ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

meta

ମେଟା ଲଞ୍ଚ୍ କଲା AI ଟୁଲ୍…

ନୂଆଦିଲ୍ଲୀ: ଦୀର୍ଘ ସମୟ ଅପେକ୍ଷା ଓ ପରୀକ୍ଷଣ ପରେ ମେଟା ଏକ ନୂତନ AI ଟୁଲ୍ 'ଇମାଜିନ'କୁ ଲଞ୍ଚ୍ କରିଛି । 'ଇମାଜିନ' ସାହାଯ୍ୟରେ ଆପଣ ଯେକୌଣସି ଫଟୋ କିମ୍ବା ଗ୍ରାଫିକ୍ସ ତିଆରି କରିପାରିବେ। ଆପଣଙ୍କୁ କେବଳ ଲେଖିବାକୁ ପଡିବ। ଏହାପରେ ସେ ଆପଣଙ୍କୁ ଲେଖିଥିବା ପ୍ରତିଛବି ତିଆରି କରି ଦେବ।ମେଟାର…

୨ ବର୍ଷ ପରେ ସକ୍ରିୟ ହେଲା ଡୋନାଲ୍ଡ…

ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଭୟ ଫେସବୁକ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟକୁ ରିଷ୍ଟୋର୍‌ କରିଛି ମେଟା । ବ୍ୟାନ୍‌ ହେବାର ପ୍ରାୟ ୨ ବର୍ଷ ପରେ ଟ୍ରମ୍ପଙ୍କ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ରିଷ୍ଟୋର୍‌ ହୋଇଛି ବୋଲି ମେଟା ପକ୍ଷରୁ ଘୋଷଣା ହୋଇଛି।୨୦୨୧…

ଟ୍ବିଟର, ମେଟା ପରେ ଆମାଜନ୍‌ରେ ଛଟେଇ;…

ନୂଆଦିଲ୍ଲୀ(ଏଜେନ୍ସି): ସାରା ବିଶ୍ବକୁ ଏବେ ଘାରିଛି ମାନ୍ଦାବସ୍ଥାର ଭୟ। ଏହି ଆର୍ଥିକ ମାନ୍ଦାବସ୍ଥା ବିଶ୍ବର ନାମୀ କମ୍ପାନୀଗୁଡିକର ସ୍ଥିତିକୁ ଦୋହଲାଇଦେଲାଣି। ବିଶେଷ କରି ଟେକ୍‌ କମ୍ପାନୀଗୁଡିକ ଏବେ ମାନ୍ଦାବସ୍ଥା ଭୟରେ ଆଗୁଆ ସେମାନଙ୍କର କର୍ମଚାରୀଙ୍କୁ ଛୁଟି କରିବାରେ ଲାଗିଛନ୍ତି। ଆମେରିକାରୁ ଏହି…

ଟ୍ବିଟର ପରେ ମେଟାରେ ହେବ ଛଟେଇ,…

ନୂଆଦିଲ୍ଲୀ: ଟ୍ବିଟର ଭଳି ଫେସବୁକର ସହଯୋଗୀ କମ୍ପାନୀ ମେଟାରେ ଆରମ୍ଭ ହୋଇଛି ଛଟେଇ ପର୍ବ। ଏଲନ୍‌ ମସ୍କଙ୍କ ଟ୍ବିଟରର ପଦାଙ୍କ ଅନୁସରଣ କରିଛି ମେଟା। ଆସନ୍ତା ବୁଧବାରଠାରୁ ଏହି ଛଟେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ କମ୍ପାନୀରେ ବଡ଼ ଧରଣର କାଣ୍ଟଛାଣ୍ଟ…

ଇନଷ୍ଟାଗ୍ରାମରେ ଦେଖାଦେଲା ସମସ୍ୟା:…

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ହଠାତ୍‌ ସମସ୍ୟା ଦେଖାଦେଇଛି। କିଛି ଉପଭୋକ୍ତାଙ୍କର ଇନଷ୍ଟାଗ୍ରାମ ଆଉକାଉଣ୍ଟ ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନେକ ଲୋକ ସୋଶିଆଲ ମିଡିଆରେ ସେମାନଙ୍କ ଆକାଉଣ୍ଟ ୩୧ ଅକ୍ଟୋବରରେ ରହସ୍ୟଜନକ ଭାବେ ସସପେଣ୍ଡ ହୋଇଯାଇଥିବା ପୋଷ୍ଟ କରିଛନ୍ତି। ବନା କୌଣସି ୱାର୍ଣ୍ଣିଂରେ ତାଙ୍କର…

ଇନ୍‌ଷ୍ଟାଗ୍ରାମ୍‌ ଆଣିଲା ‘ପ୍ୟାରେଣ୍ଟାଲ…

ବର୍ତ୍ତମାନ ସମୟରେ ଇନ୍‌ଷ୍ଟାଗ୍ରାମ ଆପ୍‌ର ବ୍ୟବହାର ବହୁଳମାତ୍ରାରେ କରାଯାଉଛି। ଏଥିରେ ଅନେକ ନିଜର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିବାକୁ ସୁଯୋଗ ପାଉଛନ୍ତି। ଗ୍ରାହକଙ୍କ ନିମନ୍ତେ ଇନ୍‌ଷ୍ଟାଗ୍ରାମ୍‌ ଅନେକ ସୁବିଧା ଯୋଗାଉଥିବାବେଳେ ବର୍ତ୍ତମାନ ଆଣିଛି ନୂତନ ଫିଚର୍‌ ‘ପ୍ୟାରେଣ୍ଟାଲ ସୁପରଭିଜନ…

ୟାହୁ ସର୍ବେକ୍ଷଣ ରିପୋର୍ଟ: ଫେସବୁକ୍…

ନୂଆଦିଲ୍ଲୀ: ୟାହୁ ଫାଇନାନ୍ସ ଦ୍ବାରା କରାଯାଇଥିବା ଏକ ସର୍ଭେରେ ଫେସବୁକକୁ ବିଶ୍ବର ସବୁଠାରୁ ଖରାପ କମ୍ପାନୀ ଭାବେ ନାମିତ କରାଯାଇଛି । ବଡ କମ୍ପାନୀଗୁଡିକ ବିଷୟରେ ଉପଭୋକ୍ତାମାନଙ୍କ ମତ ଜାଣିବା  ସର୍ବେକ୍ଷଣର ଉଦ୍ଦେଶ୍ୟ । ସର୍ବୋତ୍ତମ ଏବଂ ଖରାପ କମ୍ପାନୀଗୁଡିକର ରାଙ୍କିଙ୍ଗ୍ ଏବଂ ତାଲିକାଗୁଡ଼ିକ ୟାହୁ…

ଫେସବୁକର ନାଁ ହେଲା ପରିବର୍ତ୍ତନ : ଏଣିକି…

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଫ୍ଲାଟଫର୍ମ ‘ଫେସବୁକ୍‌’ର ନାମ ବଦଳି ଯାଇଛି। ଏହା ଏବେ ‘ମେଟା’ ନାମରେ ପରିଚିତ ହେବ। ଗୁରୁବାର ବିଳମ୍ବିତ ରାତିରେ କମ୍ପାନୀର ସିଇଓ ମାର୍କ ଜୁକରବର୍ଗ ଏହି ଘୋଷଣା କରିଛନ୍ତି। କମ୍ପାନୀର ଏକ ଯୋଗାଯୋଗ କାର୍ଯ୍ୟକ୍ରମରେ ଜୁକରବର୍ଗ କହିଛନ୍ତି ଯେ ଆମେ ଏଭଳି ଏକ କମ୍ପାନୀ…