ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mayurbhanj News

ଦାୟିତ୍ବରେ ଅବହେଳା ପାଇଁ ଏଏସଆଇ…

ବାରିପଦା: ଦାୟିତ୍ବରେ ଅବହେଳା ପାଇଁ ମୟୂରଭଞ୍ଜ ଏସପି ବି ଗଙ୍ଗାଧର ଭଞ୍ଜପୁର ଥାନାର ଜଣେ ପୁଲିସ ଏଏସଆଇ ଛବିଳକାନ୍ତ ନାୟକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ସବ ଇନ୍ସିପେକ୍ଟର ସାବିତ୍ରୀ ଦଳେଇଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି । ଏସପି ଶ୍ରୀ ଗଙ୍ଗାଧର ଅଚାନକ ଭଞ୍ଜପୁର ଥାନା ପରିଦର୍ଶନରେ…

ବନ ବିଭାଗର ଉପରଠାଉରିଆ କାର୍ଯ୍ଯକ୍ରମ:…

ଠାକୁରମୁଣ୍ଡା : ବିଶ୍ବ ବନ୍ୟପ୍ରାଣୀ ସପ୍ତାହ ପାଳନ ସରିବା ଦିନକ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ବନାଞ୍ଚଳରେ ଗୋଟିଏ ଦନ୍ତା ହାତୀର ଶିକାର ଘଟଣା ସମସ୍ତ ବିଧି ବ୍ୟବସ୍ଥାର ମୁଖା ଖୋଲିଦେଇଛ। ହାତୀ ମୃତ୍ୟୁ ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ  ବ୍ୟବଛେଦ ପାଇଁ…

ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ, କାରଣ…

ବାରିପଦା: ବାରିପଦା ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ ବନ୍ଦୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବନପୋଖରୀ ଗ୍ରାମର ରାମ ଚନ୍ଦ୍ର ହେମ୍ବ୍ରମଙ୍କ ପୁଅ ବାଜା(୩୫)। ବାଜା ଏକ ମାମଲାରେ ଗିରଫ ହୋଇ ବାରିପଦା ଜେଲକୁ ଆସିଥିଲେ। ହେଲେ ଶନିବାର ହଠାତ୍…

ମହଙ୍ଗା ପଡ଼ିଲା ଲାଞ୍ଚ, ଭିଜିଲାନ୍ସ…

ମୟୁରଭଞ୍ଜ: ଭିଜିଲାନ୍ସ ଜାଲରେ ତହସିଲଦାର। ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଛନ୍ତି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ। ସତ୍ୟ ସୁନ୍ଦର ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି।ଖବର ଅନୁଯାୟୀ, ତହସିଲଦାର ସତ୍ୟ ସୁନ୍ଦର ରାଉତ ଚକ୍ରଧର…

ବୋଲେରୋକୁ ଧକ୍କା ଦେଲା ଟ୍ରକ୍: ଜଣେ…

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥର ଦୁଆରଶୁଣି ଘାଟିରେ ଗୁରୁବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ଯରେ ଜଣେ ମହିଳା ରହିଛନ୍ତି। ଖବର ପାଇ…

୪ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣକାରୀ…

ବାରିପଦା: ମୟୁରଭଞ୍ଜ ପୁଲିସ ୪ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ ଫିଲ୍ମ ଷ୍ଟାଇଲରେ ଗିରଫ କରିବା ସହିତ ୩ଟି ସୌଖୀନ କାର, ୩କୁଇଣ୍ଟାଲ ୮୨କିଗ୍ରା ଗଞ୍ଜେଇ, ୫ଟି ମୋବାଇଲ ଫୋନ ଓ ଆନ୍ଧ୍ର ପୁଲିସର ନକଲି ଆଇକାଡର଼୍ ଜବତ କରିଛି। ତେବେ ଚାଲାଣର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଅଭିଯୁକ୍ତ(୩ରୁ ୪ଜଣ) ଖସି…

ଖାଦ୍ୟ ଅନ୍ୱେଷଣରେ ଘରେ ପଶିଲେ ହାତୀଶାବକ:…

ବେତନଟୀ: ବେତନଟୀ ଥାନା ଅଧୀନ ଲଙ୍ଗଳକଟା ଗ୍ରାମରେ ମଙ୍ଗଳବାର ସକାଳେ ହାତୀପଲ ପଶି ଗୋଟିଏ ନୂଆ ଘରକୁ ଭାଙ୍ଗି ଛାରଖାର କରିବା ସହିତ ଗୃହପାଳିତ ଗାଈକୁ ମଧ୍ୟ୍ୟ କଚାଡି ମାରିଦେଇଛନ୍ତି।ସୂଚନା ମୁତାବକ, ଲଙ୍ଗଳକଟା ତଥା ଆଖପାଖ ଅଞ୍ଚଳରେ ଏକ ହାତୀପଲ ବିଚରଣ କରୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଜନବସତିମୁହାଁ…

ଶିକୁଳିରେ ବନ୍ଧା ପଡ଼ିଛି ଜୀବନ

ରାସଗୋବିନ୍ଦପୁର: ମା’ର ଆଶା ଥିଲା ପୁଅ ବଡ଼ ହେଲେ ବୃଦ୍ଧ ବୟସ ର ଜୀବନ ର ସନ୍ଧ୍ୟାରେ ସାହା ହେବ କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା।ଯେଉଁ ହାତ ଧରି ଚାଲିବାର ସ୍ବପ୍ନ ଦେଖିଥିଲା ମା ଆଜି ସେ ସ୍ବପ୍ନ ଧୂଳିସାତ ହୋଇଯାଇଛି। ସାହାରା ଦେବା ହାତ ଆଜି ସହାୟତା ମାଗୁଛି,ମାନସିକ ବିକୃତି ଯୋଗୁଁ ଶିକୁଳି ରେ…