ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mahendra Singh Dhoni

ନୂଆ ‘ରୋଲ’ରେ ନଜର ଆସିବେ…

ନୂଆଦିଲ୍ଲୀ: ନୂଆ ରୋଲରେ ନଜର ଆସିବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜିନ୍ ସହିତ ନୂଆ ରୋଲରେ ଧୋନୀଙ୍କୁ ଦେଖିବାକୁ ମିଳିବ ବୋଲି ଧୋନୀ ନିଜର ଫେସବୁକ୍ ପୋଷ୍ଟରେ  ସୂଚନା ଦେଇଛନ୍ତି । ତେବେ ସେ କେଉଁ ନୂଆ ରୋଲରେ ନଜର ଆସିବେ ସେ ନେଇ କୌଣସି ସ୍ପଷ୍ଟ ସୂଚନା…

୪୨ ବର୍ଷରେ ପାଦ ଥାପିଲେ କ୍ୟାପ୍ଟେନ୍‌…

ମୁମ୍ୱାଇ: ଭାରତୀୟ କ୍ରିକେଟ ଟିମ୍‌ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଆଜି ହେଉଛି ତାଙ୍କ ୪୨ତମ ଜନ୍ମଦିନ । ଜନ୍ମଦିନ ଅବସରରେ ମାହିଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନେକ ପୂର୍ବତନ ଖେଳାଳି ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ।…

ଆଇପିଏଲରୁ ଅବସର ନେବେକି ଧୋନୀ ? କାଲି…

ନୂଆଦିଲ୍ଲୀ : ଆଇପିଏଲରୁ ଶେଷ ହୋଇଯିବ ଧୋନୀ ଯୁଗ। ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦ ଛାଡିଥିବା ଧୋନୀ ପୁରା ଆଇପିଏଲରୁ ସନ୍ୟାସ ନେଇପାରନ୍ତି। ଏନେଇ କାଲି ସେ ବଡ଼ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି। ସମଗ୍ର ବିଶ୍ବରେ ଟିମ୍…

ଧୋନୀ ଚେନ୍ନାଇ ଅଧିନାୟକ ପଦ ଛାଡିବା ପରେ…

ମୁମ୍ବଇ : ଆଇପିଏଲର ୨୦୨୨ ସଂସ୍କରଣ ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ। ଆଜି ଚେନ୍ନାଇ ସୁପର କିଙ୍ଗର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ମହେନ୍ଦ୍ର ସିଂ ଧୋନୀ । ଏଥିସହିତ ନେତୃତ୍ବ ଭାର ଟିମର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି ।…

ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ବଦଳି…

ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନୀ  ୨୦୦୮ ମସିହାରେ (ଦିନିକିଆ) ଭାରତୀୟ ଦଳର  ଅଧିନାୟକତ୍ୱ ଗ୍ରହଣ କରିଥିଲେ। ଯେତେବେଳେ ଧୋନୀ ଦଳର ଅଧିନାୟକତ୍ୱ ଗ୍ରହଣ କଲେ, ସେତେବେଳେ ତାଙ୍କୁ ଅନେକ ଚ୍ୟାଲେଞ୍ଜ ରହିଥିଲା।  ଯେପରିକି ଯୁବକମାନଙ୍କୁ ସୁଯୋଗ ଦେବା ଏବଂ ଭବିଷ୍ୟତ ପାଇଁ ଦଳ ଗଠନ କରିବା । ସେହି ସମସ୍ତ…

କ୍ରିକେଟ ପରେ ଏବେ ସଫଳ ଗୋପାଳକ ଧୋନୀ

ନୂଆଦିଲ୍ଲୀ: ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟରୁ ସଫଳ ଅଧିନାୟକ ଭାବେ ଅବସର ନେବା ପରେ ଏବେ କୃଷି ଏବଂ ଗୋପାଳନ ଦିଗରେ ସଫଳତା ଅର୍ଜନ କରିଛନ୍ତି ମହେନ୍ଦ୍ର ସିଂହ ଧୋନୀ। ରାଞ୍ଚି ସ୍ଥିତ ବିର୍ସା କୃଷି ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କୃଷି ମେଳାରେ ଧୋନୀଙ୍କୁ ପୂର୍ବ ଭାରତର ସର୍ବଶ୍ରେଷ୍ଠ ଗୋପାଳକ ଭାବେ…