ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Marriage

ଅକ୍ଟୋବରରେ ବିବାହ କରିବେ ପରିଣୀତି-ରାଘବ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଘରେ ଖୁବ୍‌ଶୀଘ୍ର ଶେହନାଇ ବାଜିବାକୁ ଯାଉଛି। ମିଳିଥିବା ରିପୋର୍ଟ ଅନୁସାରେ ଏଏପି ଏମ୍‌ପି ରାଘବ ଚଡ୍ଡା ଏବଂ ପରିଣୀତି ଚୋପ୍ରା ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ବହୁ ଦିନରୁ ଦୁହେଁ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି। ବଲିଉଡ…

ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି…

ଚଣ୍ଡିଗଡ଼: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ । ଗୁରୁବାର ଚଣ୍ଡିଗଡ଼ରେ ବାହାଘର ହେବ । ୪୮ ବର୍ଷୀୟ ମନ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ତାଙ୍କୁ ବିବାହ କରିବେ ଡା. ଗୁରପ୍ରୀତ କୌର । ଏହି ବିବାହ ଉତ୍ସବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ବିନା ବରରେ ବାହାଘର

ଶୀର୍ଷକ ପଢ଼ି ଆାଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ। ମହାମାରୀ ଯୋଗୁଁ ଦୀର୍ଘ ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥାନ୍ତେ ମେରିଲ୍ୟାଣ୍ଡର ଅମାଣ୍ଡା ମିସେଲ ଓ ସ୍ୟାମ୍ ଗ୍ରୀନବର୍ଗ । ମାତ୍ର ବିବାହର କିଛିଦିନ ପୂର୍ବରୁ ହଠାତ୍‌ କରୋନାରେ ପୀଡ଼ିତ ହୋଇଥିଲେ ବର ସାମ୍। ତେବେ ଏହା ଦ୍ବାରା ସେମାନଙ୍କ ବିବାହ…

ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ,…

ନନ୍ଦନକାନନ : ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅର୍ଜିତ ଜେନା ନାମକ ଜଣେ ୨୪ ବର୍ଷୀୟ ଯୁବକକୁ ସୋମବାର ଇନ୍ଫୋସିଟି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଅର୍ଜିତଙ୍କ ଘର ଖୋର୍ଦ୍ଧା ଜିଲ୍ଲା, ବାଲିଅନ୍ତା ଥାନା ଅନ୍ତର୍ଗତ କାକରୁଦ୍ରପୁରରେ ବୋଲି…

ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ

ଭୁବନେଶ୍ୱର : ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରୁଛି। ପୁଲିସ ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି । ମିଳିଥିବା ସୂଚନା ଅନୁସାରେ, ଯୁବତୀ ଜଣଙ୍କ…

ବରକୁ ଆସିଲାନି ପଣକିଆ , କନିଆ…

ନିଜ ବିବାହକୁ ନେଇ ଯେକୌଣସି ବ୍ୟକ୍ତିଙ୍କ ମଧ୍ୟରେ ଉତ୍ସୁକତା ଦେଥିବାକୁ ମିଳେ। ସମସ୍ତେ ଚାହାଁନ୍ତି ଯେ, ତାଙ୍କ ଜୀବନସାଥୀଙ୍କ ମଧ୍ୟରେ ସମସ୍ତ ଭଲ ଗୁଣ ଭରି ରହିଥାଉ। କିନ୍ତୁ ବେଳେବେଳେ ବର କନ୍ୟାଙ୍କ ମଧ୍ୟରେ ଥିବା ଦୋଷତ୍ରୁଟି ପଦାକୁ ଆସିଲେ ଏହାକୁ ନେଇ ଅନେକ ସମୟରେ ବାହାଘର ଭାଙ୍ଗିଯାଏ। ଏଭଳି ଏକ ଘଟଣା…

ବାହାଘର ଦିନ ଚାଲିଗଲା କନ୍ୟାର ଜୀବନ

ଲକ୍ଷ୍ନୌ : କରୋନା ମହାମାରୀର ପ୍ରକୋପରୁ ନିସ୍ତାର ନାହିଁ। ଏହି ମହାମାରୀରେ କେତେବେଳେ କାହାର ଜୀବନ ଯାଉଛି ଭାବିଲେ ଦେହ ଥରିଉଠୁଛି। ରାଜନେତାଠୁ ସାମ୍ବାଦିକ ଏବଂ ବାପଠୁ ପୁଅ ସମସ୍ତଙ୍କ ଜୀବନ ନେଉଛି କରୋନା।  ବିବାହ ପୂର୍ବରୁ ବରର ଜୀବନ ଯାଉଛି ତ ଆଉ କେଉଁଠି ବେଦୀରେ ବସିବା ପୂର୍ବରୁ ପ୍ରାଣ ହରାଉଛି…

ଅଧାରେ ରହିଗଲା ବାହାଘର, ବରକୁ ଉଠାଇ ନେଲା…

ଭୁବନେଶ୍ୱର: ବର ଆସିଲା ବର ବେଶରେ। ହେଲେ ଅଧରା ରହିଗଲା ବାହାଘର। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁର ସହରର ଝୁପୁଡିପଡା ଅଞ୍ଚଳରେ। ବର ବେଶରେ ବାହା ହେବାକୁ ଆସିଥିବା ଯୁବକକୁ ସୋନପୁର ପୁଲିସ ଉଠାଇ ନେଇଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅନ୍ତର୍ଗତ…