Browsing Tag

Mayurbhanj

କୁଡୁମୀ ସଙ୍ଗଠନ କର୍ମକର୍ତ୍ତାଙ୍କ…

ବାରିପଦା:  କୁଡୁମୀ ସଙ୍ଗଠନ ଆନ୍ଦୋଳନର ନେତୃତ୍ବ ପ୍ରତି ଏକ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ମିଳିତ କୁଡୁମୀ ସମାଜ ପକ୍ଷରୁ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳ ଶକ୍ତି ଇଂ ବିଶେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ ସହ ବିରୋଧ କରାଯାଇଛି। କୁଡୁମୀ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦାବିରେ ଆନ୍ଦୋଳନ ଜାରି…

ମୟୁରଭଞ୍ଜବାସୀଙ୍କ ପାଇଁ ଖୁସି ଖବର:…

ବାରିପଦା: ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଏକ ଖୁସି ଖବର। ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲ ହସପିଟାଲ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଖୋଲିବାକୁ ଯାଉଛି କର୍କଟ ରୋଗ ନିରୂପଣ ଓ ଚାକିତ୍ସା କେନ୍ଦ୍ର। ଏଣିକି ମୟୁରଭଞ୍ଜ ଜିଲ୍ଲାର…

ଅଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷାଧିକ…

ବାରିପଦା: ଅଯୋଗ୍ୟ ହିତାଧିକାରୀଙ୍କୁ ଲକ୍ଷାଧିକ ଟଙ୍କା ଋଣ ପ୍ରଦାନ କରିବା ଅଭିଯୋଗକୁ ନେଇ ବାରିପଦା ଟାଉନ ଥାନା ପୁଲିସ ଶନିବାର ବାରିପଦା-୩ ୟୁବିଆଇ ପୂର୍ବତନ ବ୍ୟାଙ୍କ ଶାଖା ମୁଖ୍ୟଙ୍କୁ ଗିରଫ କରିଛି । ଏହା ସହିତ ବ୍ୟାଙ୍କର ସହକାରୀ ପରିଚାଳକ, କର୍ମଚାରୀ ଓ ଆତ୍ମୀୟଙ୍କ ନାମରେ ମାମଲା ରୁଜୁ କରି ଅଧିକ…

ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ…

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବୁଢାବଳଙ୍ଗ ନଦୀର ଆରପଟ୍ଟା, ଡିଙ୍ଗିରା ଓ ମହୁପୁରା ସଇରାତରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନକୁ ନେଇ ଜାତୀୟ ଗ୍ରୀନ ଟ୍ୟୁବନାଲ ଇଷ୍ଟର୍ଣ୍ଣ ବେଞ୍ଚ(ଏନଜିଟି) କଲିକତା ପକ୍ଷରୁ ହୋଇଥିବା ୩ଟି ମାମଲାର ସଂରକ୍ଷିତ ଥିବା ରାୟ ୧ତାରିଖ ଶୁଣାଣି ପରେ ପ୍ରକାଶ ପାଇଛି । ୨ଜଣ…

ଶିମିଳିପାଳ ସଂଲଗ୍ନ ଗ୍ରାମମାନଙ୍କରେ…

ଉଦଳା: ବିଭିନ୍ନ ମାରଣାସ୍ତ୍ର ଠାରୁ ଆରମ୍ଭ କରି ବନ୍ଧୁକ ରଖିବା ବେଆଇନ କାର୍ଯ୍ୟ ହୋଇଥିବା ବେଳେ ଜାତୀୟ ଉଦ୍ୟାନ ଶିମିଳିପାଳ ପୂର୍ବ ପାଦଦେଶରେ ଥିବା ଗ୍ରାମମାନଙ୍କରେ ଘରେଘରେ ବନ୍ଧୁକ ଥିବାର ଜଣାପଡିଛି । କେତେ ବେଳେ ବନବିଭାଗ ଶିକାରୀ ସହ ଦେଶୀ ବନ୍ଧୁକ ଜବତ କଲାଣି ତ କେତେବେଳେ ବନ ବିଭାଗକୁ ଉକ୍ତ…

