ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Maharastra

ମହାରାଷ୍ଟ୍ର ରାଜନୀତି: ଏକନାଥ ସିନ୍ଦେ…

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ। ସିନ୍ଦେଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ ଭଗତ ସିଂ କୋସିୟାରୀ। ସେହିପରି ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।…

ଉଦ୍ଧବ ଠାକରେଙ୍କୁ ବିଦ୍ରୋହୀ ବିଧାୟକଙ୍କ…

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଛି ରାଜନୈତିକ ହାଇଡ୍ରାମା। ଉଦ୍ଧବ ଠାକରେ ଗତକାଲି ଫେସବୁକରେ ଲାଇଭ କରି ବିଦ୍ରୋହୀଙ୍କୁ ସାମ୍ନାସାମ୍ନି ଆସି ଆଲୋଚନ କରିଥିବା କହିଥିଲେ। ଏପରି ପରିସ୍ଥିତିରେ ଏକନାଥ ସିନ୍ଦେଙ୍କ କ୍ୟାମ୍ପରୁ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଛନ୍ତି ଅସନ୍ତୁଷ୍ଟ ବିଧାୟକ । ରାଜ୍ୟସଭା ନିର୍ବାଚନ…

ପତନାଭିମୁଖୀ ମହାଅଘାଡ଼ି ସରକାର, ଇସ୍ତଫା…

ମୁମ୍ବାଇ : ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ବିରୋଧରେ ଉଠିଥିବା ବିଦ୍ରୋହ ମହାଅଘାଡି ସରକାରର ପତନର କାରଣ ହେବାକୁ ଯାଉଛି। ଗତ ଦୁଇ ଦିନର ଘଟଣାକ୍ରମକୁ ନେଇ ବିଚଳିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଥିଲେ ହେଁ ନିଜ ସରକାରର ପତନ…

ମହାରାଷ୍ଟ୍ରରେ ରାଜନୈତିକ ମହାଡ୍ରାମା:…

ମୁମ୍ବାଇ: ରୋଚକ ମୋଡ ନେବାରେ ଲାଗିଛି ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ମହାଡ୍ରାମା । ଆଜି ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦଳୀୟ ବିଧାୟକଙ୍କୁ ଚରମ ଚେତାବନୀ ଦେଇଛନ୍ତି । ଆଜି ସନ୍ଧ୍ଯାରେ ହେବାକୁ ଥିବା ବୈଠକରେ ସମସ୍ତ ଦଳୀୟ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କଡା ନିର୍ଦ୍ଦେଶ…

ବ୍ରିଜ୍ ତଳକୁ କାର୍ ଖସି ବିଧାୟକଙ୍କ ପୁଅ…

ମୁମ୍ବାଇ: ମହାରାଷ୍ଟ୍ରର ବର୍ଦ୍ଧା ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହଙ୍ଗଦେଲଙ୍କ ପୁଅ ଅଭିଷେକଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ୩୦ ମିନିଟରେ ଓ୍ବାର୍ଦ୍ଧାର ସେଲସୁରାଠାରେ ଏକ ଦ୍ରୁତ ଗତିରେ…

ମନି ଲଣ୍ଡରିଂ ମାମଲା: ମହାରାଷ୍ଟ୍ରର…

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଦେଶମୁଖଙ୍କୁ ଅଧିକ ୯ ଦିନ ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଦେଶମୁଖଙ୍କୁ ବିଚାର ବିଭାଗୀୟ…

ବିଧାନସଭାରେ ହଟ୍ଟଗୋଳ କରି ୧୨ ବିଜେପି…

ଆଜିଠାରୁ ଆରମ୍ଭ ହୋଇଛି ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ । ମାତ୍ର ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ବିଜେପିର ସଦସ୍ୟମାନେ ଗୃହକୁ ଅଚଳ କରିଦେଇଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ହଟ୍ଟଗୋଳ ଓ ବାଚସ୍ପତିଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ୧୨ ଜଣ ବିଜେପି ବିଧାୟକଙ୍କୁ ୧ ବର୍ଷ ପାଇଁ ନିଲମ୍ବିତ…

ନାଳ ସଫା ନ ହୋଇଥିବାରୁ ରାଗିଗଲେ ଶିବସେନା…

ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦିଲ୍ଲୀପ ଲାଣ୍ଡେଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଜଣେ ଠିକାଦାରକୁ ଅଳିଆ ଗଦା ଉପରେ ବସାଇବା ଏବଂ ଡ୍ରେନ୍ ସଠିକ୍ ପରିଷ୍କାର ନହେଲେ ଏହା ଉପରେ ଅଳିଆ ଫିଙ୍ଗିଥିବାର ଦେଖାଯାଉଛି ।ସୂଚନାନୁଯାୟୀ, ଚାନ୍ଦିବାଲୀ…

ମୁମ୍ବାଇ ଆଶିଆନା ଟାୱାରରେ ଭୟାବହ…

ମୁମ୍ବାଇ : ମୁମ୍ବାଇ ଓସିୱାରା ଅଞ୍ଚଳରେ ଥିବା ଆଶିଆନା ଟାୱାରରେ ଆଜି ସକାଳ ୮ଟାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅନେକ ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଲାଗିଛନ୍ତି । ଅଗ୍ନିକାଣ୍ଡରେ କେହି ଆହତ ହୋଇନାହାଁନ୍ତି ବୋଲି ସୂଚନାରୁ ଜଣାପଡିଛି । ତେବେ ଅଗ୍ନିକାଣ୍ଡର କାରଣ…

ରେକର୍ଡ ସ୍ତରରେ ପେଟ୍ରୋଲ ଦାମ୍, ଦେଶରେ…

ଏପଟେ ମହାମାରୀ କରୋନା ଦାଉ ସାଧୁଥିବାବେଳେ ସେପଟେ ପେଟ୍ରୋଲ ଦର ଲୋକଙ୍କୁ ଆହୁରି ହନ୍ତସନ୍ତ କରୁଛି । ପେଟ୍ରୋଲର ମହଙ୍ଗା ଦର ଲୋକଙ୍କ ଆଖିରୁ ନିଦ ହଜେଇ ସାରିଲାଣି । କେତେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ପାର କରିଥିବା ବେଳେ ଆଉ କେତେକ ସହରରେ ୯୫, ୯୭ରେ ରହିଛି। ଦେଶର ଆର୍ଥିକ ରାଜଧାନୀ…