ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Maoist

୩ ମାସରେ ୫୦ ମାଓବାଦୀଙ୍କ ମୃତ୍ୟୁ, ୪…

ଭୁବନେଶ୍ବର: ୩ ମାସରେ ହୋଇଛି ୫୦ ମାଓବାଦୀଙ୍କ ମୃତ୍ୟୁ । ଏକ ଲିଖିତ ଚିଠି ଜରିଆରେ ସୂଚନା ଜାରି କଲା ମାଓ ସଂଗଠନ । ଗତ ଦୁଇ ଦଶନ୍ଧି ମଧ୍ୟରେ ମାଓ ସଂଗଠନର ୫ ହଜାରରୁ ଉର୍ଦ୍ଧ୍ୱ କମ୍‌ରେଡଙ୍କର ମୃତ୍ୟୁ ହୋଇଛି। ୧୫ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦେଇଛି ସଂଗଠନ । ଲୋକଙ୍କ ପାଇଁ ଏବଂ…

ଲାଲବାହିନୀ ବିରୋଧରେ ପୁଲିସକୁ ବଡ ସଫଳତା,…

ବଲାଙ୍ଗିର: ବଲାଙ୍ଗିରରେ ଲାଲବାହିନୀ ବିରୋଧରେ ପୁଲିସକୁ ବଡ ସଫଳତା । ଶନିବାର ବଲାଙ୍ଗିର ବରଗଡ଼ ମହସମୁନ୍ଦ ଡିଭିଜନର ଜଣେ କେଡର୍ ମାଓବାଦୀ ବଲାଙ୍ଗିର ପୁଲିସ ପାଖରେ ଆତ୍ମସମର୍ପଣ କରିଥିବା ଉତ୍ତରାଞ୍ଚଳ ଡିଆଇଜି ସୂଚନା ଦେଇଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣକ ହେଲେ ସୋମନାଥ ଅଚେଲା । ସେ…

ମାଲକାନଗିରି ପୁଲିସ ନିକଟରେ ଆତ୍ମସମର୍ପଣ…

ମାଲକାନଗିରି: ଆଜି ମାଲକାନଗିରି ପୁଲିସ ନିକଟରେ ଦୁଇଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ଦୁଇ ଜଣଙ୍କ ନାମ କଡ଼ତି ହୁରା ଏବଂ ଗଙ୍ଗା କାର୍ଯ୍ୟାମୀ ବୋଲି ଜଣାପଡିଛି। ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦକ୍ଷିଣ ପଶ୍ଚିମା ଅଞ୍ଚଳ ଡ଼ିଆଇଜି ଚରଣ ସିଂ…

ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମପଞ୍ଚାୟତର ବିଗାପଦର ଗ୍ରାମରେ ବିଲମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି। ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଗାଁ ନିକଟ ଜଙ୍ଗଲରେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ସ୍ଵମୀଙ୍କ…

ମାଓବାଦୀଙ୍କ ବର୍ବରକାଣ୍ଡ; ପୋଲିସ ଇନଫରମର…

ମାଲକାନଗିରି: ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫରମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ଦୁଇ ଜଣ ହେଲେ କାୟର ଦୁଲେଡ ଗ୍ରାମର ସୋଡ଼ି ହୁଙ୍ଗା ଏବଂ ମଦବୀ ନନ୍ଦା । ଛତିଶଗଡ ସୁକୁମା ଜିଲ୍ଲା ଦୁଲେଡ ଗାଁରେ ମାଓବାଦୀ ଘଟାଇଛନ୍ତି ଏହି ହତ୍ୟାକାଣ୍ଡ ।…

ନଳୀକୁମ୍ପା ଜଙ୍ଗଲରେ ଏନକାଉଣ୍ଟର:…

ବୌଦ୍ଧ: ପୁଣି ବୌଦ୍ଧରେ ପୁଲିସ-ମାଓବାଦୀ ଗୁଳି ବିନିମୟ ଘଟିଛି । ପୁଲିସର ସର୍ଚ୍ଚ ଅପରେସନ ବେଳେ ଏହି ଗୁଳି ବିନିମୟ ଘଟିଥିଲା । ବୌଦ୍ଧ-କନ୍ଧମାଳ ସୀମାନ୍ତ ନଳୀକୁମ୍ପା ଜଙ୍ଗଲରେ ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ପ୍ରାୟ ଏକ ଘଣ୍ଟା ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଗୋଟିଏ…

