Browsing Tag

Maharashtra

ହଠାତ ରାସ୍ତାଫଟାଇ ତଳୁ ବିସ୍ଫୋରଣ ହେଲା…

ମହାରାଷ୍ଟ୍ର: ମହାରାଷ୍ଟ୍ରର ଯୁବତମାଲ ଜିଲ୍ଲା ବିଦର୍ଭ ହାଉସିଂ ସୋସାଇଟିରେ ଏକ ପାଣିପାଇଲାଇନ୍ ବିସ୍ଫୋରଣ ଦେଖିବାକୁ ମିଳିଛି। ଏହି ବିସ୍ଫୋରଣର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ…

ସେଲ୍ଫି ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ…

ମୁମ୍ବାଇ: ସୋମବାର ଦିନ ମୁମ୍ବାଇର ଚେମ୍ବୁରଠାରେ ଏକ କନସର୍ଟ ଚାଲିଥିବାବେଳେ ସେଲ୍ଫି ନେବା ପାଇଁ କଣ୍ଠଶିଳ୍ପୀ ସୋନୁ ନିଗମଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ସୋନୁଙ୍କ ଟିମ୍‌ ସହ ମଧ୍ୟ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୋଲିସ୍‌ ‌ଷ୍ଟେସନ୍‌ରେ ପହଞ୍ଚିଛନ୍ତି…

ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ…

ମୁମ୍ବାଇ: ସମସ୍ତ ପ୍ରକାର ରାଜନୈତିକ ଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ସମସ୍ତ ଦାୟିତ୍ୱରୁ ମୁକ୍ତି ଦେବା ପାଇଁ ନିବେଦନ…

ମୁମ୍ବାଇର ମଲାଡରେ ଥିବା ଏକ ୨୧ ମହଲା…

ମୁମ୍ବାଇ: ମୁମ୍ବାଇର ମଲାଡରେ ଥିବା ଏକ ୨୧ ମହଲା ବିଲିଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ଭୀଷଣ ନିଆଁରେ ହୁତହୁତ ହୋଇ ଜଳୁଛି ବିଲିଡିଂର ତୃତୀୟ ମହଲା । ମୁମ୍ବାଇ ମଲାଡରେ ଥିବା ଜନକଲ୍ୟାଣ ନଗରର ଏକ ବହୁତଳ କୋଠାରେ ଲାଗିଛି ଭୟଙ୍କର ନିଆଁ । ଖବର ପାଇଁ ଅଗ୍ନିଶମ ବାହିନୀର ୪ଟି ଗାଡି ଘଟଣାସ୍ଥଳରେ ନିୟୋଜିତ ହୋଇ…

ଶିବସେନାର ଦୁଇ ଗୋଷ୍ଠୀଙ୍କ ନୂଆ ନାଁ ଦେଲେ…

ମୁମ୍ବଇ: ଆଗାମୀ ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ଶିବସେନାର ଦୁଇଟି ଦଳର ନାମ ଏବଂ ପ୍ରତୀକ ଉପରେ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛନ୍ତି।  ଶିବସେନା ଉଦ୍ଧବ ଠାକରେଙ୍କ ଗୋଷ୍ଠୀଙ୍କୁ ମଶାଲ ଚିହ୍ନ ମିଳିଛି। ଉଦ୍ଧବ ଗୋଷ୍ଠୀଙ୍କୁ ଶିବସେନା ଉଦ୍ଧବ ବାଲାସାହେବ ଠାକରେଙ୍କ ନାମ ମିଳିଥିବା ବେଳେ ଅନ୍ୟ ପଟେ…

କଂଟେନରକୁ ଧକ୍କା ଦେବା ପରେ ଜଳିଗଲା…

ମୁମ୍ବାଇ: ମହାରାଷ୍ଟ୍ର ନାସିକରେ ଭୟଙ୍କର ବସ୍ ଦୁର୍ଘଟଣା। ଦୁର୍ଘଟଣା ପରେ ଯାତ୍ରୀବାହୀ ବସରେ ଭୟାବହ ଅଗ୍ନିକାଣ୍ଡ। ବସରେ ନିଆଁ ଲାଗି ୧୧ ଜଣ ଜୀବନ୍ତ ଜଳିଯାଇଥିବାବେଳେ ପ୍ରାୟ ୩୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ କରିବାକୁ ହସ୍ପିଟାଲ ନିଆଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବା…

ଦେଶର ସବୁଠୁ ବଡ଼ ରେଡ୍, ବ୍ୟବସାୟୀଙ୍କ…

ମୁମ୍ବାଇ: ବ୍ୟବସାୟୀଙ୍କ ଘରେ ଟଙ୍କାର ପାହାଡ । ଯୁଆଡେ ଚାହିଁଲେ ସିଆଡେ ଖାଲି ଟଙ୍କା ଆଉ ଟଙ୍କା । ଖୋଦ ଆୟକର ବିଭାଗ ଅଧିକାରୀ ଏତେ ପରିମାଣର ଟଙ୍କା ଦେଖି ଜଳକା । କୋଟିଏ କି ଦୁଇ କୋଟି ନୁହେଁ ଆୟକର ବିଭାଗକୁ ମିଳିଛି ନଗଦ ୫୮ କୋଟି ଟଙ୍କା ଏବଂ ୩୨ କେଜି ସୁନା ଗହଣା । ଏହାସହିତ ପ୍ରାୟ ୩୯୦ କୋଟି ଟଙ୍କାର…

ବିଜେପି ଓ ସିନ୍ଦେ ଗୋଷ୍ଠୀଙ୍କୁ ଉଦ୍ଧବ…

ମୁମ୍ବାଇ: ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ପରେ ଶିବସେନା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିବା ସହ କହିଛନ୍ତି କି, ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି ବିଜେପି । ଏହାସହ ଉଦ୍ଧବ ଉଭୟ ବିଜେପି ଓ…

ଆଜି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା…

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା। ଏହାପୂର୍ବରୁ ଗତକାଲି ହୋଇଥିବା ବାଚସ୍ପତି ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ବିଜୟୀ ହୋଇଥିଲା ବେଳେ ଆଜି ସିନ୍ଦେ ସରକାର ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁମତ ସାବ୍ୟସ୍ତ କରିବା…

ରାହୁଲ୍‌ ନ‌ର୍ବେକର୍‌ ମହାରାଷ୍ଟ୍ର…

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ ନିମନ୍ତେ ମତଦାନ ଆରମ୍ଭ ହୋଇଥିଲା। ବାଚସ୍ପତି ପଦ ନିମନ୍ତେ ‘ସେନା’ ବିଧାୟକ ତଥା ଉଦ୍ଧବ ଠାକ୍‌ରେଙ୍କ ଅନୁଗାମୀ ରାଜନ ସାଲ୍‌ୱି ‘ଶିବସେନା-ଏନ୍‌ସିପି-କଂଗ୍ରେସ’ର ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିଲେ ୪୫ ବର୍ଷିୟ…