Browsing Tag

Mamata Banerjee

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା:…

କଲିକତା: ବିଦା ହେଲେ ପାର୍ଥ। ଶିକ୍ଷକ ନିଯୁକ୍ତି ଦୁର୍ନୀତିର ପ୍ରମାଣ ମିଳିବା ପରେ ମନ୍ତ୍ରୀ ପଦରୁ ପାର୍ଥ ଚାଟାର୍ଜୀଙ୍କୁ ବିଦା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପାର୍ଥ ମମତାଙ୍କ ମନ୍ତ୍ରୀମଣ୍ଡଳରେ ଉଦ୍ୟୋଗ ମନ୍ତ୍ରୀ ଥିଲେ । ଶିକ୍ଷକ ନିଯୁକ୍ତି ମାମଲାରେ ଦୁର୍ନୀତି କରିଥିବା ନେଇ…

ବଦଳିଲା ମମତାଙ୍କ ସ୍ବର, କହିଲେ ବିଜେପି…

ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ସ୍ଥିତି ମଜଭୁତ ହେବାରେ ଲାଗିଛି। ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରାଜନୈତିକ ଦଳଙ୍କ ସମର୍ଥନ ବଢ଼ିବାରେ ଲାଗିଛି। ପଞ୍ଜାବର…

ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହେଲା…

କୋଲକାତା : ପଶ୍ଚିମବଙ୍ଗର ସବୁ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ ମମତା ବାନାର୍ଜୀ । ରାଜ୍ୟପାଳ ଜଗଦୀପ ଧନଖଡଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସଞ୍ଚାଳିତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ। ଏ ସମ୍ପର୍କିତ ବିଲ୍ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ପାରିତ ହୋଇଛି । ତେବେ ଆଜି ବିଜେପି…

ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ କୋଭିଡ…

ନୂଆଦିଲ୍ଲୀ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି। Just came to know that our Brand Ambassador Shahrukh Khan has been detected covid positive. Pray…

ମମତାଙ୍କ କ୍ଯାବିନେଟରେ ଗୁରୁତ୍ୱପୂର୍ଣ୍ଣ…

କୋଲକାତା: ମମତାଙ୍କ ବଡ଼ ନିଷ୍ପତ୍ତି। ରାଜ୍ଯପାଳଙ୍କ ଦାୟିତ୍ବ ହ୍ରାସ କରିବା ପାଇଁ ପଶ୍ଚିମବଙ୍ଗ ବିଧାନସଭାରେ ଏନେଇ ଏକ ବିଲ ଆଣିବାକୁ ମମତା ବାନାର୍ଜୀ ଯୋଜନା କରିଛନ୍ତି । ରାଜ୍ୟପାଳଙ୍କ ସ୍ଥାନରେ ମୁଖ୍ଯମନ୍ତ୍ରୀ ସମସ୍ତ ବିଶ୍ୱ ବିଦ୍ୟାଳୟର କୁଳାଧିପତି ହେବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି…

ମମତାଙ୍କ ପୁତୁରା ଓ ବୋହୂଙ୍କୁ ଜେରା କରିବ…

କୋଲକାତା : ଦୁର୍ନୀତି ଏବଂ କୋଇଲା ଚୋରାଚାଲାଣ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଓ ତାଙ୍କ ବୋହୂ ରୁଜିରାଙ୍କୁ ଜେରା କରିବାକୁ ସୁପ୍ରିମକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଅନୁମତି ଦେଇଛନ୍ତି। ୨୪ ଘଣ୍ଟା ପୂର୍ବରୁ ନୋଟିସ୍‌ ଦେଇ ଦିଲ୍ଲୀ…

ଦିଦିଙ୍କ ବିଜେପି ହଟାଅ ରଣନୀତି, କହିଲେ…

ନୂଆଦିଲ୍ଲୀ : ଏଣିକି କେବଳ ବେଙ୍ଗଲରେ ନୁହେଁ ଦିଲ୍ଲୀରେ ରାଜନୈତିକ ପତିଆରା ଦେଖାଇବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏଥିପାଇଁ ମିଶନ-୨୪ରେ ଆଗେଇ ଚାଲିଛନ୍ତି ମମତା। ଗତକିଛି ତଳେ ଦିଲ୍ଲୀରେ ଡେରା ପକାଇ ବିଜେପି ବିପକ୍ଷରେ ସ୍ୱତନ୍ତ୍ର ରଣନିତୀ ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିବା ମମତା…

ଦିଦିଙ୍କ ଭବାନୀପୁର ବିଜୟ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ସୁପ୍ରିମୋ ମମତା ବାନାର୍ଜୀଙ୍କ ମହାବିଜୟ। ଭବାନୀପୁର ଉପନିର୍ବାଚନରେ ମମତା ବାନାର୍ଜୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରେୱାଲଙ୍କ ପରାସ୍ତ କରିଛନ୍ତି। ପ୍ରିୟଙ୍କାଙ୍କୁ ୫୮ ହଜାର ୮୩୨ ଭୋଟରେ ମାତ୍‌ ଦେଇ ମମତା ଭବାନୀପୁରରୁ ମହାବିଜୟ…

ଯୋଗୀ ସରକାରଙ୍କ ଅଜବ ବିଜ୍ଞାପନ; ୟୁପି…

ଲକ୍ଷ୍ନୌ: ବିକାଶ ନାମରେ ମିଠା ମିଠା ଛବି ଦେଖାଇ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରାଯାଉଛି। ବିକାଶକୁ ଆଧାର କରି ନିର୍ବାଚନ ବୈତରଣୀ ପାର ହେବା ଏବେ ଅଧିକାଂଶ ରାଜନୈତିକ ଦଳର ଉଦ୍ଦେଶ୍ୟ। ସରକାରଙ୍କ ଦ୍ୱାରା କରାଯାଇଥିବା ବିକାଶକୁ ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଦେଖାଇବା ନେଇ ରାଜ୍ୟ ରାଜ୍ୟ ମଧ୍ୟରେ…

କୋଲକାତାର ଭବାନୀପୁର ଆସନରୁ ଲଢିବେ ମମତା…

କୋଲକାତା: ବାକି ଥିବା ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ । ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ସହ ପିପିଲି ପାଇଁ ଏକାସଙ୍ଗରେ ତାରିଖ ଘୋଷଣା କରାଯାଇଛି । ସେପଟେ ଉପନିର୍ବାଚନ ତାରିଖ ଘୋଷଣା ପରେ ତୃଣମୂଳ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।…