ଡାକ୍ତରୀ ଛାତ୍ରଙ୍କ ଅଭିଭାବକଙ୍କ ଠାରୁ…

ବାରିପଦା:ଜଣେ ଡ଼ାକ୍ତରୀ ଛାତ୍ରଙ୍କ ପାଠପଢ଼ା ବାବଦକୁ ଟଙ୍କା ତାଙ୍କ ବାପାଙ୍କ ଠାରୁ ୪ଲକ୍ଷ ୫୨ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ବାରିପଦା ଟାଉନ ପୁଲିସ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଗିରଫ କରିବା ପରେ ବୁଧବାର କୋର୍ଟ ଚାଲାଣ କରିଛି । ତତସହିତ ଆତ୍ମସାତ ଟଙ୍କା ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଫେରାଇ…

ସାଇବର ଠକେଇ ଅଭିଯୋଗରେ ୩ ଅଟକ: ୪ ଚକିଆ…

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ନାଉପାଳ ପଞ୍ଚାୟତ କାର୍ ଳୟ ଛକ ନିକଟରୁ ଅନଲାଇନ ଠକେଇ ସନ୍ଦେହରେ ପୁଲିସ ତିନି ଜଣ ଯୁବକଙ୍କୁ ଅଟକ ରଖିଛି । ଯୁବକମାନଙ୍କ ଠାରୁ ଏକ ମାରୁତି ଇକୋ ଭ୍ୟାନ (ଓଡି ୧୧ୱାଇ ୨୨୫୯), ଇନଭେଟର, କମ୍ପ୍ୟୁଟର, ପ୍ରିଣ୍ଟର, ଫିଙ୍ଗର ପ୍ରିଣ୍ଟ ସ୍କାନରକୁ ପୁଲିସ ଜବତ…

ଗୁଣିଗାରେଡ଼ି ସନ୍ଦେହରୁ ହତ୍ୟା: ଠେଙ୍ଗା…

ବାରିପଦା/ବଡସାହି: ଗୁଣିଗାରେଡ଼ିକୁ କେନ୍ଦ୍ର କରି ପୂର୍ବରୁ ଲାଗିଥିବା ବିବାଦ ଉଗ୍ର ରୂପ ଧାରଣ କରିବା ଫଳରେ ଜଣେ ଯୁବକଙ୍କ ଠେଙ୍ଗା ମାଡ଼ରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଆକ୍ରମଣକାରୀ ଯୁବକ ଜଣଙ୍କ ହେଲେ ବଡସାହି ଥାନା, ଗୁଡିଆଲବନ୍ଧ ପଞ୍ଚାୟତ ନୟାବ୍ରଜନନ୍ଦନପୁର ଗ୍ରାମର ରବୀନ୍ଦ୍ର ମହାନ୍ତ(୨୬) ।…

ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ…

ରାସଗୋବିନ୍ଦପୁର:  ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗରେ ଯୁବକ ଗିରଫ। ଅଭିଯୁକ୍ତ ଯୁବକ ହେଲେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ମତିଲାଲ ମହାନ୍ତଙ୍କ ପୁଅ ଦେବେନ୍ଦ୍ର ମହାନ୍ତ (୩୪)। ରାସଗୋବିନ୍ଦପୁର ଥାନା ଅଧିକାରିଣୀ ଲୋପାମୁଦ୍ରା ନାୟକଙ୍କ ନିର୍ଦେଶ କ୍ରମେ ବଡାମପୁର…

କାନ୍ଥ ଭୁଶୁଡି ଚାଲିଗଲା ଦୁଇ ପୁଅ ଝିଅଙ୍କ…

ଉଦଳା: ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଗତ ରାତିରେ ଉଦଳା ଥାନା ଅଧିନସ୍ଥ ଗୋପବନ୍ଧୁ ନଗର ବ୍ଳକ ଜୟପୁର ପଂଚାୟତର ରାଇଡ଼ାହି ଗ୍ରାମରେ କାନ୍ଥ ପଡ଼ି ଭାଇ ଭାଉଣୀଙ୍କ ମୃତ୍ୟୁ ହୋଇଯାଇଛି । ରାଇଡ଼ାହି ଗ୍ରାମର ଗଣେଶ ସିଂଙ୍କ ସ୍ତ୍ରୀ ତୁଳସୀ ଦୁଇ ପୁଅ ଓ ଝିଅ ସହ ଘରେ ଶୋଇଥିଲେ । ତେବେ ଗତ ଲଗାଣ ବର୍ଷା ପରେ…