ଅନଲାଇନରେ ଆଗ୍ରହୀ ପିଲାଙ୍କୁ କ୍ରିକେଟ୍…
ମୁମ୍ବାଇ : ଏଣିକି କ୍ରିକେଟ୍ ଅନ୍ଲାଇନରେ ମିଳିବ କ୍ରିକେଟ୍ ଟ୍ରେନିଂ। ଆଉ ଟ୍ରେନି ଦେବେ ଖୋଦ୍ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଲାଇଭ୍ ଇଣ୍ଟରାକ୍ଟିଭ୍ କ୍ଲାସ୍ ଆୟୋଜନ କରିବାକୁ…