ମିସ୍ ଇଣ୍ଡିଆ ୨୦୨୨ ଟାଇଟଲ ଜିତିଲେ…
ମୁମ୍ୱାଇ: କର୍ଣ୍ଣାଟକର ସିନି ସେଟ୍ଟୀ ହେଲେ ମିସ୍ ଇଣ୍ଡିଆ ୨୦୨୨ । ମିସ୍ ଇଣ୍ଡିଆ ୨୦୨୨ ମୁକୁଟ ଜିତିଲେ ସିନି ଶେଟ୍ଟୀ । ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜୟ ମୁକୁଟ ଜିତିଛନ୍ତି ସିନି । ସେହିପରି ରାଜସ୍ଥାନର ରୁବଲ ଶେଖାୱତ ଫାଷ୍ଟ ରନର୍ସ ଅପ୍ ହୋଇଥିବା ବେଳେ ଉତରପ୍ରଦେଶର ଶିନାତା ଚୌହ୍ୱାନ…