ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

mission shakti odisha

ରାଜ୍ୟର ୭୦ ଲକ୍ଷ ମାଆ ମାନଙ୍କୁ ମିଶନ…

ଭୁବନେଶ୍ୱର: ମିଶନ ଶକ୍ତି ମାଆଙ୍କ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ରାଜ୍ୟର ୭୦ ଲକ୍ଷ ମାଆ ମାନଙ୍କୁ ମିଶନ ଶକ୍ତି ସ୍ବତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତିର ମାଆ ମାନେ ବହୁତ ଭଲ କାମ କରୁଛନ୍ତି । ମା’ମାନେ ଆଗକୁ ବଢ଼ିବା ସହିତ ଏକ ସାମାଜିକ ପୁଞ୍ଜି ହୋଇପାରିଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ…

କୌଣସି ପଞ୍ଚତାରକା ହୋଟେଲରୁ ବି କମ୍‌‌…

ଯାଜପୁର : ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ମିଶନ ଶକ୍ତିକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ମହିଳାଙ୍କୁ ସବୁ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ ନେଇଛନ୍ତି ବହୁ ପଦକ୍ଷେପ। ଓଡ଼ିଶା ସରକାରଙ୍କ ଏଭଳି ଅଭିନବ ଉଦ୍ୟମ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରପାରିଛି। ରାଜ୍ୟର…

ସ୍ବପ୍ନକୁ ସତ କଲା ମିଶନ ଶକ୍ତି: ରୋଜଗାରର…

କେନ୍ଦ୍ରାପଡ଼ା: ଆଜି ମହିଳା ଦୁର୍ବଳା ନୁହନ୍ତି କି ଅବଳା ନୁହନ୍ତି ଡାଇଲାଗରେ ରହିଯାଇନି। ମହିଳାଙ୍କ ସ୍ବପ୍ନରେ ମିଶନ ଶକ୍ତି ବିଭାଗ ଡେଣା ଲଗାଇଛି। ରୋଜଗାର କରିବାକୁ ସ୍ଵପ୍ନରେ ଭାବୁଥିବା ମହିଳା ଆଜି ସତକୁ ସତ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି। ମିଶନ ଶକ୍ତି ବିଭାଗ ପକ୍ଷରୁ ଇ- ଅଟୋ ଜରିଆରେ…

ମା ମାନେ ଆଜି ବିଭିନ୍ନ କ୍ଷେତ୍ରରେ…

ଭୁବନେଶ୍ବର : ରାଜ୍ୟରେ ମିଶନ ଶକ୍ତି ଆହୁରି ସୁଦୃଢ ହେବ। ଆଜି ଲୋକସେବା ଭବନ କନ୍‌ଭେନ ସେଣ୍ଟରରୁ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ୧୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୩୦ଟି ଜିଲ୍ଲାର ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପଙ୍କ…

ଆମେରିକା ଓ ଅଷ୍ଟ୍ରେଲିଆ ବଜାରରେ ବିକ୍ରି…

ଭୁବନେଶ୍ବର : ମହିଳାମାନେ ଏବେ ଭିନ୍ନ ପରିଚୟରେ ପରିଚିତ ହେଉଛନ୍ତି । ପରିବାରକୁ ଗଢ଼ିବା ସହ ଏବେ ସମାଜକୁ ଗଢ଼ିବାର ଗୁରୁଦାୟିତ୍ବକୁ ନିଷ୍ଠାର ସହ ତୁଲାଉଛନ୍ତି । ମା ଭଉଣୀମାନଙ୍କୁ ଅଧିକ ସଶକ୍ତ କରିବାକୁ ଏଣିକି ବିନା ସୁଧରେ ୫ ଲକ୍ଷ ଯାଏ ଋଣ ଯୋଗାଇ ଦିଆଯିବ । ଏହା ମହିଳାମାନଙ୍କୁ ଅଧିକ ଆର୍ଥିକ…

ମିଶନ୍‍ ଶକ୍ତି ଦେଖାଇଛି ରୋଜଗାରର ରାହା,…

ଭୁବନେଶ୍ୱର: ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ଏବେ ବିଦେଶରେ ଆଦୃତ। ଏବେ ମା’ମାନଙ୍କ ହସ୍ତକଳା କାରିଗରୀକୁ ନେଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍‍ଏଚ୍‍ଜି) ମହିଳାମାନେ ରୋଜଗାରକ୍ଷମ ହେବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଓଡ଼ିଶାର ପ୍ରସିଦ୍ଧ ଚାନ୍ଦୁଆ କାମକୁ ଏବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର…

ସ୍ୱାବଲମ୍ବୀ ହେଉଛନ୍ତି ମହିଳା: ମିଶନ…

ଭୁବନେଶ୍ୱର: ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିସାରିଲେଣି। ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କେବଳ କିଛି କାମରେ ସୀମିତ ନ ରହି ଆଗକୁ ବଢ଼ିବାର ରାହା ପାଇପାରିଛନ୍ତି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ଏସ୍‍ଏଚ୍‍ଜି ମାଧ୍ୟମରେ…

ଏସ୍‌‌ଏଚ୍‌ଜି ମହିଳାଙ୍କ ଉତ୍ପାଦକୁ ମିଳିବ…

ଭୁବନେଶ୍ୱର : ଡାକଘର ମାଧ୍ୟମରେ ମିଳିବ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସାମଗ୍ରୀ। ଡାକ ବିଭାଗ ନା କେବଳ ସାମଗ୍ରୀ ପରିବହନ କରିବ ବରଂ ସେମାନଙ୍କ ଉତ୍ପାଦର ବ୍ୟବସାୟୀକରଣ ଉପରେ ମଧ୍ୟ ଗୁରୁତ୍ୱ ଦେବ। ଗ୍ରାମାଞ୍ଚଳର ମହିଳାମାନଙ୍କୁ ବିତ୍ତିୟ କାର୍ଯ୍ୟକ୍ରମରେ ସମ୍ପୃକ୍ତି ପାଇଁ ଡାକ ବିଭାଗ ଜାରି ରଖିଥିବା…

ଆର୍ଥିକ ଓ ସାମାଜିକ ସଶକ୍ତିକରଣ ସହ…

ଭୁବନେଶ୍ବର : ମିଶନ ଶକ୍ତି ମହିଳାମାନଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଛି । ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସରକାର ଏବଂ ସମାଜ ମଧ୍ୟରେ ସେତୁ ସଦୃଶ କାର୍ଯ୍ୟ କରୁଛନ୍ତି ବୋଲି ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା ଆର୍ କାର୍ତ୍ତିକେୟନ ପ୍ରକାଶ…

‘ମିଶନ ଶକ୍ତି’ ବିଭାଗକୁ ଶକ୍ତିଶାଳୀ…

ଭୁବନେଶ୍ୱର : ଦିନ ଥିଲା ମହିଳାମାନେ କାହାର ଝିଅ, କାହାର ଭଉଣୀ, କାହାର ପତ୍ନୀ ଏବଂ କାହାର ମାଆ ପରିଚୟରେ ପରିଚିତି ପାଉଥିଲେ। ମାତ୍ର ସାମ୍ପ୍ରତିକ ସମୟରେ ରାଜ୍ୟର ମହିଳାମାନେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ଏହା ପଛରେ ରହିଛି ‘ମିଶନ ଶକ୍ତି’ର ଗୁରୁତ୍ୱପୂର୍ଣ୍ଣ ଭୂମିକା। ୨୦୦୧ ମାର୍ଚ୍ଚ ୮…