ନିଜର ପରିଶ୍ରମ ଓ ସରକାରୀ ପ୍ରୋତ୍ସାହନ…
ଭୁବନେଶ୍ୱର(ଐଶ୍ୱର୍ଯ୍ୟା ପରିଜା): ଉଦ୍ଯୋଗ ନ ଥିଲେ କିଛି ସମ୍ଭବ ନୁହେଁ। ନିଜର ପରିଶ୍ରମ ଓ ସରକାରୀ ପ୍ରୋତ୍ସାହନ ପାଇଁ କଟକ ତାଳବସ୍ତା ଡମପଡ଼ାର ଓମ୍ସାଇ ଟେରାକୋଟା ଉତ୍ପାଦକ ଗୋଷ୍ଠୀର ମହିଳାମାନେ ଆଜି ଉଦ୍ୟୋଗୀର ପରିଚୟ ଓ ପ୍ରତିଷ୍ଠା ଅର୍ଜନ କରିପାରିଛନ୍ତି। କୌଳିକ ବୃତ୍ତି ସେମାନଙ୍କୁ ରୋଜଗାରର…