ଓଲିଉଡ ସୁପରଷ୍ଟାର ମିହିର ଦାସଙ୍କୁ…
ବାଲେଶ୍ବର :ଗତକାଲି କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ଓଲିଉଡର ସୁପରଷ୍ଟାର ମିହିର ଦାସ। ଆଜି ସକାଳୁ କଟକର ସତୀଚଉରା ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନର ସହ ହିନ୍ଦୁ ରୀତିନୀତି ଅନୁସାରେ ମିହିର ଦାସଙ୍କୁ ବିଦାୟ ଦେଇଛି ଆଜି ସାରା ଓଡିଶା ।ସତୀଚଉରା ଶ୍ମଶାନରେ…