ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Malakangiri

ମାଓବାଦୀଙ୍କ ବର୍ବରକାଣ୍ଡ; ପୋଲିସ ଇନଫରମର…

ମାଲକାନଗିରି: ମାଲକାନଗିରିରେ ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ ଇନଫରମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ଦୁଇ ଜଣ ହେଲେ କାୟର ଦୁଲେଡ ଗ୍ରାମର ସୋଡ଼ି ହୁଙ୍ଗା ଏବଂ ମଦବୀ ନନ୍ଦା । ଛତିଶଗଡ ସୁକୁମା ଜିଲ୍ଲା ଦୁଲେଡ ଗାଁରେ ମାଓବାଦୀ ଘଟାଇଛନ୍ତି ଏହି ହତ୍ୟାକାଣ୍ଡ ।…

ମାଲକାନଗିରି ପୋଲିସ କବଜାରେ ଆନ୍ତଃରାଜ୍ୟ…

ମାଲକାନଗିରି: ପୋଲିସ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ । କାଲିମେଳାରୁ ଜବତ ହେଲା ଧଳା ଜହର ଓ ଗଞ୍ଜେଇ । ଗଞ୍ଜେଇ ଧରିବାବେଳେ ଖୋଲିଲା ଡ୍ରଗ୍ସ କାରବାରର ଗୁମର । କାଲିମେଳା NH 326ରେ ଯାଞ୍ଚବେଳେ ଡ୍ରଗ୍ସ କାରବାରରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ପାଟ୍ରୋଲିଂ ବେଳେ ୩୨୬ ନଂ ଜାତୀୟ…

ମାଲକାନଗିରିରେ କମ୍ବିଂ ଅପରେସନବେଳେ…

ମାଲକାନଗିରି: ମାଲକାନଗିରି ଜଙ୍ଗଲରେ ବିଏସଏଫର କମ୍ବିଂ ଅପରେସନ ବେଳେ ମାଓ ମାଓ କ୍ୟାମ୍ପ ଠାବ ହୋଇଛି । କାଲିମେଳା ଥାନା ଅନ୍ତର୍ଗତ ଭେଜାଙ୍ଗିୱାଡାରେ ମୁତୟନ ଥିବା 142 ବାଟାଲିଆନର ବିଏସଏଫ ଯବାନମାନେ ଆମପଦର ଏଲକାନୁର ଓ ବଦଲିଗୁଡା ଜଙ୍ଗଲରେ କୁମିଂ ଅପରେସନ କରିବା ଲାଗି ଯାଇଥିବା ବେଳେ ନକ୍ସଲ ପନ୍ଥିଙ୍କ…

ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀ…

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ । ମାଓବାଦୀଙ୍କ ଗୁଳିରେ ୩ ଯବାନ ସହିଦ ହୋଇଥିବା ନେଇ ସୂଚନା ମିଳିଛି । ଗୁଳିମାଡରେ ୨ଜଣ ଯବାନ ଗୁରୁତର ମଧ୍ୟ ହୋଇଛନ୍ତି । ମାଓବାଦୀଙ୍କ ଆମ୍ବୁସରେ ଯବାନମାନେ ଫସି ଯାଇଥିବା ଜଣାପଡିଛି । ସହିଦ ହୋଇଥିବା ୩…

ପିଅନର ଟାଙ୍ଗିଆ ଚୋଟରେ ଗୁରୁଜୀ ମୃତ,…

ମାଲକାନଗିରି: ପିଅନର ଟାଙ୍ଗିଆ ଚୋଟରେ ଗୁରୁଜୀ ମୃତ । ଏଭଳି ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟରେ । ପିଅନ ନରେଶ କ୍ଷତ୍ରିୟଙ୍କ ଟାଙ୍ଗିଆ ଚୋଟରେ ଗୁରୁଜୀ ନିରାକାର ସେଠୀ ମୃତୁ ବରଣ କରିଛନ୍ତି । ଅଭିଯୁକ୍ତ ନରେଶ କ୍ଷତ୍ରିୟଙ୍କୁ ପୋଲିସ…

ଟ୍ରକ୍ -ବାଇକ୍ ମୁହାଁମୁହିଁ ଧକ୍କା: ଦୁଇ…

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ ଅନ୍ତର୍ଗତ ଏମଭି -୩୬ ମୁଖ୍ୟ ରାସ୍ତାରେ ଟ୍ରକ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ଯୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନାରୁ ଜଣାପଡିଛି ଯେ, ଏକ ଟ୍ରକ ମାଲକାନଗିରିରୁ ବାଲିମେଳା…

ମାଲକାନଗିରିରେ ପ୍ରବଳ ବର୍ଷା :…

ମାଲକାନଗିରି: ଲଗାଣ ବର୍ଷା ପରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ବୁଡିଛି କୋରକୋଣ୍ଡା ପୋଲ । ବ୍ରିଜ୍ ଉପରେ ୩-୪ ଫୁଟ ଉଚ୍ଚତାରେ ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ମାଲକାନଗିରିରୁ ବାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପୋଲର ଉଭୟ ପାର୍ଶ୍ଵରେ…

ମାଲକାନଗିରିରେ ପୋଲିସ ଡିଜି ଅଭୟଙ୍କ…

ମାଲକାନଗିରି: ମାଲକାନଗିରି ଗସ୍ତରେ ଡିଜିପି ଅଭୟ । ମାଲକାନଗିରି ଜିଲ୍ଲା ଟେମୁରପାଲି ମାଓପ୍ରବଣ ଅଞ୍ଚଳ, ମାଲକାନଗିରି ବିଏସଏଫ କ୍ୟାମ୍ପ, ଜିଲ୍ଲା ପୁଲିସ କାର୍ଯ୍ୟଳୟ ପରିଦର୍ଶନ କରି ମାଓ ସମସ୍ୟା ସମ୍ପର୍କରେ ଉଚ୍ଚ ପୁଲିସ ଅଧିକାରୀଙ୍କ ସହ ସମୀକ୍ଷା କଲେ ଡିଜିପି। ଏହି ଅବସରରେ ପୋଲିସ ଡିଜି ଅଭୟଙ୍କ…

କଇଁଛ ଚୋରା ଚାଲାଣ: ବନ ବିଭାଗର ଚଢାଉ,…

କାଲିମେଳା: ଆଗରୁ ବିଭିନ୍ନ ଜିନିଷ ଚୋରା ଚାଲାଣ ହେଉଥିବ ବେଳେ ଏବେ କଇଁଚ ଚୋରା ଚାଲାଣ ହେଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ରେ ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କଇଁଛ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ୍‌ କରାଯାଇଛି। ଚଡ଼ାଉ ସମୟରେ ଚାଲାଣକାରୀଙ୍କ ଠାରୁ ୧୫୦ଟି ଜୀଅନ୍ତା କଇଁଛ ଉଦ୍ଧାର…

ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ…

ମାଲକାନଗିରି : ପୋଲିସ ଗୁଳିରେ ଟଳିଲା ଜଣେ ଦୁର୍ଦାନ୍ତ ମାଓବାଦୀର ମୁଣ୍ଡ । ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ପୁଲିସ ପ୍ରଚୁର ପରିମାଣର ମାଓ ସାମଗ୍ରୀ ଯେପରି ବିସ୍ଫୋରକ, ଗୋଟିଏ…