ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Millet Mission

ଆଜିଠାରୁ ଦୁଇଦିନିଆ ମିଲେଟ୍‌‌…

ଭୁବନେଶ୍ୱର: ଆଜି ଠାରୁ ଦୁଇଦିନିଆ ମିଲେଟ୍‌‌ ସମ୍ୱନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ସ୍ଥାନୀୟ ଜନତା ମଇଦାନରେ ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌‌ଘାଟନ କରିବେ। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,…

ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ…

ଭୁବନେଶ୍ବର: ବିଶ୍ବରେ ଓଡ଼ିଶାର ମିଲେଟ୍‌ ମିଶନ ବଡ଼ ମଡେଲ ସାଜିଛି । ଆସନ୍ତା ୯ ଓ ୧୦ ତାରିଖରେ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆୟୋଜନ ହେବ ଦୁଇଦିନିଆ ଆନ୍ତର୍ଜାତିକ ମିଲେଟ୍‌ ସମ୍ମିଳନୀ । ଏଥିରେ ପ୍ରଦର୍ଶନୀ, ପ୍ରତିଯୋଗିତା ଓ ଜଳବାୟୁ ପରିବର୍ତ୍ତନ ସମୟରେ ମିଲେଟ୍‌ କିପରି ବରଦାନ ସାଜିଛି, ସେ…

ନଭେମ୍ବର ୯ରୁ ଦୁଇଦିନିଆ ଅନ୍ତର୍ଜାତୀୟ…

ଭୁବନେଶ୍ୱର: ପୁଷ୍ଟି ଶସ୍ୟ ମିଲେଟ୍‌‌ର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଲେଟ୍‌‌ ସମ୍ୱନ୍ଧୀୟ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରାଯାଉଛି। ମିଳିତ ଜାତିସଂଘ ପକ୍ଷରୁ ଚଳିତ…

ମାଣ୍ଡିଆ ଭୂ-ପ୍ରଜାତି ଜାରି କରିବାରେ…

ଭୁବନେଶ୍ୱର: ମିଲେଟ୍‌‌ ମିଶନ ରାଜ୍ୟର ଖାଦ୍ୟଭ୍ୟାସକୁ ଉନ୍ନତ କରିବା ସହ କୁପୋଷଣ ବିରୋଧ ଲଢ଼େଇରେ ଅଗ୍ରଣୀ ଭୂମିକା ନେଉଛି। ମିଲେଟ୍‌‌ ଜାତୀୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦେଖାଇଛନ୍ତି। ଭୂ-ପ୍ରଜାତି ସଂରକ୍ଷଣ ତଥା ନୂଆ କିସମ ବିକାଶ କ୍ଷେତ୍ରରେ ରାଜ୍ୟ ଉଲ୍ଲେଖନୀୟ…

ସମସ୍ତଙ୍କ ପାଖରେ ପହଞ୍ଚିବ ମାଣ୍ଡିଆରୁ…

ଭୁବନେଶ୍ୱର: ଘରେ ଘରେ ମିଲେଟ୍‌‌ ଫୁଡ୍‌‌ ତଥା ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମିଲେଟ୍‌‌ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ୍‌‌ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଆଉ ଏଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଏକାଠି ହୋଇ ଏକ…

କଳିଙ୍ଗ ଷ୍ଟାଡିୟମ୍‌‌ରେ ଖୋଲିବ…

ଭୁବନେଶ୍ୱର : ସାରା ସହର ଏବେ ହକିମୁଖର। ବିଶ୍ୱକପ୍‌‌ ହକି ପାଇଁ ଦେଶବିଦେଶରୁ ବହୁ ପର୍ଯ୍ୟଟକଙ୍କ ସମାଗମ ହେବ। ଆଗକୁ ହକି ବିଶ୍ୱକପ୍‌‌ ଆସୁଥିବାରୁ ଖେଳାଳିଙ୍କ ଫୁଡ଼୍‌‌ ମେନୁରେ ମିଲେଟ୍‌‌ଜାତୀୟ ଖାଦ୍ୟ ରହିବ। ଏହାସହିତ ଓଡ଼ିଶାର ପୁଷ୍ଟିକର ଖାଦ୍ୟ ମିଲେଟ୍‌‌କୁ ସାମିଲ କରିବା ସହ ମିଲେଟ୍‌‌ର ପ୍ରଚାରପ୍ରସାର…

ଆସନ୍ତାକାଲି ପାଳନ ହେବ ମାଣ୍ଡିଆ ଦିବସ,…

ଭୁବନେଶ୍ବର : ଆସନ୍ତାକାଲି ମାର୍ଗଶିର ମାସ ପ୍ରଥମ ଗୁରୁବାରରେ ପ୍ରଥମଥର ପାଇଁ ସାରା ରାଜ୍ୟରେ ପାଳନ ହେବ ‘ମାଣ୍ଡିଆ ଦିବସ ପାଳନ’। ମାଣ୍ଡିଆଚାଷକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣୀୟତା ବୃଦ୍ଧି କରିବା ପାଇଁ ମାଣ୍ଡିଆ ଦିବସ ପାଳନ ପାଇଁ ଯୋଜନା…

ଶିକ୍ଷାନୁଷ୍ଠାନ ଉପରେ ମିଲେଟ୍‌‌…

ଭୁବନେଶ୍ୱର: ମିଲେଟ୍‌‌ ମିଶନ୍‌‌ର ସଫଳ କାର୍ଯ୍ୟକାରୀତା ଦିଗରେ ଶିକ୍ଷାନୁଷ୍ଠାନ ସ୍ତରରେ ଆରମ୍ଭ ହେବ ସଚେତନତା। ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀ ଏନେଇ ସଚେତନ ହେବା ସହ ମିଲେଟ୍‌‌ ମିଶନର କ୍ୟାମ୍ପେନ୍‌‌ ପ୍ରତି ମଧ୍ୟ ଗୁରୁତ୍ୱ ଦେବେ। ଏଥି ପ୍ରତି ୟୁଜିସି ଗୁରୁତ୍ୱ ଦେବା ସହ ସମସ୍ତ…

ମାର୍ଗଶୀର ମାସ ପ୍ରଥମ ଗୁରୁବାର ପାଳନ ହେବ…

ଭୁବନେଶ୍ବର : ରାଜ୍ୟରେ ପାଳିତ ହେବ ମାଣ୍ଡିଆ ଦିବସ । ମାର୍ଗଶିର ମାସ ପ୍ରଥମ ଗୁରବାରକୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ । ଚଳିତବର୍ଷ ନଭେମ୍ବର ୧୦ ତାରିଖରେ ପାଳନ ହେବ ଏହି ଦିବସ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢୀ ।…

ଓଡିଶାକୁ ମିଳିଲା ‘ପୋଷକ ଅନାଜ…

ଭୁବନେଶ୍ୱର: ମିଲେଟ ଉତ୍ପାଦନ ଓ ଏହାର ଚାଷକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଓଡ଼ିଶାର ସମକକ୍ଷ କେହି ନୁହନ୍ତି। ଓଡ଼ିଶା ମିଲେଟ ମିଶନର ସଫଳତାକୁ ସ୍ୱୀକୃତି ମିଳିଛି। ଉତ୍ପାଦନ ଓ ଚାଷ ପାଇଁ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୋଷକ ଅନାଜ ପୁରସ୍କାର ମିଳିଛି। ନ୍ୟୁଟ୍ରିହବ୍‍,…