ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

MBBS

ଏମ୍‌‌ବିବିଏସ୍‌‌ ଓ ବିଡିଏସ୍‌‌ ନାମଲେଖା:…

ଭୁବନେଶ୍ୱର: ଓଜେଇଇ ପକ୍ଷରୁ ରାଜ୍ୟର ବିଭିନ୍ନ ମେଡିକାଲ୍‌‌ କଲେଜରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପଞ୍ଜୀକରଣ ଆଜିଠୁ ଆରମ୍ଭ ହେବ। ୧୪ରୁ ୧୭ ତାରିଖ ମଧ୍ୟରେ ପଞ୍ଜୀକରଣ କରିବାକୁ ଥିବାବେଳେ ୧୯ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ୪୫୨ଟି ସିଟ୍‌‌ ବଳକା ରହିଛି।…

ଆସନ୍ତା ବର୍ଷରୁ ନେକ୍ସଟ ପରୀକ୍ଷା…

ଭୁବନେଶ୍ୱର: ୨୦୨୩ ଶିକ୍ଷାବର୍ଷରୁ ଆଉ ନିଟ ପିଜି ପରୀକ୍ଷାହେବନି। ଏହା ବଦଳରେ ଶେଷବର୍ଷ ମେଡିକାଲ(ଏମବିବିଏସ) ଛାତ୍ରଛାତ୍ରୀମାନେ ନେକ୍ସଟ୍‍ ପରୀକ୍ଷା ଦେବେ। ପୂର୍ବରୁ କେବଳ କେବଳ ବିଦେଶରୁ ଏମବିବିଏସ ପାଠ୍ୟକ୍ରମ ଶେଷ କରି ଭାରତରେ ପ୍ରାକ୍ଟିସ କରିବାକୁ ଆଗ୍ରହ ପ୍ରକାଶ କରୁଥିବା ପିଲାମାନଙ୍କୁ ଏଫଏମଜିଇ…

ୟୁକ୍ରେନ ଫେରନ୍ତା ଡାକ୍ତରୀ…

ନୂଆଦିଲ୍ଲୀ : ୟୁକ୍ରେନରୁ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀମାନେ ରବିବାର ଜନ୍ତରମନ୍ତର ଠାରେ ବିକ୍ଷୋଭ କରିଛନ୍ତି। ସେମାନଙ୍କ ପାଠ ପଢାର ଭବିଷ୍ୟତ ସୁରକ୍ଷିତ ରଖୀବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବା ଦାବିରେ ବିେକ୍ଷାଭ କରିଛନ୍ତି। କେବଳ ଛାତ୍ରଛାତ୍ରୀ ନୁହନ୍ତି, ସେମାନଙ୍କ ଅଭିଭାବକ ମଧ୍ୟ…

ବିଦେଶରୁ ଡାକ୍ତରୀ ପଢ଼ି ଭାରତରେ ଫେଲ୍‍:…

ଭୁବନେଶ୍ୱର: ବିଦେଶରୁ ଏମ୍‌ବିବିଏସ୍‌ ଡିଗ୍ରୀ ଧରି ଫେରୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୦ ପ୍ରତିଶତ ଏଠାରେ ଯୋଗ୍ୟତା ପରୀକ୍ଷାରେ ଫେଲ୍ ହେଉଛନ୍ତି। ମାତ୍ର ୮ରୁ ୧୦ ପ୍ରତିଶତ ଛାତ୍ରଛାତ୍ରୀ ଭାରତୀୟ ମେଡିକାଲ କାଉନସିଲ ଏମ୍‌ସିଆଇ କରୁଥିବା ଯୋଗ୍ୟତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି। ଏହି…

ବଦଳିଲା ଏମ୍‍ବିବିଏସ୍‍,ବିଡିଏସ୍‍…

ଭୁବନେଶ୍ୱର: ଏମବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ଶୁକ୍ରବାର ପ୍ରକାଶ ପାଇଥିବାବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଓଜେଇଇ ଶନିବାର ପୁନଶ୍ଚ ପରିବର୍ତ୍ତିତ କାର୍ଯ୍ୟସୂଚୀ ପ୍ରକାଶ କରିଛି। ପରିବର୍ତ୍ତିତ…

ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା:…

ଭୁବନେଶ୍ୱର: ଏମ୍‍ବିବିଏସ୍‍ ଓ ବିଡିଏସ୍‍ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ଚୂଡ଼ାନ୍ତ ମେଧା ତାଲିକା ଗୁରୁବାର ପ୍ରକାଶ ପାଇଛି। ପଞ୍ଜୀକରଣ କରିଥିବା ୪,୭୬୬ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରକାଶିତ ହୋଇଥିବାବେଳେ ଆସନ୍ତାକାଲି(ଶୁକ୍ରବାର) ନାମଲେଖା ସମ୍ପର୍କିତ ସବିଶେଷ କାର୍ଯ୍ୟସୂଚୀ ପ୍ରକାଶ ପାଇବ। ଚଳିତ ବର୍ଷ…