ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

mamita meher

ମୁହଁ ଖୋଲିଲେ ମମିତାଙ୍କ ପରିବାର, ନିଜକୁ…

ବଲାଙ୍ଗିର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗତକାଲି ଜେଲରେ ଆତ୍ମହତ୍ୟା କରିଥିଲା। ମଙ୍ଗଳବାର ତାଙ୍କୁ କୋର୍ଟରେ ହାଜର ଲାଗି ନେବା ନିମନ୍ତେ ଜେଲ କର୍ମଚାରୀମାନେ ତାଙ୍କ କୋଠରୀରେ ପହଞ୍ଚିବା ବେଳେ ସେ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିବା ଦେଖା ଯାଇଥିଲା।…

ମମିତା ମେହେର ହତ୍ୟାକାଣ୍ଡ ମାମଲା :…

କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍‍ ଶୁକ୍ରବାରଠାରୁ ଆସନ୍ତା ୧୪ଦିନ ପାଇଁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମାନ୍ୟବର ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ଆନ୍ତରୀଣ ଜାମିନ…

ମମିତା ମେହେର ପ୍ରସଙ୍ଗରେ ଉତ୍ତରାଞ୍ଚଳ…

ବଲାଙ୍ଗୀର : ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ପୁଲିସ ତାର କର୍ତ୍ତବ୍ୟ ସଂପାଦନ କରିବାରେ କୌଣସି ହେଳା କରିନାହିଁ । ତଦନ୍ତରେ ସଂପୂର୍ଣ ସ୍ଵଚ୍ଛତା ଅବଲମ୍ବନ କରାଯାଇଛି । ଆଉ ପୁଲିସର ତଦନ୍ତ ନେଇ ଉଠିଥିବା ସମସ୍ତ ଅଭିଯୋଗ ନିରାଧାର ବୋଲି ଆଜି ଉତ୍ତରାଞ୍ଚଳ ଡିଆଇଜି ଡ . ଦୀପକ କୁମାର ଏକ…

ଭକ୍ତ ଦାସ ଓ ଗୋବିନ୍ଦ ସାହୁଙ୍କ ମଧ୍ୟରେ…

ଭୁବନେଶ୍ବର : କଳାହାଣ୍ଡି ଜିଲ୍ଲା ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାରେ ରାଜନୀତି କରୁଛନ୍ତି ବିରୋଧୀ। ଏନେଇ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ସାଂସଦ ସସ୍ମିତ ପାତ୍ର ବିରୋଧୀଙ୍କ ଉପରେ ବର୍ଷିବା ସହ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ…

ଗଣମାଧ୍ୟମ ଓ ରାଜନୈତିକ ଦଳକୁ ମମିତାଙ୍କ…

ବଲାଙ୍ଗିର/ କଣ୍ଟାବାଞ୍ଜି: ‘ମମିତା’ର ମୃତ୍ୟୁ ପରେ ବାପା ସୁଚନ୍ଦ୍ର ମେହେରଙ୍କ ପରିବାର ଉପରେ ଭାଙ୍ଗି ପଡ଼ିଛି ଆକାଶ । ବାପା-ମା'ଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଝିଅକୁ ଝୁରିଝୁରି ହୃଦ୍‌ରୋଗ ପୀଡ଼ିତା ମା' ଘଡ଼ିକୁ ଘଡ଼ି ବେହୋସ ହୋଇ ଯାଉଛନ୍ତି। ମାତ୍ର ମମିତାର ମୃତ୍ୟୁ ଓ ତାଙ୍କର ପରିବାରର ଲୁହକୁ ନେଇ…

ସେପ୍ଟେମ୍ବର ୨୦ରୁ ୨୩ ମୁଁ ରାୟପୁରରେ…

କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାଣିଓଟାରି ଘଟଣା ସହ ଯୋଡ଼ିବାକୁ ଚେଷ୍ଟା କରୁଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ। ବାରମ୍ବାର ମନ୍ତ୍ରୀଙ୍କ ନାଁରେ ମିଥ୍ୟା ଆକ୍ଷେପ କରୁଥିବା ସାଲୁଜାଙ୍କ ଅଭିଯୋଗକୁ ନେଇ…

ମମିତା ମେହେର ହତ୍ୟା ମାମଲା :…

ଭୁବନେଶ୍ବର : ମମିତାଙ୍କ ପରିବାର ଲୁହକୁ ନେଇ ରାଜନୀତି କରୁଛି ବିଜେପି। ନ୍ୟାୟ ଦେବା ଲାଗି ନାଟକ କରି ଦେଉଛି ମାନସିକ ନିର୍ଯାତନା। ଦଳ ଦଳ ହୋଇ ବିଜେପି ନେତାମାନେ ମମିତାଙ୍କ ଘରକୁ ଯାଇ ତାଙ୍କ ପରିବାରର ମାନସିକ ଶାନ୍ତିକୁ ନଷ୍ଟ କରୁଛନ୍ତିି। ଡାହା ମିଛ କହିବାକୁ ବି ଲଜ୍ଜାବୋଧ କରୁନାହାନ୍ତି ଦଳୀୟ ନେତା।…

ରାଜନୀତି ପାଇଁ ଦେଖାଇଛନ୍ତି ମନଗଢ଼ା…

ଭୁବନେଶ୍ୱର: ମହାଲିଙ୍ଗ ମମିତା ମେହେର ହତ୍ୟା ମାମଲାରେ ବିବୃତ୍ତି ରଖିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମମିତାଙ୍କ ମୃତ୍ୟୁରେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ହୋଇଥିବା କହିଛନ୍ତି ମନ୍ତ୍ରୀ । ପରିବାର କିଭଳି ଯନ୍ତ୍ରଣାରେ ଅଛି ମୁଁ ବୁଝିପାରୁଛି । ଆଇନ୍ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି…

ମମିତାଙ୍କୁ ନ୍ୟାୟ ଦେବା ପାଇଁ ନୁହେଁ,…

ଭୁବନେଶ୍ୱର : ଉତ୍ତରପ୍ରଦେଶର ଖେରୀ ହେଉ କି ହାଥରସ୍‌।  ଅପରାଧ ପରେ ଘଟଣାସ୍ଥଳରେ ବିରୋଧୀ ଦଳକୁ ମିଳେନି ଏଣ୍ଟ୍ରି। ନା ପୀଡିତାକୁ ନା ପୀଡିତାର ପରିବାରକୁ ଭେଟିବାକୁ ମିଳେ କାହାକୁ ଅନୁମତି। ଏପରିକି ଘଟଣାସ୍ଥଳକୁ ବି ବିରୋଧୀ ଦଳଙ୍କୁ ଯିବାକୁ ଅନୁମତି ମିଳେନି। ୧୪୪ ଧାରା ଲାଗୁ ସହ ଗଣମାଧ୍ୟମକୁ ମଧ୍ୟ…

ମମିତା ହତ୍ୟାକାଣ୍ଡ ମାମଲା: ଆଜି ମମିତା…

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ଛାନଭିନ ପାଇଁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମୀନତି ବେହେରାଙ୍କ ନେତୃତ୍ବରେ ଏକ ୪ଜଣିଆ ଟିମ ବଲାଙ୍ଗିରରେ ପହଞ୍ଚିଛନ୍ତି। ଶୁକ୍ରବାର ଅଧ୍ୟକ୍ଷା ଶ୍ରୀମତୀ ବେହେରା ଏସପି ନୀତିନ କୁଶଲକରଙ୍କୁ ଭେଟି ମାମଲାର ତଦନ୍ତ ବିଷୟରେ ଆଲୋଚନା କରିଥିଲେ।…