୍ୟୟବରାଦ ଦିଆଯାଇଛି । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ମିଶନ ଶକ୍ତି ମନ୍ତ୍ରୀ ଓ ସଚିବ। SHGଙ୍କୁ ଦିଆଯାଉଥିବା ଋଣ ୨ଟି ଲକ୍ଷ୍ୟ ନେଇ ଖର୍ଚ୍ଚ ହେଉଛି  ଗୋଟିଏ…

ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ…

ଭୁବନେଶ୍ୱର: ଗ୍ରାମ ପଞ୍ଚାୟତ ସ୍ତରରେ କାର୍ଯ୍ଯ କରୁଥିବା ମିଶନ ଶକ୍ତି କର୍ମୀଙ୍କ ଦାବି ପୂରଣ କରିବେ ରାଜ୍ୟ ସରକାର। ୬ଟି କ୍ୟାଡରର ୧୨ ଜଣିଆ ପ୍ରତିନିଧି ଦଳ ମିଶନ ଶକ୍ତି ସଚିବଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସଫଳ ହୋଇଥିବା ସଙ୍ଘ ତରଫରୁ କୁହାଯାଇଛି। ପାଣି ମିତ୍ର, କୃଷି ମିତ୍ର, ବ୍ୟାଙ୍କ…

ଜୟଦୁର୍ଗା ସ୍ୱୟଂ ସହାୟିକା ଗୋଷ୍ଠୀର…

ଡେରାବିଶ(ପ୍ରମୋଦ କୁମାର ପ୍ରଧାନ): ନାଲି, ନେଳି, ହଳଦୀ ରଙ୍ଗର ମାଛ। ଦେଖିଲେ ପୁରିଯାଏ ଆଖି। ସତେ ଯେମିତି ଜଳପରୀ। ବାସ୍ତୁ ଦୋଷ ନିବାରଣ ହେଉ ବା ସୌକ ରଙ୍ଗୀନ ମାଛ ଏବେ ଅନେକଙ୍କ ପସନ୍ଦ। ଘର, ବ୍ୟବସାୟିକ ପ୍ରତିଷ୍ଠାନ ସହ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟରେ କାଚ ବାକ୍ସରେ ଥିବା ରଙ୍ଗୀନ ମାଛ ବା…