୭ବର୍ଷରେ ୧୦୫ ମାଓବାଦୀ ନିହତ,…

ଭୁବନେଶ୍ୱର:ଲାଲ୍‌‌ଗଡ଼ରେ ସୁନିଶ୍ଚିତ ହେଉଛି ଜନସାଧାରଣଙ୍କ ଧନଜୀବନର ସୁରକ୍ଷା। ଭୁଶୁଡ଼ୁଛି ଲାଲ୍‌‌ବାହିନୀଙ୍କ ଗଡ଼। ଗୁଳିଗୋଳାର କର୍କଶ ଶବ୍ଦ ସାଙ୍ଗକୁ ଲ୍ୟାଣ୍ଡମାଇନ୍‌ର ପ୍ରଚଣ୍ଡ ବିସ୍ଫୋରଣରେ ଥରୁଥିବା ଜିଲ୍ଲାରେ ଏବେ ଆଉ ସେଭଳି ସ୍ଥିତି ନାହିଁ। ସ୍ଥିତି ବଦଳିଛି; ଓଡ଼ିଶା ଧୀରେଧୀରେ ମାଓବାଦୀମୁକ୍ତ…

ଜୋରଦାର ହେଲା ମାଓ ନିପାତ ଅଭିଯାନ, ବୌଦ୍ଧ…

ବୌଦ୍ଧ: ବୌଦ୍ଧରେ ଜୋରଦାର ହେଲା ମାଓ ନିପାତ ଅଭିଯାନ । ମାଓବାଦୀଙ୍କ ବିରୋଧରେ ବଡ଼ ଅପରେସନ। ଜଙ୍ଗଲରେ ଲାଲବାହିନୀକୁ ଘେରିବାକୁ ସ୍ପେଶାଲ ପ୍ଲାନ। ଗତକାଲି ମନମୁଣ୍ଡା ଥାନା ପେନାଜୋର ଜଙ୍ଗଲରେ ମାଓବାଦୀ ଓ ଏସଓଜି ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଆଜି ବୌଦ୍ଧ ଓ କନ୍ଧମାଳ ଉଭୟ ପଟୁ କୁମ୍ବିଂ…

ଆଜିଠୁ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ

ଭୁବନେଶ୍ବର: ଆଜିଠାରୁ ଲାଲବାହିନୀ ପାଳୁଛି ସହିଦ ସପ୍ତାହ। ଏନେଇ ନିୟମଗିରି ଅଞ୍ଚଳରେ ପୋଷ୍ଟର, ବ୍ୟାନର ଲଗାଇବା ସହିତ ପ୍ରେସ ବିଜ୍ଞପ୍ତି ଜାରି କରିଛି ଲାଲବାହିନୀ। ସହିଦ ସପ୍ତାହକୁ ଅଧିକରୁ ଅଧିକ ପାଳନ କରିବାକୁ ପୋଷ୍ଟର ଲଗାଇ ନିବେଦନ କରିଛନ୍ତି ମାଓବାଦୀ। ଏ ନେଇ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା…

ପୁଲିସ ଇନଫର୍ମର ସନ୍ଦେହରେ ପ୍ରଜାକୋର୍ଟରେ…

ମାଲକାନାଗିରି: ଦୁଇ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ। ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ତାଡ଼ମେଟାଲା ଉପ ସରପଞ୍ଚ ମାଣ୍ଡବି ଗଙ୍ଗା ଏବଂ ଜଣେ ଗାଁ ଲୋକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ୧୫ ଜଣଙ୍କୁ ଅପହରଣ କରି ଦଶ ଦିନ ହେବ ଜଙ୍ଗଲ ରେ ରଖିବା ପରେ ଆଜି…