ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Maharashtra Politics

ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍:…

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ଏନସିପିରେ ବିଦ୍ରୋହ ପରେ ଶରଦ ପାଓ୍ୱାର ଓ ଅଜିତ ପାଓ୍ୱାରଙ୍କ ମଧ୍ୟରେ ବୈଠକ ହୋଇଥିବା ଜଣାପଡ଼ିଛି । ବିଦ୍ରୋହର ୧୪ ଦିନ ପରେ ଡାକିଲେ ଦଳର ବରିଷ୍ଠ ନେତାଙ୍କ ବୈଠକ । ଓ୍ବାଇ ବି ଚୌହାନ୍ ସେଣ୍ଟରରେ ଏନସିପିର ସବୁ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଶରଦ…

ଅଜିତ ପୱାରଙ୍କୁ ଝଟକା, ଏନ୍‌ସିପି…

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ଲାଗିଛି ବଡ ଝଟକା । ଗତକାଲି ଶପଥଗ୍ରହଣ ଉତ୍ସବରେ ହୋଇଥିଲେ ସାମିଲ, ଆଜି ପୁଣି ଫେରିଲେ ଶରଦଙ୍କ କ୍ୟାମ୍ପକୁ । ମାତ୍ର ଶପଥଗ୍ରହଣକୁ ୨୪ ଘଣ୍ଟା ନପୂରୁଣୁ ଏନସିପି ସାଂସଦ ଅମୋଲ କୋହ୍ଲେ ପଟ୍ଟ ପରିବର୍ତ୍ତନ କରି ପୁଣିଥରେ ୟୁ-ଟର୍ନ କରିଛନ୍ତି ଏବଂ…

ମହାରାଷ୍ଟ୍ର ରାଜନୀତିରେ ହଲଚଲ୍; ଡ଼େପୁଟି…

ମହାରାଷ୍ଟ୍ର: ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ୍ । ମହାରାଷ୍ଟ୍ରର ଡ଼େପୁଟି ସିଏମ ଭାବେ ଶପଥ ନେଲେ ଅଜିତ୍ ପାଓ୍ବାର । ବିଧାନସଭାର ବିରୋଧୀ ଦଳ ନେତା ତଥା ଏନସିପି ହେଭିୱେଟ ଅଜିତ୍ ପାଓ୍ୱାର ମହାରାଷ୍ଟ୍ର ସରକାରରେ ସାମିଲ ହେବା ସହ ବିରୋଧୀ ଦଳ ପଦ ଛାଡି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ…

ବିଜେପି ଓ ସିନ୍ଦେ ଗୋଷ୍ଠୀଙ୍କୁ ଉଦ୍ଧବ…

ମୁମ୍ବାଇ: ଏକନାଥ ସିନ୍ଦେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ପରେ ଶିବସେନା ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିବା ସହ କହିଛନ୍ତି କି, ଶିବସେନାକୁ ଶେଷ କରିଦେବାକୁ ଚାହୁଁଛି ବିଜେପି । ଏହାସହ ଉଦ୍ଧବ ଉଭୟ ବିଜେପି ଓ…

ଆଜି ମହାରାଷ୍ଟ୍ର ବିଧାନସଭାରେ ସଂଖ୍ୟା…

ମୁମ୍ବାଇ : ଆଜି ମହାରାଷ୍ଟ୍ର ବିଧାନସଭାରେ ହେବ ଶକ୍ତି ପରୀକ୍ଷା। ଏହାପୂର୍ବରୁ ଗତକାଲି ହୋଇଥିବା ବାଚସ୍ପତି ନିର୍ବାଚନରେ ବିଜେପି ବିଧାୟକ ରାହୁଲ ନାର୍ଭେକର ବିଜୟୀ ହୋଇଥିଲା ବେଳେ ଆଜି ସିନ୍ଦେ ସରକାର ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁମତ ସାବ୍ୟସ୍ତ କରିବା…

ମହାରାଷ୍ଟ୍ର ମହାନାଟକ : ୧୫ ବିଦ୍ରୋହୀ…

ମୁମ୍ବାଇ: ମହାରାଷ୍ଟ୍ରର ରାଜନୈତକ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ କେନ୍ଦ୍ର ସରକାର ସୁରକ୍ଷା ଦେବେ । ଦଳର ୧୫ ଜଣ ବିଧାୟକଙ୍କୁ ମିଳିବ ଓ୍ବାଇ ପ୍ଲସ୍ ସୁରକ୍ଷା। ବିଦ୍ରୋହୀ ବିଧାୟକଙ୍କ ଘର ଓ ଅଫିସରେ ଶିବ ସୈନିକଙ୍କ ଆକ୍ରମଣ ଦୃଷ୍ଟିରୁ…

୧୬ ବିଦ୍ରୋହୀ ବିଧାୟକଙ୍କୁ…

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତି ଉପରେ ବର୍ତ୍ତମାନ ସାରା ଦେଶର ନଜର ରହିଛି। କେଉଁ ମୁହୁର୍ତ୍ତରେ ସେଠି କଣ ହେଉଛି ତାହା କହିବା ସମ୍ଭବ ନୁହେଁ। ମହାରାଷ୍ଟ୍ର ରାଜନୀତିରେ ଲଗାତାର ଟ୍ୱିଷ୍ଟ ଭିତରେ ଶିବସେନା ପକ୍ଷରୁ ସେନା ଭବନରେ ଜାତୀୟ କାର୍ୟ୍ୟକାରିଣୀ କମିଟି ବୈଠକ ଡକାଯାଇଥିଲା। ଅପରାହ୍ନ ୧ଟାରେ…

ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଧବଙ୍କ…

ମୁମ୍ବାଇ : ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଦଳୀୟ ବିଧାୟକଙ୍କ ବିଦ୍ରୋହ ଯୋଗୁ ଦୁଇ ଫାଳ ହେବା ଉପରେ ଶିବସେନା। ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶବିସେନାର ଗୋଟିଏ ଗୋଷ୍ଠୀ…

ମହାରାଷ୍ଟ୍ର ମହାନାଟକର ମୁଖ୍ୟନାୟକ ଏକନାଥ…

ମୁମ୍ବାଇ: ଶିବସେନା ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଏକନାଥଙ୍କ ପାଇଁ ଆଜି ମହାରାଷ୍ଟ୍ରର ମହାଅଘାଡି ସରକାର ଭୁଷୁଡ଼ିବାକୁ ବସିଛି। ନିଜ ଦଳରେ ବିଦ୍ରୋହ କରି ଏକନାଥ ୨୧ ଶିବସେନା ବିଧାୟକଙ୍କ ସହ ସୁରତ ଫେରାର ହୋଇଯାଇଥିଲା ବେଳେ ସେଠାରୁ ଗତକାଲି ଗୌହାଟୀ…