ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ
Browsing Tag

Mahanadi

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି…

ସମ୍ବଲପୁର: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ୬ ଲକ୍ଷ ୪୯ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ନରାଜ ଦେଇ ନିଷ୍କାସିତ ହେଉଛି ୩ ଲକ୍ଷ ୧୬ହଜାର ଜଳ। ଯୋବ୍ରା ବ୍ୟାରେଜ ଦେଇ ୨ଲକ୍ଷ ୭୯ ହଜାର କ୍ୟୁସେକ ଜଳ ନିଷ୍କାସିତ…

ମୁଣ୍ଡଳି ବ୍ୟାରେଜ୍ ଉପରେ ସ୍କୁଟି ରଖି…

ବାଙ୍କୀ : ମୁଣ୍ଡଳୀ ମହାନଦୀ ବ୍ରିଜ ଉପରୁ ଜଣେ ଯୁବତୀଙ୍କ ସ୍କୁଟି ଉଦ୍ଧାର । ଯୁବତୀ ଜଣକ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଯୁବତୀଙ୍କ ଘର ସୁନ୍ଦରପଦା ଅଞ୍ଚଳର ହୋଇଥିବା ବେଳେ ଯୁବତୀ ଜଣକ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଜଣାପଡିଛି । ଯୁବତୀ…

୪୮ ଘଣ୍ଟା ପରେ ମିଳିଲା ପାୱାର କେନାଲ୍‌ରେ…

ବୁର୍ଲା: ଆଜି ସନ୍ଧ୍ୟାରେ ୧୮ ହଜାର ସାଇଫନରୁ ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସନ୍ଧ୍ୟାରେ ମହାନଦୀ ସଡକ ଘାଟରୁ ଛାତ୍ରୀଙ୍କର ମୃତ ଦେହ ଉଦ୍ଧାର କରିଛି ବୁର୍ଲା ଅଗ୍ନିଶମ ବାହିନୀ । ମହାନଦୀ ପାଣିରେ ଭାସୁଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ ପରେ…

ମନମୁଣ୍ଡା ଠାରୁ ମଣିଭଦ୍ରା ମଧ୍ୟରେ ଥିବା…

ବୌଦ୍ଧ (ଦିବ୍ୟରଞ୍ଜନ ପଟ୍ଟନାୟକ): ଓଡ଼ିଶାର ଆଧୁନିକ ସଭ୍ୟତାକୁ ପରିପୁଷ୍ଟ କରିଛି ମହାନଦୀ। ରାଜ୍ୟର ପଶ୍ଚିମରୁ ପୂର୍ବକୁ ଚିରପ୍ରବହମାନ ଧାରା ମହାନଦୀ ପାଇଁ ପଶ୍ଚିମରୁ ଉପକୂଳ ଯାଏ ଜମିରେ ସୁନା ଫଳୁଛି। ଓଡ଼ିଶାର କୃଷିକୁ ସମୃଦ୍ଧ କରିଥିବା ମହାନଦୀର ରତ୍ନଭଣ୍ଡାରକୁ ନେଇ ଅନେକ ଲିଖିତ ଓ ଲୋକଶ୍ରୁତି ରହିଛି।…

ମହାନଦୀକୁ ମାରିବାକୁ ଛତିଶଗଡ଼ର ଷଡ଼ଯନ୍ତ୍ର;…

ଭୁବନେଶ୍ୱର: ‘ନିତି’ ଆୟୋଗ ରିପୋର୍ଟ ଅନୁସାରେ ଭାରତର ୬୦ କୋଟି ଲୋକ ଜଳସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ ପରି ୨୧ଟି ସହରର ଭୂତଳ ଜଳସ୍ତର ଶୂନ୍ୟ ହେବା ଅବସ୍ଥାରେ ପହଞ୍ଚିଛି। ୨୦୦୧ ମସିହାରେ ଦେଶର ଲୋକଙ୍କ ପାଇଁ ହାରାହାରି ୧୮୧୬ ଘନମିଟର ପାଣି ଉପଲବ୍ଧ ହେଉଥିବାବେଳେ…

ଓଡ଼ିଶାର ଜୀବନରେଖା ପ୍ରତି କେନ୍ଦ୍ର…

ଭୁବନେଶ୍ୱର : ମହାନଦୀକୁ ନେଇ ଛତିଶଗଡ଼, ସିଡବ୍ଲ୍ୟୁସି ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓଡ଼ିଶାର ସ୍ୱାର୍ଥ ପ୍ରତି ସମ୍ପୂର୍ଣ୍ଣ ଭାବେ ଆଖି ବୁଜି ଦେଇଛନ୍ତି। ମାମଲାର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ କେବଳ ତାରିଖ ଗଡ଼ାଇବାରେ ବ୍ୟସ୍ତ ଥିବା ବେଳେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଓଡ଼ିଶାର ଜୀବନରେଖା…

ଓଡ଼ିଶାର ଦୀର୍ଘତମ ‘ଟି-ସେତୁ’ର…

କଟକ: ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ସୋମବାର ଲୋକାର୍ପିତ ହୋଇଯାଇଛି। ଏହି ସେତୁଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’ର ଉଦଘାଟନ ହୋଇଛି । ଏହି ହାଇଲେଭଲ ସେତୁ କଟକ ବଡ଼ମ୍ବା ନରସିଂହପୁରର…

ଧୋକାଦେଲା ଛତିଶଗଡ଼; ସମ୍ଭାଳିନେଲା ଓଡିଶା…

ସମ୍ବଲପୁର: ଏଥର ବେଶ୍ ସତର୍କତାର ସହ ମହାନଦୀ ବନ୍ୟାକୁ ରାଜ୍ୟ ସରକାର ପରିଚାଳନା କରିଛନ୍ତି। ଛତିଶଗଡ଼ ସରକାର ରୁଲ୍ କର୍ଭକୁ ବେଖାତିର କରି ହଠାତ ପାଣି ଛାଡ଼ିଦେଇଥିବାରୁ ଓଡ଼ିଶା ପାଇଁ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଓ ହୀରାକୁଦ ବନ୍ଧ…

ଗାଁ ଭିତରକୁ ମାଡ଼ି ଆସୁଛି ମହାନଦୀ; ଲୀନ…

ନୟାଗଡ଼: ନୟାଗଡ଼଼ ଜିଲ୍ଲାର ଜୀବନରେଖା ମହାନଦୀ ଦୁଇ ଗାଁ ପାଇଁ ବିପଦ ସୃଷ୍ଟି କରିଛି। ୩୦ ବର୍ଷ ପୂର୍ବେ ଭାପୁର ବ୍ଲକ ପଦ୍ମାବତୀ ଗାଁ ମହାନଦୀ ଗର୍ଭରେ ଲୀନ ହୋଇ ସାରିଥିବାବେଳେ ଏବେ ଗଣିଆ ବ୍ଲକର ବଡ଼ମୂଳପାଟଣା ଏବଂ ରାଉତପଡ଼ା ନଦୀ ଗର୍ଭରେ ଲୀନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଛାମୁଣ୍ଡିଆ ପଞ୍ଚାୟତ…

ଗାଧୋଇବାକୁ ଆସି ମହାନଦୀ ସ୍ରୋତରେ ଫସିଗଲେ…

ସମ୍ବଲପୁର : ମହାନଦୀକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ପ୍ରଖର ସ୍ରୋତରେ ଫସି ଗଲେ । ବାହାରକୁ ଆସିନପାରି ନଦୀ ଭିତରେ ଥିବା ଏକ ପଥରରେ ଜୀବନ ବଞ୍ଚାଇ ରହିଲେ । ପରେ ସାହଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ କ୍ଷେତରାଜପୁର ଆଦର୍ଶ ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ…