ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Make in Odisha

ଏମ୍‌‌ଏସ୍‌‌ଏମ୍‌‌ଇ କ୍ଷେତ୍ର ପାଇଁ ରାଜ୍ୟ…

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌‌ଏସ୍‌‌ଏମ୍‌‌ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍‌‌ ମିନିଷ୍ଟର୍ସ ସ୍କିମ୍‌‌ ଫର ରିମ୍ବର୍ସମେଣ୍ଟ ଅଫ୍‌‌ ଇଣ୍ଟ୍ରେଷ୍ଟ ଟୁ ଏମ୍‌‌ଏସ୍‌‌ଏମଇ (ସିଏମ୍‌‌-ଏସ୍‌‌ଆରଆଇଏମ୍‌‌) ଯୋଜନା। ଏହି ଯୋଜନା…

ପୁଞ୍ଜି ଆଣିବାରେ ବଡ଼ ରାଜ୍ୟକୁ ପଛରେ…

ଭୁବନେଶ୍ୱର: ପୁଞ୍ଜିପତିଙ୍କୁ ଆକୃଷ୍ଠ କରିବା ଏବଂ ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟାନ୍ୱୟନ ଦିଗରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଓଡ଼ିଶା। ପୁଞ୍ଜି ଆଣିବାରେ ଓଡ଼ିଶା ଏବେ ଗୋଟିଏ ପରେ ଗୋଟିଏ ବଡ଼ ରାଜ୍ୟକୁ ପଛରେ ପକାଇବା ଆରମ୍ଭ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଜାରି ରିପୋର୍ଟ…

‘ମେକ୍‌‌ ଇନ୍‌‌ ଓଡ଼ିଶା’ର ତୃତୀୟ…

ଭୁବନେଶ୍ୱର: ‘ମେକ୍‌‌ ଇନ୍‌‌ ଓଡ଼ିଶା’ର ତୃତୀୟ ସଂସ୍କରଣରେ ଓଡ଼ିଶାରେ ନିବେଶ ନିମନ୍ତେ ଦେଶ ବିଦେଶରୁ ଅନେକ ପ୍ରସ୍ତାବ ମିଳିଛି। ପ୍ରାୟ ୧୦ଲକ୍ଷ କୋଟିରୁ ଊର୍ଦ୍ଧ୍ବ ନିବେଶ ନିମନ୍ତେ ବିଭିନ୍ନ ନିବେଶକ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜ୍ୟରେ ଶିଳ୍ପାୟନକୁ ଆହୁରି ଗତିଶୀଳ କରିବା ନିମନ୍ତେ ଶିଳ୍ପ ବିଭାଗ…

‘ଓଡ଼ିଶା ଆଇଟିହବ୍‌’ ସ୍ବପ୍ନକୁ ବୁଷ୍ଟର…

ଭୁବନେଶ୍ବର : ପୂର୍ବ ଭାରତରେ ଓଡ଼ିଶାକୁ ପ୍ରମୁଖ ଆଇଟି ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଚଳାଇଥିବା ଉଦ୍ୟମ ଧିରେ ଧିରେ ସାକାର ହେବାରେ ଲାଗିଛି। ସୂଚନାପ୍ରଯୁକ୍ତି କ୍ଷେତ୍ରର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ନୂଆ ଆଇଟି ନୀତି ଏ କ୍ଷେତ୍ରରେ ସହାୟକ ହୋଇଛି। ଦକ୍ଷ ମାନବ ସମ୍ବଳ, ସରଳ ଶିଳ୍ପନୀତି ଆଇଟି…

ଅନୁଗୋଳରେ ଜିନ୍ଦଲ ନିର୍ମାଣ କରୁଛି…

ଭୁବନେଶ୍ୱର : ଅନୁଗୋଳରେ ବିଶ୍ବର ସର୍ବବୃହତ୍ତ ଇସ୍ପାତ କାରଖାନା ନିର୍ମାଣ କରୁଛି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର। ସେଠାରେ କମ୍ପାନୀ ଏକ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପାଇଁ କାମ ଆରମ୍ଭ କରିଥିବା ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୨୨ରେ ସୂଚନା ଦେଇଛନ୍ତି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ…

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୨ :…

ଭୁବନେଶ୍ୱର: ଶେଷ ହୋଇଛି ଶିଳ୍ପ ମହାକୁମ୍ଭ ‘ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌-୨୦୨୨’। ସଫଳ ହୋଇଛି ଏହି ବୃହତ୍‌ ନିବେଶକ ସମ୍ମିଳନୀ। କନକ୍ଲେଭ୍‌କୁ ନିବେଶଙ୍କ ଆଡୁ ମିଳିଛି ଆଶାତୀତ ପ୍ରତିକ୍ରିୟା। ମେକ୍‌ ଇନ୍‌ ଓଡିଶା କନକ୍ଲେଭ୍‌ର ଏହି ତୃତୀୟ ସଂସ୍କରଣରେ ରାଜ୍ୟ ସରକାରଙ୍କୁ ସର୍ବମୋଟ ସାଢ଼େ ଦଶ ଲକ୍ଷ…

ଓଡ଼ିଶାରେ ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ…

ଭୁବନେଶ୍ୱର: ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୨୨ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଅନେକ ନିବେଶ ଏବଂ ନିଯୁକ୍ତି ସୃଷ୍ଟି କରିବ। ଏହି ବିଶ୍ୱସ୍ତରୀୟ ସମାବେଶରେ ବିଶ୍ୱର କୋଣ ଅନୁକୋଣରୁ ନିବେଶକମାନେ ଯୋଗଦେଇଥିଲେ। ଏହି ଅବସରରେ ରେଲଟେଲ, ଇଣ୍ଟେଲ, ଆଡୋବେ, ଓରାକେଲ,…

ମା’ମାନଙ୍କ ସଶକ୍ତିକରଣ ବିନା ଦେଶ ଆଗକୁ…

ଭୁବନେଶ୍ୱର: ମହିଳା ସଶକ୍ତିକରଣ କ୍ଷେତ୍ରରେ ସମଗ୍ର ଦେଶ ପାଇଁ ଉଦାହରଣ ସୃଷ୍ଟି କରିଛି ଓଡ଼ିଶାର ମିଶନ ଶକ୍ତି। ସବୁ ସଫଳତା ସତ୍ତ୍ବେ ଏହାକୁ ଆହୁରି ଦୃଢ଼ ଓ ଶକ୍ତିଶାଳୀ କରାଇ ନୂଆ କୀର୍ତ୍ତିମାନ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ଏହି କ୍ରମରେ ମିଶନ ଶକ୍ତି…

ନିବେଶକଙ୍କ ପସନ୍ଦ ଓଡ଼ିଶା, ମେକ୍ ଇନ୍…

ଭୁବନେଶ୍ବର : ଓଡ଼ିଶାର ସାମର୍ଥ୍ୟ ହେଉଛି ଏହାର ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ ଓ ସ୍ଥିର ସରକାର । ଏଥିପାଇଁ ଓଡ଼ିଶା ଏବେ ନିବେଶ ଓ ଶିଳ୍ପ କ୍ଷେତ୍ରରେ ଦେଶର ଏକ ପସନ୍ଦଯୋଗ୍ୟ କେନ୍ଦ୍ରରେ ପରିଣତ ହୋଇଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଭୁବନେଶ୍ବରରେ…

ଘୋଷଣା ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ନୀତି…

ଭୁବନେଶ୍ବର : ଭୁବନେଶ୍ବରରେ ଚାଲିଥିବା ମେକ୍‌ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନ ଅର୍ଥାତ ଉଦଯାପନୀ ଦିବସରେ ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସ୍ୟୁଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ…